Home Left

ବଡ଼ ଖବର: ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍‌ ପଡ଼ିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ୧୬ତମ ମୁକାବିଲା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମା ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ଏକାଦଶରେ…

ଛତ୍ରପୁର ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଛତ୍ରପୁର,୪ା୪( ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ସଂଘର ନୂତନ ସଭାପତି ପ୍ରଦୀପ କୁମାର ପାଢୀ,…

ନବୀନ ନିବାସରୁ ବଡ଼ ଅପଡେଟ୍‌, ନବୀନ କଲେ ସ୍ପଷ୍ଟ?

ଭୁବନେଶ୍ୱର,୪।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି…

ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍‌ ଆକ୍ଟର ପୀୟୁଷ : ଏବେ ବାପାଙ୍କ ବିରତୀ ଚିଠି ପୁଣି ଦ୍ୱନ୍ଦରେ ଦର୍ଶକ

ଭୁବନେଶ୍ୱର, ୪।୪: ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ପୀୟୁଷ ତ୍ରିପାଠୀ। ବାପାଙ୍କ ଚିଠିକୁ ନେଇ ଏବେ ହେଉଛି ଚର୍ଚ୍ଚା। ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ…

I’m not a terrorist, ମୁଁ ୭ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି…ସୁପ୍ରିମକୋର୍ଟରେ କହିଲେ ୟାସିନ ମଲିକ

ନୂଆଦିଲ୍ଲୀ,୪।୪: ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ମୁଖ୍ୟ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ୟାସିନ ମଲିକଙ୍କ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ ସେ ଏକ ରାଜନୈତିକ ଦଳର ନେତା, ଆତଙ୍କବାଦୀ ନୁହଁନ୍ତି। ଓକା…

ଦଣ୍ଡନାଚର ମେଳନ ଉତ୍ସବ

ଆସିକା,୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା ସହର ଉପକଣ୍ଠ ଚିନିଶିଳ୍ପ ନୂଆଗାଁଠାରେ ଶୁକ୍ରବାର ପଞ୍ଚୁଦଣ୍ଡ ମିଳନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ମିଳନରେ ନୂଆଗାଁ, ଖାରିଆ, ଭେଟନଈ, ବାବନପୁର ଓ ଆସିକା ଦଣ୍ଡନାଚ ଦଳ ଅଂଶ ଗ୍ରହଣ କରିଥିଲେ। ମାନସିକଧାରୀ…

୧୦ କେଜି ଗଞ୍ଜେଇ, ୧୨୦ ଲିଟର ମଦ ଜବତ

ଭଞ୍ଜନଗର,୪ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ମୁଜାଗଡ ରାସ୍ତାରେ ପାଟ୍ରୋଲିଂ ଚାଲିଥିବା ବେଳେ ଜଣେ ବାଇକ ଚାଳକଙ୍କୁ ସନ୍ଦେହରେ ଅଟକାଇ ପଚରାଉଚରା କରିବାରୁ ସେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା। ତାଙ୍କଠାରୁ ୧୦ କେଜି ଗଞ୍ଜେଇ ଓ ବାଇକ…

କାଳବୈଶାଖୀରେ ଉଜୁଡ଼ିଲା ଫସଲ

ନୂଆପଡ଼ା,୪ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କାଳବୈଶାଖୀ ପ୍ରଭାବରେ ଖରାଟିଆ ଫସଲ ନଷ୍ଟହୋଇଛି। ଅପରାହ୍ନ ଗୋଟାଏ ସମୟରେ ପବନ ବହିବା ସହ ଝିପିଝିପି ବର୍ଷା ଓ କୁଆପଥର ମାଡ଼ ହୋଇଥିଲା । ଏଥିରେ ଅଧିକାଂଶ ଚାଷୀଙ୍କ ଆମ୍ବ, ଚାର ଓ ମହୁଲ…

ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କେସିଙ୍ଗା,୪ା୪(ତୁମେଶର ସାହୁ): ସମ୍ବଲପୁର ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ ନିକଟ ରେଳ ବ୍ରିଜ ନିକଟରେ ଶୁକ୍ରବାର ବିଶାଖାପାଟଣାରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ସୂଚନାକ୍ରମେ ଭୋର ୪ଟା ସମୟରେ ସାର ବୋଝେଇ ଟ୍ରେନ୍‌ର…

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଏତେ କମିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ପିଛା ଦେବାକୁ ପଡିବ…

ନୂଆଦିଲ୍ଲୀ,୪।୪: ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ପଟେ ନିବେଶକମାନେ ଏଥିରୁ ଲାଭ ପାଉଥିବାବେଳେ, ଅନ୍ୟପଟେ ଗ୍ରାହକଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଆମେରିକାର ମର୍ଣ୍ଣିଂଷ୍ଟାରର ଜଣେ ବିଶ୍ଳେଷକ ଭବିଷ୍ୟତବାଣୀ କରିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ…

ଝିଅ ବାହାଘର ପାଇଁ ରଖିଥିଲେ ସୁନା: ସବୁ କଳାକନା ବୁଲାଇଦେଲେ

ଛତ୍ରପୁର, ୪ା୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଦିବ୍ୟସିଂହପୁର ଗାଁର ଦଣ୍ଡପାଣି ଶତପଥୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ଗୁରୁବାର ରାତିରେ ଦଣ୍ଡପାଣିଙ୍କ ପରିବାର ଖାଇପିଇ ଶୋଇଥିଲେ। ମଧ୍ୟରାତିରେ ଘରର ପଛପଟ କବାଟ ଭାଙ୍ଗି ଦୁର୍ବୁତ୍ତମାନେ ଘରେ…

ବଦ୍ରି ଖୋଲିଲେ ଭିତିରି ପ୍ଲାନ : ଏପଟେ କାହିଁକି ନବୀନଙ୍କ କଥା ମାନିଲେନି କହିଲେ ଦେବାଶିଷ

ଭୁବନେଣ୍ବର,୪।୪: ବହୁ ପ୍ରତୀକ୍ଷିତ ୱାକଫ ବିଲ୍‌ ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ ବୁଧବାର ଲୋକସଭାରେ ଗୃହୀତ ହେଲା ପରେ ଗୁରୁବାର ରାତିରେ ରାଜ୍ୟରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି। ରାଜ୍ୟ ସଭାରେ ୱାକଫ ସପକ୍ଷରେ ୧୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?