Home Left

ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଆଣିଲେ ଓ୍ବାର୍ଡ ମେମ୍ବର

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅଧୀନ ଗାଙ୍ଗଦହଣୀ ପଞ୍ଚାୟତରେ ବ୍ୟାପକ ଅନିୟନିତତା ସାଙ୍ଗକୁ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୱାର୍ଡସଭ୍ୟଙ୍କ ସହ ଜନସାଧାରଣ ସୋମବାର ବ୍ଲକ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଏପରିକି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ…

ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

ଦାରିଙ୍ଗବାଡି, ୨୧।୧୦ (ଅରୁଣ ସାହୁ)-ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତତି ବୈଠକ ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ତହସିଲଦାର ଶରତ ଶବର ପରିଚାଳନା କରି କହିଥିଲେ ଯେ…

‘ମୋତେ ଭାରତରେ ରହିବାକୁ ଦିଅ’- ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁହାରି କଲେ ତସଲିମା

ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶୀ ଲେଖକ ତସଲିମା ନସିରିନ ତାଙ୍କ ବାସସ୍ଥାନ ଅନୁମତି ବା ସେିଡେନ୍ସ ପରମିଟକୁ ନେଇ ଚିନ୍ତିତ ଅଛନ୍ତି। ସୋମବାର ଏ ବାବଦରେ ସେ ଏକ ଟୁଇଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି। ତସଲିମା ନସିରିନ ଏକ୍ସରେ ଲେଖିଛନ୍ତି, ନମସ୍କାର…

କେଜରିଓ୍ବାଲଙ୍କୁ ବଡ ଝଟ୍‌କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଗୁଜୁରାଟ ବିଶ୍ୱବିଦ୍ୟାଳୟ (ଜିୟୁ) ମାନହାନୀ ମାମଲାରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି। ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମ୍ନ ଅଦାଲତରେ ହାଜର…

କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ଏବଂ ଆମେରିକା ବିଷୟରେ ଖୋଲାଖୋଲି ନିଜ ମନପୋଷଣ କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରୁ କେଉଁଟି ଭାରତ ପାଇଁ ସମସ୍ୟା ବା ଆହ୍ବାନ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି, ମୁଁ…

ଆଜି କାର୍ତ୍ତିକ ପ୍ରଥମ ସୋମବାର: ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼

ବୁଗୁଡ଼ା,୨୧।୧୦(କାଳିଚରଣ ଦାଶ): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ପ୍ରାତହଃରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ବୁଦ୍ଧଖୋଲରେ ବିରାଜମାନ ପଞ୍ଚ ମହାଦେବଙ୍କୁ ଦର୍ଶନ ଆଶିର୍ବାଦ ଭିକ୍ଷା…

ଭାରତ ଯୋଗୁ ବିଶ୍ୱବିଜେତା ହେଲା ନ୍ୟୁଜିଲାଣ୍ଡ ଟିମ୍‌: ଅଧିନାୟକ ନିଜେ କଲେ ଖୁଲସା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୧୦: ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଏହି ବିଶ୍ୱକପ ପୂର୍ବରୁ କିୱି ଦଳ ସଂଘର୍ଷ କରୁଥିଲା ଏବଂ କ୍ରମାଗତ ୧୦ ପରାଜୟର ସମ୍ମୁଖୀନ ହୋଇଥିଲା। କିନ୍ତୁ…

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା: ‘ଭୀଷଣ ବାତ୍ୟା’ର ରୂପ ନେବ ‘ଦାନା’, ଏହି ୨ ଜିଲାରେ ଆସିବ ଜୁଆର

ଭୁବନେଶ୍ୱର,୨୧।୧୦: ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ଆଇଏମ୍‌ଡି ଡିଜି କହିଛନ୍ତି, ଆସନ୍ତାକାଲି ସକାଳେ ଅବପାତ ଏବଂ ୨୩ରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଛୁଇଁପାରେ…

 କାର୍ତ୍ତିକ ପ୍ରଥମ ସୋମବାର: ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ୧୦୮ ରୁଦ୍ରାଭିଷେକ

ପୁରୁଷୋତ୍ତମପୁର,୨୧।୧୦(ସିମାଞ୍ଚଳ ମିଶ୍ର): ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ପ୍ରତଷ୍ଠିତ ସ୍ବପ୍ନେଶ୍ବର ମହାଦେବ ମନ୍ଦିର ପରିଶରରେ ଶନିଦେବ ଓ ଲକ୍ଷ୍ମୀନାରାୟଣଙ୍କ ବିଗ୍ରହ ସ୍ଥାପନା ସାଙ୍ଗକୁ ୧୦୮ ରୁଦ୍ରାଭିଷେକ ସହ ୧୦୮ ଶିବ…

ଭିନ୍ନ ଅବତାରରେ ଟ୍ରମ୍ପ, ପ୍ରସ୍ତୁତ କଲେ McDonald ଫ୍ରେଞ୍ଚ ଫ୍ରାଇଜ

ପେନସିଲଭାନିଆ,୨୧।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସେଠାରେ ଭିନ୍ନ ଭିନ୍ନ ନିର୍ବାଚନ କୌଶଳ ମଧ୍ୟ ଗ୍ରହଣ କରାଯାଉଛି। ଏବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଫିଲାଡେଲଫିଆରେ ଏକ ଭିନ୍ନ ଢଙ୍ଗରେ ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର…

ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ କ୍ରମାଗତ ୬ଟି ବିଜୟ ପରେ ନ୍ୟୁଜିଲାଣ୍ଡଠାରୁ ପରାଜୟର ସମ୍ମୁଖୀନ…

ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ

ଦାରିଙ୍ଗବାଡ଼ି,୨୧।୧୦(ଅରୁଣ ସାହୁ ): ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ଠାରୁ ପଞ୍ଚାୟଯାଏ ଲକ୍ଷ୍ମୀ ବସ୍‌ ଯୋଗାଇ ଦିଆଯାଇଛି। ତେବେ ଏହା ପର୍ଯ୍ୟାପ୍ତ ହେଉ ନ ଥିବା କୁହାଯାଉଛି। ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri