ବଲାଙ୍ଗୀର ତହସିଲ ଅଫିସ ମହିଳା କିରାଣୀ ଅସୁସ୍ଥ: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି
ବଲାଙ୍ଗୀର,୮।୪: ବଲାଙ୍ଗୀର ତହସିଲ ଅଫିସର ଜଣେ ମହିଳା କିରାଣି ମଙ୍ଗଳବାର ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମହିଳା କର୍ମଚାରୀ ଜଣକ ମଙ୍ଗଳବାର ଅଫିସ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତହସିଲଦାର ଲଗ୍ନଜିତ ବେହେରା…
ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ
ଗଞ୍ଜାମ,୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ମୃତ୍ୟୁର ୪ବର୍ଷ ପରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼ ବନ୍ଧ ନିକଟରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ମଙ୍ଗଳବାର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ…
ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ
ନୂଆଦିଲ୍ଲୀ,୮।୪: ଆଇପିଏଲ୍ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର ଖେଳାଯାଉଥିବା ୨୧ତମ ମ୍ୟାଚ୍ରେ ମଧ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରନ୍ କେକେଆର୍ ବୋଲର୍ମାନଙ୍କୁ…
ଭଞ୍ଜନଗର ଥାନାର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆଇଜି
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ ): ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରିକ୍ଷକ(ଆଇଜି ) ନୀତି ଶେଖର ମଙ୍ଗଳବାର ଭଞ୍ଜନଗର ଥାନା ପରିଦର୍ଶନରେ ଆସି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଥାନାରେ ଲୋକଙ୍କୁ ଉଚିତ୍ ବ୍ୟବହାର ମିଳୁଛି କି ନାହିଁ, ଅପରାଧ ହାର କେତେ…
ରାଜନୈତିକ ମଇଦାନରେ ପୂର୍ବତନ କ୍ରିକେଟରଙ୍କ ଏଣ୍ଟ୍ରି, ଭାଜପାରେ ହେଲେ ସାମିଲ
ନୂଆଦିଲ୍ଲୀ,୮।୪: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଖେଳାଳି କେଦାର ଜାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ସେ ମୁମ୍ବାଇରେ ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱଙ୍କୁଲେ, ଅଶୋକ ଚୌହ୍ବାନ ଏବଂ ଅନ୍ୟାନ୍ୟ ନେତାଙ୍କ…
ଏଣିକି ନିଜ ଲଢ଼େଇ ନିଜର: ରାମଜୀ ଡିଗ୍ରୀ କଲେଜ ଚଳଚଞ୍ଚଳ
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ମଙ୍ଗଳବାର ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମନ୍ତ୍ରୀ, ବିଧାୟକଙ୍କ ଲାଗି ଖରାରେ ଶିଝିଲେ ଶିଶୁ : ସାଧାରଣରେ ବଢିଲା ଅସନ୍ତୋଷ
ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍ଯାପିତହୋଇଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ ସମାଗମ ହୋଇଥିବା ବେଳେ ମାନସିକଧାରୀମାନେ ନିଜ ନିଜର ଶିଶୁମାନଙ୍କୁ ମୁଣ୍ଡନ କରାଇ ମା’ଙ୍କ ଆର୍ଶୀବାଦ…
ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି, ଛାଡି ଚାଲିଗଲେ ୩୮,୦୦୦ ଟଙ୍କା: ଚୋରିର ‘ଇମୋଶନାଲ୍ କାହାଣୀ’ ଶେୟାର କଲେ ଚୋର
ଭୋପାଳ,୮।୪: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ରାମନବମୀ ଦିନ ହୋଇଥିବା ଏହି ଚୋରି ପାଇଁ ଏକ କ୍ଷମା ପ୍ରାର୍ଥନା ପତ୍ର ମଧ୍ୟ ଛାଡିଯାଇଥିଲେ। ଚୋର…
୬ ବର୍ଷ ପରେ Indian Idol ଛାଡ଼ିଲେ ବିଶାଲ ଦଦଲାନୀ, ଏହି କାରଣ ପାଇଁ…
ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ ଘୋଷ ଏହାର ଟ୍ରଫି ଜିତିଥିଲେ। ଚଳିତ ସିଜନକୁ ରାପର ବାଦ୍ଶାହା, ଶ୍ରେୟା ଘୋଷାଲ ଏବଂ…
ମୁଁ ଖୁବଶୀଘ୍ର ଫେରୁଛି…ଶେଖ ହସିନାଙ୍କ ବଡ଼ ଘୋଷଣା
ଢାକା,୮।୪: ପ୍ରଥମ ଥର ପାଇଁ, ବାଂଲାଦେଶର ନିର୍ବାସିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ହସିନା ୟୁନୁସଙ୍କୁ ଚୋର ଏବଂ ବାଂଲାଦେଶ ସରକାରଙ୍କୁ ଆତଙ୍କବାଦୀଙ୍କ ସରକାର ବୋଲି କହିଛନ୍ତି। ହସିନା…
କିଏ ହେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ, ଫଡନଭିସଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୮।୪: ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ କିଏ ହେବ ଏନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛଇ। ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ ଫୋରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ବିଷୟରେ ଉତ୍ତର ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଏହା ସହିତ, ସେ ବିରୋଧୀ…
ନବୀନଙ୍କୁ ଟାର୍ଗେଟ କଲେ ବାବୁ: କହିଲେ ନାୟକ ନବୀନ, ଖଳନାୟକ ବି ନବୀନ
ଭୁବନେଶ୍ୱର,୮।୪: ୱକ୍ ବିଲ ଭୋଟିଂକୁ ନେଇ ରାଜନୀତି ସରଗରମ ହୋଇଛି। ତେବେ ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ ବାବୁ। ସମସ୍ତ ଏପିସୋଡର ନାୟକ…

