ଲାଲକିଲା, ତାଜମହଲ ବି ଗଢିଛନ୍ତି ମୁସଲମାନ ତାକୁ ବି ଭାଙ୍ଗି ଦିଆଯାଉ, କଂଗ୍ରେସ ରାଲିରେ ଏମିତି କହିଲେ ଖାର୍ଗେ
ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ର ନିର୍ବାଚନରେ ବଡ ପରାଜୟ ପରଠାରୁ ସମ୍ବିଧାନ ଏବଂ ଇଭିଏମ ପ୍ରସଙ୍ଗରେ କଂଗ୍ରେସ ସରକାର ଉପରେ ଆକ୍ରମଣ କରୁଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସମ୍ବିଧାନ ସଂପର୍କରେ ଏକ ମେଗା ରାଲି ଆରମ୍ଭ କରିଛନ୍ତି, ଯେଉଁଥିରେ ସେ କହିଥିଲେ ଯେ…
ଶିକୁଳା ଗାଁର ପିଛା ଛାଡୁନି ହିଂସାକାଣ୍ଡ, ଦୁଇ ଦୋକାନ ଜାଳିଦେଲେ ଦୁର୍ବୃତ୍ତ
ପୁରୁଷୋତ୍ତମପୁର,୧ା୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ହିଂସାକାଣ୍ଡ ପିଛା ଛାଡୁନି। ଗାଁରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟିବାରେ ଲାଗିଛି। ଏହି ହିଂସାକାଣ୍ଡ ଘଟଣାମାନ ପୋଲିସ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ଗତ ମାର୍ଚ୍ଚ ମାସରେ…
ଗାଁରେ ପଶି ଲୋକଙ୍କୁ ଗୋଡ଼ାଇଲେ ହାତୀପଲ
ଭଞ୍ଜନଗର,୧ା୧୨(ବାବୁଲା ପ୍ରଧାନ): ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗାଲେରି ରେଞ୍ଜ ଅଧୀନ ରାଣୀକିଆରୀ ନୂଆପଲ୍ଲୀ ଗାଁରେ ଏକ ହାତୀପଲ ପଶି ୬ଟି ଚାଳଛପର ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିସହ ହାତୀପଲ ଚାଷୀଙ୍କ ୧୫ବସ୍ତା ଧାନ, ୨ ବସ୍ତା ଚାଉଳ…
ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର,୧ା୧୨: ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀ ଫେରିଯାଇଛନ୍ତି। ଡିଜିପି-ଆଇଜିପି ସମ୍ମିଳନୀ ଶେଷ ହେବା ପରେ ଦୁଇ ହେଭିଓ୍ବେଟ୍ ଓଡ଼ିଶାରୁ ବିଦାୟ ନେଇଛନ୍ତି। ଲୋକସେବା ଭବନରୁ କଡ଼ା…
ମାଗଣାରେ କରାଇ ନିଅନ୍ତୁ ଆଧାର କାର୍ଡ ସମ୍ବନ୍ଧୀୟ କାମ: ଏଇ ମାସରେ ସରୁଛି ଡେଡଲାଇନ୍
ନୂଆଦିଲ୍ଲୀ,୧।୧୨: ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି। ଚଳିତ ମାସରେ ଅନେକ କାର୍ଯ୍ୟ କରିବାର ଶେଷ ତାରିଖ ମଧ୍ୟ ରହିଛି, ଯେଉଁଥିରେ ଆପଣଙ୍କ ଆଧାର ସମ୍ବନ୍ଧୀୟ କାର୍ଯ୍ୟ ରହିଛି। ମାଗଣାରେ ହେଉଥିବା ଆଧାର କାର୍ଡ ଅପଡେଟ ଡେଡଲାଇନ୍ ଚଳିତ ମାସରେ…
ସୋମବାର ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା! ଶିନ୍ଦେ କହିଲେ ସ୍ବର୍ଣ୍ଣାକ୍ଷରରେ ଲେଖାଯିବ ଆମର କାମ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରିବାକୁ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ମହାରାଷ୍ଟ୍ରର ସତାରାରେ…
୨ ଗ୍ରାମବାସୀଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ
ମୁଲୁଗୁ,୧।୧୨: ରବିବାର ସକାଳେ ତେଲଙ୍ଗାନାର ମୁଲୁଗୁ ଜିଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଇନଫରମର ସନ୍ଦେହରେ ଦୁଇ ଆଦିବାସୀଙ୍କୁ ହତ୍ୟା କରିବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି। ନ୍ୟୁଜ ଏଜେନ୍ସି…
ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ସଫଳ ଅସ୍ତ୍ରୋପଚାର ପରେ ମୁଣ୍ଡରୁ ବାହାରିଲା…
କନ୍ଧମାଳ,୧ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କଟକ ବଡ଼ ମେଡିକାଲର ସ୍ନାୟୁଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ…
ଭାଜପା-ବିଧାୟକ ମନ୍ତ୍ରୀଙ୍କ ପାଇଁ ଆଳୁ ୩୦ ଟଙ୍କା, ଆମ ପାଇଁ ୫୦, କାହିଁକି ଏମିତି କହିଲେ ଜୟଦେବ ଜେନା
ଭୁବନେଶ୍ୱର,୧ା୧୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆଳୁର ଦାମ୍କୁ ନେଇ ଭାଜପା ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ସରକାର ଖାଲି କଥାରେ କହୁଛନ୍ତି ଉତ୍ତରପ୍ରଦେଶରୁ ଶସ୍ତାରେ ଆଳୁ ଆଣି ଦେବୁ। ହେଲେ ମିଳୁନି। ମନ୍ତ୍ରୀ କହୁଛନ୍ତି ୩୦ ଟଙ୍କାରେ…
ଗାଁରୁ ଫେରି ବଡ଼ ବୟାନ ଦେଲେ ଶିନ୍ଦେ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମହାୟୁତିର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଉଦ୍ୟମ ମଧ୍ୟରେ ଏକନାଥ ଶିନ୍ଦେ କିଛି ଦିନ ପାଇଁ ନିଜ ଗାଁକୁ ଯାଇଥିଲେ। ଏହି ସମୟରେ ଶିବସେନା ମୁଖ୍ୟ କିଛି ବଡ ରଣନୀତି ପ୍ରସ୍ତୁତ କରୁଥିବା ନେଇ ରାଜନୈତିକ ମହଲରେ ଆଲୋଚନା…
ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ସମାଜ…ଜନସଂଖ୍ୟା ହ୍ରାସକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋହନ ଭାଗବତ
ନୂଆଦିଲ୍ଲୀ,୧।୧୨: ଜନସଂଖ୍ୟା ହ୍ରାସ ନେଇ ସଂଗଠନର ମୁଖ୍ୟ ମୋହନ ଭଗବତ ଉଦ୍ବେଗ ପ୍ରକାଶ କରିଛନ୍ତି। ଭାଗବତ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ। ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ହେବା ଉଚିତ। ଯଦି ଏହାଠାରୁ କମ ହୁଏ ତେବେ…
Archives


