Lingaraja Temple: ପ୍ରଭୁ Lingarajaଙ୍କ କାର୍ଯ୍ୟରେ ଅର୍ଥ ବାଧକ ହେବନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୨(ସୁନିତ୍ ମିଶ୍ର): Lingaraja ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହ ରାଜ୍ୟର ସମସ୍ତ ଆଧ୍ୟାତ୍ମିକ ସ୍ଥାନର ଉନ୍ନତିକରଣ ଲାଗି ଉଦ୍ୟମ ଜାରି ରହିବ। ତେବେ ପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟରେ ଅର୍ଥ ବାଧକ…
ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା: ପୋଲିସ ଭୟରେ ବିଷ ପିଇଦେଲେ
ବାସୁଦେବପୁର/ସୋର,୨୭ା୨(ନାରାୟଣ ପ୍ରସାଦ ବାରିକ/ ଜନ୍ମେଜୟ ମିଶ୍ର):ବିବାହ ଲାଗି ମନା କରିବାରୁ ବାଲେଶ୍ୱର ଜିଲା ସୋର ଥାନା ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା ନାମ୍ନୀ ଯୁବତୀଙ୍କୁ ୩ଦିନ ତଳେ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରେମିକ ବିଶ୍ୱରଞ୍ଜନ ପୁହାଣ ଫେରାର…
Odisha 10th Exam: ୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଯୁବକ ଗିରଫ
ଚିତ୍ରକୋଣ୍ଡା,୨୭ା୨ (ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ଚିତ୍ରକୋଣ୍ଡା…
Odisha Weather Alert: ଘନ କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୭ା୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ପାଗ ଶୁଖିଲା ରହିଥିଲେ ମଧ୍ୟ ତାପମାତ୍ରା ଅଧିକ ରହିଛି। ବୁଧବାର ଦିନ ତାପମାତ୍ରା ବୌଦ୍ଧ ଜିଲାରେ ସର୍ବାଧିକ ୩୬.୮ ଡିଗ୍ରୀ ରହିଥିଲାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୫.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…
ଅଗ୍ନିକାଣ୍ଡରେ ଜଳିଗଲା ରାସ୍ତାପାର୍ଶ୍ୱ ଚାରା
ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ବେହେରା କପଡ଼ା ବଜାର ନିକଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ରାସ୍ତାପାର୍ଶ୍ୱ ଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଚାରା ନଷ୍ଟ ହୋଇଯାଇଛି। ଏହାକୁ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ନିକଟସ୍ଥ ଧାନକ୍ଷେତ…
ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…
ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ଜଣକ ରିକାପଲ୍ଲୀ ମୋଚି ସାହିର ଏନ. ରାଣୀ (୫୦)।ଆଜି ଶିବରାତ୍ରି…
ନିଶା ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ
ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି କାରବାରରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ହେଲେ, ବରଗଡ଼ ହାଟପଦାର ଏମ୍ଡ଼ି ଅନସାରୀ(୩୨)। ତାଙ୍କ ପାଖରୁ ୩୦ଟି କଫ୍ ସିରପ୍, ୧ଷ୍ଟ୍ରିପ୍…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ
ଭବାନୀପାଟଣା,୨୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂହଝରନ ନିକଟ ରେଳ ଧାରଣାରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ ସ୍ଥାନୀୟ ଦାଦପୁର ଗ୍ରାମର ଜଗମୋହନ ଜାନୀ (୨୩)। ସକାଳୁ ଯୁବକଙ୍କ ମୃତଦେହ…
Viral Video: ନିଜକୁ ଚିହ୍ନିଲା AI, ତା’ପରେ ମେସିନ୍ ଭାଷାରେ ହେଲେ କଥା…
ନୂଆଦିଲ୍ଲୀ,୨୬ା୨: ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇଟି AI ବଟ୍ ପ୍ରଥମେ ମଣିଷ ଭାଷାରେ କଥା ହେଉଛନ୍ତି। କିନ୍ତୁ ତା’ପରେ ହଠାତ୍ ମେସିନ୍ ଭାଷାରେ କଥା ହେବା ଆରମ୍ଭ କରନ୍ତି। ଏହି ଦୃଶ୍ୟଟି ଏକ…
ଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର
ବାଲିଗୁଡ଼ା,୨୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁରଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦାଦାଙ୍କ ମୃତ୍ୟୁ ଘଟିଥିବାବେଳେପୁତୁରା ଗୁରୁତର ଅବସ୍ଥାରେ ମେଡିକାଲରେ…
ଆପଣଙ୍କ ଖୁସିକୁ ବରବାଦ କରିଦେବ ଏହି ୪ ଅଭ୍ୟାସ! ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ…
ଜୀବନରେ ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ ନକାରାତ୍ମକ ଚିନ୍ତାଧାର ଆସିଲେ ଖୁସି ଗାଏବ ହୋଇଯାଏ। ଅନେକ ଥର ଏଭଳି ଚିନ୍ତା ପଛରେ…
୮ ଗ୍ରାହକଙ୍କ ଲୋନ୍ ଅସୁଲି ଟଙ୍କା ଆତ୍ମସାତ୍ କରିନେଲେ ଅଫିସର, ଥାନାରେ ପହଞ୍ଚିଲା ମାମଲା
ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଟାଟା କ୍ୟାପିଟାଲ ଲିମିଟେଡ୍ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖାରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା କୋଦଳା ଥାନା ଚନ୍ଦନପୁର ଗ୍ରାମର ଜିତେନ୍ଦ୍ର କୁମାର ଡାକୁଆ କମ୍ପାନୀର ୮…

