କର୍ମଚାରୀଙ୍କ ଉପରେ ଖୁସି ହୋଇ Mercedes Benz ଭଳି ଉପହାର ଦେଲା ଏହି କମ୍ପାନୀ
ମୁମ୍ବାଇ,୧୪।୧୦: ଦେଶରେ, ଶୁଣିବାକୁ ବହୁତ କ୍ୱଚିତ ମିଳେ ଯେ କୌଣସି ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ କାର୍ କିମ୍ବା ବାଇକ ଉପହାର ଦେଇଥାଏ। ଚେନ୍ନାଇ ସ୍ଥିତ ଇସ୍ପାତ ଡିଜାଇନ କମ୍ପାନୀ ‘ଟିମ ଡିଟେଲିଂ ସଲ୍ୟୁସନ’ ଏହାର କର୍ମଚାରୀମାନଙ୍କୁ ୨୮ଟି କାର ଏବଂ…
୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଲେ ଆଶାକର୍ମୀ
ବରଗଡ଼,୧୪ା୧୦(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ୭ ଦଫା ଦାବି କରାଯାଇଛି। ଏହି ଦାବି ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର କର୍ମକର୍ତ୍ତା ଏବଂ ସଦସ୍ୟାମାନେ…
ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ
ସାକ୍ଷୀଗୋପାଳ,୧୪ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀ ଦେବା ପାଇଁ ବୃନ୍ଦାବନରୁ ବ୍ରାହ୍ମଣ ସହିତ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ ହୋଇଛନ୍ତି। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପର୍ବପର୍ବାଣି ପାଳନ କରାଯାଉଥିବା ବେଳେ କାର୍ତ୍ତିକ ମାସରେ ଏହି…
ପରାଜୟ ପରେ ସାଥି ଖେଳାଳିଙ୍କ ଉପରେ ବର୍ଷିଲେ ହର୍ମନପ୍ରୀତ କୌର
ନୂଆଦିଲ୍ଲୀ,୧୩।୧୦: ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ବରଣ କରିଛି। ମ୍ୟାଚ୍ ପରେ ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ କହିଛନ୍ତି ଯେ, ଦୀପ୍ତି ଶର୍ମାଙ୍କ ସହିତ ତାଙ୍କର ପାର୍ଟନରସିପ ସମୟରେ ଦୁହେଁ କିଛି…
ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ…
ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍ପ୍ରେସର ଓ ଟେମ୍ପରେଚର ମାପିବା ଲାଗି ବାହାର କ୍ଲିନିକ୍କୁ ଡାକ୍ତର ପଠାଉଥିବା ଦେଖିବାକୁ ମିଳିଛି। ଏଭଳି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲଡ୍ପ୍ରେସର…
PM Internship Schemeରେ ବହୁ ପରିମାଣରେ ଆବେଦନ! ଗୋଟିଏ ଦିନରେ ଦେଢ ଲକ୍ଷରୁ ଅଧିକ ରେଜିଷ୍ଟ୍ରେଶନ
ନୂଆଦିଲ୍ଲୀ,୧୪।୧୦: PM Internship Schemeର ସୁଯୋଗ ନେବାକୁ ଯୁବକମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଛି। ସେଥିପାଇଁ ଏହି ଯୋଜନା ପାଇଁ ମାତ୍ର ଗୋଟିଏ ଦିନରେ ୧.୫ଲକ୍ଷରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି। ଏହି ଯୋଜନା ଅଧୀନରେ ଯୁବକମାନେ ଦେଶର ଶୀର୍ଷ କମ୍ପାନୀଗୁଡିକରେ ଇଣ୍ଟର୍ନସିପ…
ଟେଷ୍ଟ ଟିମରୁ ବାବରଙ୍କୁ ବାଦ ଦେବା ପରେ ତୀବ୍ର ପ୍ରତିକ୍ରିୟା କଲେ ପାକିସ୍ତାନର ବରିଷ୍ଠ ଖେଳାଳି
ନୂଆଦିଲ୍ଲୀ,୧୩।୧୦: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ ପାକିସ୍ତାନ ଏହାର ତାରକା ବ୍ୟାଟର ବାବର ଆଜମ, ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଏବଂ ନସିମ ଶାହାଙ୍କୁ ଇଂଲଣ୍ଡ ବିପକ୍ଷରେ ବାକି ଦୁଇଟି ଟେଷ୍ଟ ପାଇଁ ଦଳରୁ ବାଦ ଦେଇଛି। ପାକିସ୍ତାନ ଦଳରେ ପରିବର୍ତ୍ତନ ନୂତନ…
ବାଇକ୍କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍, ଜଣଙ୍କ ଜୀବନ ଗଲା
ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକ୍କୁ ଧକ୍କା ଦେଇ ବସ୍ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଚକାଡୋଳା ନାମକ ବସ୍ଟି ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବାବେଳେ…
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାକୁ ଗୁରୁତର ସହ ନେଲେ ଓଡ଼ିଶା ସରକାର, ଏହା ଏକ…
ଭୁବନେଶ୍ୱର,୧୪ା୧୦: ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାକୁ ଗମ୍ଭୀରତା ଏବଂ ସମ୍ବେଦନଶୀଳତା ସହିତ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ଦିଲ୍ଲୀ ପୋଲିସ ସହିତ ତଦନ୍ତର ଅଗ୍ରଗତି ମଧ୍ୟ…
ଓସିଫିକେଶନ ଟେଷ୍ଟ କ’ଣ, ଯାହା ଖୋଲିଲା ବାବା ସିଦ୍ଦିକି ହତ୍ୟା ମାମଲାର ରହସ୍ୟ
ମୁମ୍ବାଇ,୧୪।୧୦: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଏବେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଅଭିଯୁକ୍ତ ଧର୍ମରାଜ କାଶ୍ୟପଙ୍କ ଓସିଫିକେଶନ ଟେଷ୍ଟ କରିଛି…
ସଲମାନଙ୍କୁ ଭାଜପା ନେତାଙ୍କ ଉପଦେଶ, ବିଷ୍ଣୋଇଙ୍କୁ କ୍ଷମା ମାଗ, ମାମଲା ଶେଷ କର
ନୂଆଦିଲ୍ଲୀ,୧୪।୧୦: ମୁମ୍ବାଇ ରାସ୍ତାରେ ଶନିବାର ରାତିରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ବିଷ୍ଣୋଇ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛି। ଏହି ହତ୍ୟା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଦାୟୀ ବୋଲି ସୋସିଆଲ…
ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍ର ୫ ଆହତ
କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍…
Archives


