Home Left

ଉତ୍ତମ ଆଚରଣ, ବ୍ୟବହାର ନେଇ ସେବାୟତଙ୍କୁ ପ୍ରଶିକ୍ଷଣ

ପୁରୀ,୪।୪: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶୁକ୍ରବାର ସେବାୟତମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଶିବିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ…

ଏହି ଏମପିଙ୍କ କ୍ରସ ଭୋଟିଂରେ ବଦଳିଗଲା ଅଙ୍କ, ରାଜ୍ୟ ସଭାରେ ହୋଇଗଲା ବଡ଼ ଖେଳ

ନୂଆଦିଲ୍ଲୀ,୪।୪: ଦୀର୍ଘ ବିତର୍କ ପରେ ଓ୍ବକଫ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହି ବିଲ ସପକ୍ଷରେ ୧୨୮ ଏମପି ଏବଂ ବିପକ୍ଷରେ ୯୫ ଏମପି ଭୋଟ ଦେଇଛନ୍ତି। ଏହାପୂର୍ବରୁ ଲୋକ ସଭାରେ ବିଲଟି ଅନୁମୋଦନ ପରେ ଏହା…

ଓଡ଼ିଆରେ ନାମଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା: ଶ୍ରମିକଙ୍କୁ ମିଠା ବାଣ୍ଟିଲେ ପ୍ରଶାସନିକ ଅଧିକାରୀ

ବରଗଡ,୪।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ଆମ ପରିଚୟ । ହେଲେ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ…

କିଏ ଶୁଣିଲେନି ନବୀନଙ୍କ କଥା? ରାଗିଗଲେ ବଦ୍ରି, ଖୋଲିଦେଲେ ଭିତିରି ପ୍ଲାନ…

ଭୁବନେଶ୍ୱର,୪।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି…

ରାଜା ଚକ୍ର ଓକିଲଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ମନମୋହନ: କହିଲେ ମୋ ମନ …

ଭୁବନେଶ୍ୱର,୪।୪: ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୁଧାଂଶୁ ଦ୍ୱିବେଦୀଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ…

କଲିକତା ହାଇକୋର୍ଟରୁ ମମତାଙ୍କୁ ଲାଗିଲା ଝଟକା!

କୋଲକାତା,୪।୪: ଶୁକ୍ରବାର ମମତା ସରକାରଙ୍କୁ କଲିକତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହାୱଡାରେ ପ୍ରସ୍ତାବିତ ରାସ୍ତାରେ ରାମ ନବମୀ ରାଲି କରିବାକୁ ହିନ୍ଦୁ ସଂଗଠନ ଅଞ୍ଜନୀ ପୁତ୍ର ସେନାକୁ କୋର୍ଟ ଅନୁମତି ଦେଇଛନ୍ତି। କୋର୍ଟ ଏପ୍ରିଲ ୬ରେ ରାମ ନବମୀ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ୟୁନୁସଙ୍କୁ କ’ଣ କହିଲେ ମୋଦି, ଜାଣନ୍ତୁ

ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ପରସ୍ପରଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର…

ଯାତ୍ରାରୁ ସନ୍ୟାସ ନେବା ପୂର୍ବରୁ ମାଲିକ ସଂଘର ଶକ୍ତ ଚାପୁଡ଼ା: ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍‌

ଭୁବନେଶ୍ୱର,୪।୪: କଳାକାର ମହାସଂଘକୁ ମାଲିକ ସଂଘର ଶକ୍ତ ଚାପୁଡ଼ା। ଆଗକୁ ଯାତ୍ରା ପାର୍ଟିରେ କାମ କରିପାରିବେନି ଅଭିନେତା ନରି ପଣ୍ଡା । ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ…

ମୋତେ ଅଧିକ ଟଙ୍କା ମିଳିଛି, ତା ଅର୍ଥ ନୁହେଁ…, ରାଗିଲେ Venkatesh Iyer

ନୂଆଦିଲ୍ଲୀ,୪।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ଭେଙ୍କଟେଶ ଆୟରଙ୍କୁ ମୁକ୍ତ କରିଥିଲା, କିନ୍ତୁ ମେଗା ନିଲାମରେ ତାଙ୍କୁ ଫେରାଇ ଆଣିବା ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଯାହା IPL ଇତିହାସରେ ତୃତୀୟ ସର୍ବାଧିକ ପରିମାଣରେ ପରିଣତ…

ଜଳସମ୍ପଦ ବିଭାଗର ୩ କାର୍ଯ୍ୟାଳୟ ଅସବାବପତ୍ର ବ୍ୟାଜାପ୍ତି ନୋହିଲା

ସମ୍ବଲପୁର,୪।୪(ପ୍ରମୋଦ ବହିଦାର): ଠିକା ସଂସ୍ଥାର ବକେୟା ବିଲ ଅର୍ଥ ପଇଠ ନ କରିବାରୁ ସମ୍ବଲପୁର ଜଳସମ୍ପଦ ବିଭାଗର ୩ଟି କାର୍ଯ୍ୟାଳୟର ଆସବାବପତ୍ର ବ୍ୟାଜାପ୍ତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ କୋର୍ଟ କର୍ମଚାରୀ ଖାଲି ହାତରେ ପହଞ୍ଚିଛନ୍ତି। ବୁର୍ଲାସ୍ଥିତ…

ଟ୍ରମ୍ପଙ୍କ ଟାରିଫକୁ ନେଇ ଆକ୍ସନ ମୋଡରେ ଭାରତ ସରକାର, ଗଠନ କଲେ ମନ୍ତ୍ରୀଙ୍କ ୪ ଜଣିଆ ଟିମ୍‌

ନୂଆଦିଲ୍ଲୀ,୪।୪: ଆମେରିକା ବିଶ୍ୱର ଅନେକ ଦେଶ ଉପରେ ବୁଧବାର (୨ ଏପ୍ରିଲ, ୨୦୨୫)ରେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲା। ସେହି ସମୟରେ, ଆମେରିକୀୟ ବଜାରକୁ ଯାଉଥିବା ଭାରତୀୟ ସାମଗ୍ରୀ ଉପରେ ୨୭ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା, ଯଦିଓ…

ସରିଥିଲା ନିର୍ବନ୍ଧ, ହେଲେ ଅନ୍ତିମ ସଂସ୍କାରରେ ପହଞ୍ଚି ଭାବି ସ୍ବାମୀଙ୍କ ମୁହଁ ଥରଟିଏ ଦେଖିବାକୁ ବିକଳ ହେଲେ ଫିଆନ୍ସି, ଦେଖନ୍ତୁ Video

ରଓ୍ବୋଡି,୪।୪: ଦୁଇ ଦିନ ପୂର୍ବରୁ ଗୁଜରାଟର ଜାମନଗରରେ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫ୍ଲାଇଟ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଶୁକ୍ରବାର ଗାଁ ଭାଲକି ମାଜରାରେ ସାମରିକ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ସମ୍ପର୍କୀୟ ଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?