Home Left

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଉପଭୋକ୍ତା। ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ…

ବୁଧବାର ଅପରାହ୍ନରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ଯିବାକୁ ଥିଲେ ଜାଣି ରଖନ୍ତୁ

ପୁରୀ,୨୯ା୧୦(ଅଜିତ୍‌ କୁମାର ମହାନ୍ତି)- କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ଏହି ବନକଲାଗି ନୀତିକୁ ସମ୍ପାଦନ କରିଥାନ୍ତି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ…

ଦୀପାବଳି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସନ୍ଧ୍ୟା ୭ରୁ…

ଭୁବନେଶ୍ୱର, ୨୯।୧୦ (ବନ୍ଦନା ସେଠୀ)- ଆଲୋକର ପର୍ବ ଦୀପାବଳିକୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଙ୍ଗଳବାର ଗାଇଡଲାଇନ ଜାରି କରାଯାଇଛି। ଦୀପାବଳୀରେ ସଂଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି…

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ ବର୍ଷ ପାଞ୍ଜିକୁ ନେଇ ଦେଖା ଦେଇଛି ଦ୍ବନ୍ଦ୍ବ। କେତେବେଳେ କାର୍ତ୍ତିକ ବ୍ରତ ତ, କେତେବେଳେ…

ମହିଳା ଯାତ୍ରୀଙ୍କୁ ଧକ୍କା ଦେଇ ଛାତି ଉପରେ ଚଢ଼ିଗଲା ‘ମୋ ବସ୍‌’

କଟକ,୨୯ା୧୦ (କାର୍ତ୍ତିକ ସାହୁ) କଟକ ନେତାଜୀ ବସ୍‌ ଟର୍ମିନାଲ (ସିଏନ୍‌ବିଟି) ଭିତରେ ମୋ ବସ୍‌ (ଓଡି-୩୩-ଭି-୨୮୯୫) ଚଢ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସିଡିଏ ମର୍କତନଗର ଅଞ୍ଚଳର ସରସ୍ବତୀ ଗୋଚ୍ଛାୟତ(୬୦)। ଏହି ବିଷାଦପୂର୍ଣ୍ଣ ଘଟଣାଟି ମଙ୍ଗଳବାର ସନ୍ଧ୍ୟା…

ମରିବା ପୂର୍ବରୁ ସାନଭାଇକୁ ବଡ଼ ଭାଇର ଶେଷ ପ୍ରଶ୍ନ, ବାବୁରେ ମୋତେ କି ବିଷ ଦେଇଛୁ କହ…

କେନ୍ଦୁଝର,୨୯।୧୦: ବଡ଼ଭାଇକୁ ବିଷ ଦେଇଦେଲା ସାନ ଭାଇ। ହେଲେ ବିଷ ପିଇବା ପରେ ବି ଯନ୍ତ୍ରଣାରେ ଜର୍ଜରିତ ହୋଇ ସାନଭାଇକୁ ଖୋଜୁଥିଲା ବଡ଼ ଭାଇ। ଯେତେବେଳେ ଆଖି ଆଗରେ ସାନ ଭାଇକୁ ପାଇଲେନି ସେତେବେଳ ଫୋନ କରିଥିଲେ। ମରିବା ପୂର୍ବରୁ ଥର…

ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ

ବରଗଡ଼, ୨୯। ୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହିଥିବା ଜଣେ ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଝାରବନ୍ଧ ଥାନା ଜାମପାଲି ଗ୍ରାମର ନୃପତ୍‌ ସାହୁ(୨୬)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ସୋମବାର…

ମୋହନ ମାଝୀ ସରକାରଙ୍କ ୟୁ-ଟର୍ନ: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର୍‌,  ହେଲେ ମହିଳା ଡ୍ୟାନ୍ସରଙ୍କୁ… 

ଭୁବନେଶ୍ୱର,୨୯।୧୦:କିଛିଦିନର ବିରାମ ପରେ ରାଜ୍ୟ ସରକାର ରାଜ୍ୟରେ ଡ୍ୟାନ୍ସ ବାର୍‌ ଚଲାଇବାକୁ ଅନୁମତି ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲ୍‌ସ-୨୦୨୪ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା…

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି ଆୟୁଷ୍ମାନ ଯୋଜନା ପାର୍ଟ-୨ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ…

ଫୁଟ୍‌ବଲ୍‌ ଖେଳିଲା ବଣୁଆ ଦନ୍ତା; କିକ୍‌ ମାରିଲା, ପିଲାଙ୍କ ଭଳି ପଡ଼ିଆରେ ଧାଇଁଲା…

କେନ୍ଦୁଝର,୨୯।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ପିଲାଙ୍କ ସହ ଫୁଟ୍‌ବଲ୍‌ ଖେଳିଲା ଦନ୍ତା। ଏଭଳି କିଛି ଦୃଶ୍ୟ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବି ପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ପିଲା ମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍‌ ଏକ ବଣୁଆ…

ଛାଡପତ୍ର ଗୁଜବ ଭିତରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ବାପାଙ୍କ ବିନା ସହମତିରେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ଇତିମଧ୍ୟରେ ଐଶଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ବିନା ଅନନ୍ତ ଅମ୍ବାନୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri