Home Left

ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ…

ବରଗଡ଼,୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା କୁସନପୁରୀ ବିଜୟା ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ କିଶୋର ଭୁଏ(୩୮) ଓ…

ଶେଖ ହାସିନାଙ୍କ ପରେ କାହିଁକି ଟାର୍ଗେଟରେ ଜାତୀୟ ପାର୍ଟି? ବାଂଲାଦେଶରେ ଥମୁ ନାହିଁ ହିଂସା

ଢାକା,୨।୧୧: ଆୱାମୀ ଲିଗ ନେତୃତ୍ୱାଧୀନ ଶେଖ ହାସିନା ସରକାରଙ୍କୁ ବାଂଲାଦେଶରେ କ୍ଷମତାରୁ ହଟାଇବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀ ସରକାର ମଧ୍ୟ ଦେଶ ଚଳାଇବାରେ ଅସଫଳ ପ୍ରମାଣ ହେଉଛନ୍ତି। ଦେଶର ଆଇନ ଶୃଙ୍ଖଳା କ୍ରମାଗତ ଭାବେ ଖରାପ ହେଉଛି।…

ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ, ୨।୧୧: ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ରେଲଓ୍ବେ ପୋଲିସ ଏହି ସୂଚନା ଦେଇଛି। ସୂଚନାନୁସାରେ, ନୂଆଦିଲ୍ଲୀ-ଥିରୁଭାନନ୍ତପୁରମ ଟ୍ରେନ ରେଳ…

ଯୁବକଙ୍କୁ ଅର୍ଦ୍ଧଲଗ୍ନ କରି ଗଛରେ ବାନ୍ଧି ଛେଚିଦେଇ ଗଲେ…

ଭୁବନେଶ୍ୱର,୨।୧୧: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସୀମା ଟପିଛି ବର୍ବରତା। ଜଣେ ଯୁବକଙ୍କୁ ଅର୍ଦ୍ଧଉଲଗ୍ନ କରି ରାସ୍ତା କଡ଼ ଗଛରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ୩ରୁ ୪ଜଣ କାଠ…

ସରକାରଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର କ୍ୟାମ୍ପେନ ଆରମ୍ଭ, ଉପକୃତ ହେବେ ୧.୮୧ ପେନସନଧାରୀ

ନୂଆଦିଲ୍ଲୀ,୨।୧୧: ପର୍ସନାଲ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସରକାର ଆରମ୍ଭ କରିଥିବା ସର୍ବ ବୃହତ ଅଭିଯାନ ଅଧୀନରେ ୧.୮ ଲକ୍ଷରୁ ଅଧିକ ପେନସନଭୋଗୀ ପ୍ରଥମ ଦିନରେ ସେମାନଙ୍କର ଡିଜିଟାଲ ଲାଇଫ ସାର୍ଟିଫିକେଟ (DLC) ପାଇଛନ୍ତି। ପେନସନ…

ମାଣ୍ଡିପଙ୍କାକୁ ଛୁଟୁଛି ନେତା, ଅଫିସରଙ୍କ ସୁଅ: ମୁଣ୍ଡ ପିଛା ୧୫ କେଜି ପିଡ଼ିଏସ୍‌ ଚାଉଳ ଦେବାକୁ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାଙ୍କୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଘଟିବା ପରେ…

ଏତେ ଫୁଟିଲା ଯେ, ଖାଲି ଧୂଆଁ ଧୂଆଁ

ସରିଲା ଦୀପାବଳି । ଧୂଆଁମୟ ଭୁବନେଶ୍ବର । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ । ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନ ଦୀପାବଳି ପାଳନ ପରେ ରାଜଧାନୀର ଅବସ୍ଥା ବେହାଲ ହୋଇପଡିଛି । ରାସ୍ତାରେ ପାଖାପାଖି ୫୦…

ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲଗାଇଦେଲେ ସେନା

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରରେ ଶନିବାର ସକାଳୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ଜାରି ରହିଥିଲା। ଗୋଟିଏ ପଟେ ଅନନ୍ତନାଗର କୋକୋରନାଗରେ ସେନା ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିବାବେଳେ ଅନ୍ୟପଟେ ଶ୍ରୀନଗରର ଖାନୟାରରେ…

ନବୀନଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗରେ ଏଭଳି କହିଲେ ଡିଜିପି

ଭୁବନେଶ୍ୱର,୦୨।୧୧: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଏନେଇ ପୋଲିସ ଡିଜି ୱାଇ.ବି ଖୁରାନିଆ ଶନିବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ରେଗୁରାଲ ପ୍ରୋସେସ୍‌…

ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’

ଭୁବନେଶ୍ୱର,୨ା୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରି ଖେଳିଯାଇଛି। ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। କ୍ରିଷ୍ଣା ଏବଂ ରୁପା ମିଳନରେ ଏକ ଶାବକ ଜନ୍ମ ହୋଇଛି। ଏହାକୁ ମିଶାଇ ରୁପା ୪ ଛୁଆ ଜନ୍ମ ଦେଇଛି। କ୍ରିଷ୍ଣା…

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ସୂଚନାନୁସାରେ, ଆମ୍ବପଳାସ ଗ୍ରାମର ସୁବାସ ମହାପାତ୍ରଙ୍କ ରୋଷେଇ ଘରେ ମଧ୍ୟାହ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri