ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ
ବୁଗୁଡା,୨୪।୧୦(କାଳିଚରଣ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଥିଲା। ପରିସ୍ଥିତିର ଫାଇଦା ଉଠାଇବାକୁ ଯାଇ କିଛି ବ୍ୟବସାୟୀ ବିଭିନ୍ନ ପରିବା ଦରରେ…
ନିଶ୍ଚିତକୋଇଲିରେ ଯୋଗାଣ ବିଭାଗର ଜୋରଦାର ଚଢ଼ାଉ, ଦୋକାନୀଙ୍କୁ କରାଯାଉଛି ତାଗିଦ
ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର ): ସାମୁଦ୍ରିକ ବାତ୍ୟା ‘ଦାନା’ ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କଲାଣି। ବାତ୍ୟାପାଇଁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣୁଛନ୍ତି। ଏହାର ସୁଯୋଗ ନେଇ ହୋଲସେଲରଙ୍କଠାରୁ ଆରମ୍ଭ କରି ରିଟେଲରମାନେ…
ଡର ବଢାଇଲା ଗତିପଥ! ୩ ଜିଲାକୁ ଅଧିକ ବିପଦ…
ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା ଭୟଙ୍କର ବେଗରେ ସ୍ଥଳଭାଗ ମୁହାଁ ହେଉଛି। ଏହି ସମସୟରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଦାନା ସ୍ଥଳଭାଗ ମୁହାଁ ହେଉଛି। ବର୍ତ୍ତମାନ ଏହା ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ…
ଆସୁଛି ‘ଦାନା’: ଧାମରା-ଚାନ୍ଦବାଲିରେ ସ୍ଥିତି ଅନୁଧ୍ୟାନ କଲେ ସୂର୍ଯ୍ୟବଂଶୀ ସୂରଜ
ଭଦ୍ରକ, ୨୪।୧୦(ସନାତନ ରାଉତ)- ଭଦ୍ରକ ଜିଲା ଧାମରାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ରାଜ୍ୟ ସରକାରଙ୍କ ସହ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ…
ବାତ୍ୟା ବଦଳାଇଲା ମୋଡ, ଏଇଠି ପିଟି ହୋଇଯିବ, ଲୋକେ ଛାନିଆ…
ଭୁବନେଶ୍ୱର,୨୪।୧୦: ଲ୍ୟାଣ୍ଡଫଲ ନେଇ ବଡ଼ ଆକଳନ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା ଭୟଙ୍କର ବେଗରେ ସ୍ଥଳଭାଗ ମୁହାଁ ହେଉଛି। ଏହି ସମସୟରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଦାନା ସ୍ଥଳଭାଗ ମୁହାଁ…
ପାଖେଇ ଆସିଲାଣି ‘ଦାନା’: ଗଞ୍ଜାମରେ ବଦଳିଲା ପାଗ, ସମୁଦ୍ର ଅଶାନ୍ତ
ଛତ୍ରପୁର, ୨୪।୧୦(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଅଧିକାରୀମାନେ ବିଭିନ୍ନ ଅଞ୍ଚଳ…
ହୁ ହୁ ହୋଇ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ପୋଡ଼ି ପାଉଁଶ
ସାଲେପୁର,୨୪।୧୦(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ମାଛୁଆତିଠାରେ ଥିବା ଗହଣା ଦୋକାନ ଶ୍ରୀରାମ ଜୁଏଲାରୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଯୋଗୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୋକାନରେ ଥିବା…
ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ୧ରୁ ୨ ମିଟର ପର୍ଯ୍ୟନ୍ତ ଆସିପାରେ ଜୁଆର, ୩ ଜିଲାକୁ ଆଲର୍ଟ ଜାରି
ନୂଆଦିଲ୍ଲୀ,୨୪।୧୦: ଭୀଷଣ ବାତ୍ୟା ରୂପ ଧାରଣ କରି ‘ଦାନା’ ଉପକୂଳ ଆଡେ ମାଡି ଆସୁଥବା ବେଳେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାକୁ…
‘ଦାନା’କୁ ନେଇ ଭଦ୍ରକ ପ୍ରଶାସନ ସଜାଗ: ୫୭୭ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଲେଣି ୨୬,୦୬୪ ଲୋକେ
ଭଦ୍ରକ, ୨୪।୧୦(ସନାତନ ରାଉତ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଧାମରା ଠାରୁ ଆଉ ମାତ୍ର ୨୪୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗୁରୁବାର ମଧ୍ୟ ରାତ୍ରିରେ ଏହା ଧାମରା ନିକଟରେ ସ୍ଥଳଭାଗ ଛୁଇଁବ…
ଇତିହାସ ରଚିଲେ ଅଶ୍ୱିନ, ମାତ୍ର ୩୯ ମ୍ୟାଚ୍ରେ ହେଲେ ‘ନମ୍ବର ୧’…
ପୁଣେ,୨୪।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଭାରତର ଏହି ଅଫ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ୱିଲ ୟଙ୍ଗଙ୍କୁ ଆଉଟ୍ କରି ନିଜ ନାମରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲୀୟ ସ୍ପିନର ନାଥାନ…
‘ଯୁଆଡେ ଗଲେ ଅଶାନ୍ତି ସୃଷ୍ଟି କଲେ…’ ରୋହିଙ୍ଗ୍ୟା ମୁସଲମାନଙ୍କୁ ବିରୋଧ କଲେ ଏହି ଦେଶ, ଡଙ୍ଗାରୁ ଓହ୍ଲାଇବାକୁ ଦେଲାନି
ନୂଆଦିଲ୍ଲୀ,୨୪।୧୦: ବହୁ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସ୍ଥାନୀୟ ଲୋକ ଡଙ୍ଗାରୁ ଓହ୍ଲାଇବାକୁ ଅନୁମତି ଦେଇ ନାହାନ୍ତି। ୧୪୦ ଭୋକିଲା ରୋହିଙ୍ଗ୍ୟା ମୁସଲମାନ ଇଣ୍ଡୋନେସିଆର ଉତ୍ତର ପ୍ରଦେଶର ଅଚେ ଉପକୂଳଠାରୁ ପ୍ରାୟ ୧ ମାଇଲ (୦.୬୦…
Archives


