କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ
ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ ଆମେ ଇଣ୍ଡିଆ ମେଣ୍ଟ ସମାଜବାଦୀ ପାର୍ଟିର ସମସ୍ତ ପ୍ରାର୍ଥୀଙ୍କୁ…
ଶୁକ୍ରବାର ଏହି ଜିଲାରେ ବନ୍ଦ ରହିବ ସ୍କୁଲ
ଭୁବନେଶ୍ୱର,୨୪।୧୦: ଶୁକ୍ରବାର କନ୍ଧମାଳ ଜିଲାରେ ବନ୍ଦ ରହିବ ସ୍କୁଲ। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଜିଲା ଶିକ୍ଷାଧିକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ୧୪ ଜିଲାରେ ୨୩ରୁ ୨୫ ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ।…
ଓ୍ବାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡ ୨୫୯ ରନ୍ରେ ଅଲଆଉଟ
ପୁଣେ,୨୪ା୧୦(ପି.ଟି.): ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୨୫୯ ରନ୍ରେ ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧ ଉଇକେଟରେ ୧୬ ରନ୍ ସ୍କୋର କରିଛି। ଭାରତ ପକ୍ଷରୁ ଓ୍ବାଶିଂଟନ୍ ସୁନ୍ଦର…
ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଏହି ଜିମ୍ବାଓ୍ବେ କ୍ରିକେଟର୍
ନୂଆଦିଲ୍ଲୀ,୨୪।୧୦:ଜିମ୍ବାୱେ ଗାମ୍ବିଆ ବିପକ୍ଷରେ ଇତିହାସ ସୃଷ୍ଟି କରିଛି। ଗାମ୍ବିଆ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେ ସର୍ବାଧିକ ସ୍କୋରର ରେକର୍ଡ ସୃଷ୍ଟି କରିଛି। ଜିମ୍ବାୱେ ୨୦ ଓଭରରେ ୩୪୪ ରନ ସ୍କୋର କରିଥିଲା। ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ମାତ୍ର ୩୩…
ଓଡ଼ିଶା ପୋଲିସ ନିଯୁକ୍ତି ୨୦୨୪: ବଢ଼ିଲା ପଦବୀ ସଂଖ୍ୟା, ଆବେଦନ ସମୟସୀମା
ଭୁବନେଶ୍ୱର,୨୪।୧୦: ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସଏସବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦…
ମା’, ଭଉଣୀଙ୍କ ବିରୋଧରେ କାହିଁକି କୋର୍ଟ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଘଟଣା
ଅମରାବତୀ,୨୪।୧୦: ସେପ୍ଟେମ୍ବର ୨୦୨୪ରେ ଜଗନ ମୋହନ ରେଡ୍ଡୀଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ଭଉଣୀ ଓ୍ବାଇଏସ୍ ଶର୍ମିଲା ସେମାନଙ୍କ ପିତା ପିତା ଓ୍ବାଇଏସ୍ ରାଜଶେଖରା ରେଡ୍ଡୀ (ଓ୍ବାଇଏସଆର୍) ଙ୍କ ନିର୍ଦ୍ଦେଶକୁ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଏହା ମନେ ରଖିବା ଜରୁରୀ…
ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ
ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି l ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ବତାସର ବେଗ…
‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା
ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଭିତରକନିକା-ଧାମରା ପାଖରେ ବାତ୍ୟା…
ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଲା ତୁର୍କୀ
ଅଙ୍କାରା,୨୪।୧୦: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବୁଧବାର ତୁର୍କୀରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ତୁର୍କୀର ରାଜଧାନୀ ଅଙ୍କାରର ପ୍ରତିରକ୍ଷା କମ୍ପାନୀ ତୁର୍କୀ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ମୁଖ୍ୟାଳୟରେ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହି…
ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ
ଦାରିଙ୍ଗବାଡି, ୨୪ା୧୦(ଅରୁଣ ସାହୁ )-ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକରେ ଏପରି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ସୁଯୋଗ ପାଇନାହାନ୍ତି। ସେଠାରେ ପ୍ରଶାସନ ପହଞ୍ଚତ୍ପାରିନି। ଏହି ଗ୍ରାମଟି ହେଲା ଶିର୍କାବର୍ଗ ପଞ୍ଚାୟତର…
ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ
ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର): ସାମୁଦ୍ରିକ ବାତ୍ୟା ଦାନା ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହେଲାଣି। ବ୍ଲକ ପ୍ରଶାସନ ସମ୍ଭାବ୍ୟ ବିପନ୍ନଙ୍କୁ ବ୍ଲକ ପ୍ରଶାସନ ୪୧ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖିଛନ୍ତି। ଅପରାହ୍ନତରେ ଆଇନ, ଅବକାରୀ…
ବଡ଼ ସୂଚନା: ଦୁର୍ବଳ ହେବ ନାହିଁ ବାତ୍ୟା, ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ
ଭୁବନେଶ୍ୱର,୨୪।୧୦: ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା…
Archives


