ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ
ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍ ଉପରକୁ ଟମାଟୋ ସସ୍ ପକାଇଥିଲେ। ଏହାସହ ପୁରାତନ ଶିଳା ସ୍ମାରକ ଉପରେ କମଳା ପାଉଡର ସ୍ପ୍ରେ କରିବା ସହ ରାସ୍ତା ଅବରୋଧ…
କଠୋର ଦଣ୍ଡବିଧାନ ଲୋଡ଼ା
ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ ସୃଷ୍ଟି କରିଥିଲା। ସାଧାରଣ ଜନତା ଏପରି ଅମାନବୀୟ କାଣ୍ଡକୁ ଦୃଢ଼ ବିରୋଧ କରିବା ସହିତ…
ବଡ଼ବିଲ ସବ୍ଜେଲ ୱାର୍ଡର ନିଲମ୍ବିତ
ବଡ଼ବିଲ,୫ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ସବ୍-ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ଓ୍ବାର୍ଡର ତରୁଣ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦୀଙ୍କ ମୃତ୍ୟୁ ଘଟଣା…
ନୂଆଁଖାଇ ପାଇଁ ଏହି ସବୁ ଜିଲାରେ ଛୁଟି
ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଅନ୍ୟପକ୍ଷେ ନୂଆଁଖାଇ ପାଇଁ ଆସନ୍ତା ୧୦ ତାରିଖରେ ବଲାଙ୍ଗୀର ଓ ନୂଆପଡ଼ା ଜିଲା ପାଇଁ ଛୁଟି ଘୋଷଣା କରିଛନ୍ତି ଉତ୍ତରାଞ୍ଚଳ ଆର୍ଡିସି। ପଶ୍ଚିମ ଓଡ଼ିଶାର…
ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର
ପୁରୀ,୫ା୯(ଅଜିତ୍ କୁମାର ମହାନ୍ତି)-ପୁରୀ ସମୁଦ୍ରରେ ଏକ ଅଜଣା କଣ୍ଟେନର ଦେଖିବାକୁ ମିଳିଛି। ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ଗଙ୍ଗାଦେବୀ ମନ୍ଦିର ପାଖ ବେଳାଭୂମିଠାରୁ ପ୍ରାୟ ୨୦୦ ମିଟର ଦୂର ସମୁଦ୍ରରେ କଣ୍ଟେନରଟି ଭାସୁଛି। କଣ୍ଟେନରଟି ଓଜନିଆ ଥିବାରୁ ତାହାକୁ କୂଳକୁ ଆଣିବା…
୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା
ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର ପ୍ରଥମ ଥର ପାଇଁ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଷ ବର୍ଷ…
ଟିକେଟ ନ ମିଳିବାରୁ ଭୋ ଭୋ କାନ୍ଦୁଛନ୍ତି ଭାଜପା ନେତା
ଚଣ୍ଡିଗଡ଼,୫।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବୁଧବାର ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ପୃଥଳା ବିଧାନସଭା ଆସନରୁ ଟିକେଟର ଦାବିଦାର ଦୀପକ ଡାଗରଙ୍କ ନାମ ନଥିଲା। ଯେତେବେଳେ ତାଙ୍କ ନାମ ତାଲିକାରେ ନଥିଲା, ସେ ଦଳର କର୍ମୀଙ୍କ…
ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ
ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ ସ୍କର୍ପିଓ କାରକୁ ଲୋକ ନିଆଁ ଲଗାଇ ଜାଳି ଦେଇଛନ୍ତି। ଅପରପକ୍ଷେ ସିମୁଳିଆ ପୋଲିସ କାରରେ…
ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି
ଗୋପାଳପୁର,୫ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦାଣ୍ଡ ଗ୍ରିଲ କାଟି ଘରେ ପଶି ୮ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ୩୦…
ନିର୍ବାଚନ ପୂର୍ବରୁ ପରାଜୟ ସ୍ବୀକାର କରିଛି ଭାଜପା: କୁମାରୀ ଶୈଳଜା
ଚଣ୍ଡିଗଡ଼,୫।୯: କଂଗ୍ରେସ ନେତା କୁମାରୀ ଶୈଳଜା ଗୁରୁବାର ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକାକୁ ନେଇ କହିଛନ୍ତି ଯେ ଦଳ ପରାଜୟକୁ ଗ୍ରହଣ କରିସାରିଛି। ଏହି ତାଲିକା ଦଳର ନିରାଶାକୁ ପ୍ରତିଫଳିତ କରେ। ଏମିତି ଲାଗୁଛି ସତେ ଯେପରି ଏକ ବା ଜମି…
ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ
ଗୋଲାମୁଣ୍ଡା,୫ା୯(ବଟକୃଷ୍ଣ ପଣ୍ଡା)- ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ୍ ଦଶପୁର ପଞ୍ଚାୟତ ଦେକୋଟ ଗ୍ରାମରେ। ସୂଚନାମତେ, ଗ୍ରାମର ସୁଭଦ୍ରା ବନ୍ଦିଛୋଡ୍ ନାମ୍ନୀ ମହିଳା…
ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ‘ସ୍ବଚ୍ଛ ଭାରତ ମିଶନ’ ବଞ୍ଚାଇଛି ୭୦ ହଜାର ନବଜାତକଙ୍କ ଜୀବନ, ଷ୍ଟଡିରେ ଦାବି
ନୂଆଦିଲ୍ଲୀ,୬।୯: ଏକ ଅଧ୍ୟୟନରେ କୁହାଯାଇଛି ଯେ ନରେନ୍ଦ୍ର ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ପ୍ରତିବର୍ଷ ୬୦ରୁ ୭୦ହଜାର ନବଜାତ ଶିଶୁଙ୍କ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିଛି। ସାଇଣ୍ଟିଫିକ ରିପୋର୍ଟସ ନାମକ ଏକ ପତ୍ରିକାରେ ପ୍ରକାଶିତ ଏହି…
Archives


