Home Left

ବିଶ୍ରାମ ନେଉଥିଲେ ଯୁବକ: ହଠାତ ପହଞ୍ଚିଗଲା ଚିତାବାଘ, ତା’ପରେ…

ନବରଙ୍ଗପୁର/ରାଇଘର, ୫।୧୨(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ଓଡ଼ିଶା ଛତିଶଗଡ଼ ସୀମାନ୍ତ କାଁକେର ବନଖଣ୍ଡ ଅଧୀନ କୋଦାଗାଁ ଅଞ୍ଚଳରେ ବାଘ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋଦାଗାଁ ବଜାରପାରା ନିବାସୀ ଦ୍ୱାରକା ଦେଉରି। ବୁଧବାର ସନ୍ଧ୍ୟା ପ୍ରାୟ…

୧୦୦ ଚାଷୀଙ୍କ ନାଁରେ ମାମଲା

କୋକସରା,୫ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ୍‌କୁ ରବି ଚାଷ ପାଇଁ ଜଳସେଚନ ଦାବିରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ଗତ ୩ ତାରିଖରେ ସଚେତନ କୃଷକ ମଞ୍ଚ ଆବାହନରେ ୩ ବ୍ଲକ୍‌ର…

ଯାଉଥିଲେ ଫଡ୍‌ନବିସ, ମଞ୍ଚ ଉପରେ ଏମିତି କରିଦେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୫।୧୨: ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଫଡ୍‌ନବିସଙ୍କ ଶପଥ ଗ୍ରହଣ ସମୟରେ ମଞ୍ଚରେ ଏକ…

ଓଡ଼ିଶାର ଦୁଇ ଜିଲାରେ ଅଛି ସୁନା ଖଣି, ମନ୍ତ୍ରୀ ଦେଲେ ବଡ ଖବର

ଭୁବନେଶ୍ୱର, ୫ା୧୨: ଓଡିଶା ମାଟି ଖଣିଜ ସମ୍ପଦ ଭରା ହୋଇଥିବା ବେଳେ ରାଜ୍ୟର ଦୁଇଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଏନେଇ ଇସ୍ପାତ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ବିନୀ…

ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତରେ ଏହାର ନୂତନ ପିଢ଼ି ହୋଣ୍ଡୋ ଆମେଜ୍‌ର ବୈଶ୍ୱିକ…

ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ଲୋକସଭା ଶୀତକାଳୀନ ଅଧିବେଶନରେ ଗୁରୁବାର ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସମ୍ପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ଉଠାଇଛନ୍ତି । ଏକ ପ୍ରେସ ବିବୃତ୍ତିରେ ଏମ୍‌ପି…

ମାଣ୍ଡିଆ ରାଣୀ ରାଇମତିଙ୍କୁ ଡକ୍ଟରେଟ୍‌

କୁନ୍ଦୁରା,୫ା୧୨(ସନ୍ତୋଷ ପ୍ରହରାଜ): ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଲିମା ପଞ୍ଚାୟତ ନୂଆଗୁଡାର ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଗୁରୁବାର ଭୁବନେଶ୍ୱର କୃଷି ଓ ବୈଷୟିକ…

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିନ୍ଦେ, ହେଲେ ଏବେ ବି…

ମୁମ୍ବାଇ,୫।୧୨: ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଫଡନ୍‌ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡ୍‌ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଏବଂ…

କୋରାପୁଟର ସଞ୍ଜୟ ହେଲେ ସେନାର ବ୍ରିଗେଡିୟର

କୋରାପୁଟ,୫ା୧୨(ଅମିତାଭ ବେହେରା): କୋରାପୁଟ ମାଟିର ପୁଅ କର୍ଣ୍ଣେଲ ସଞ୍ଜୟ ମହାନ୍ତି ଭାରତୀୟ ସେନାରେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ହାଇଦ୍ରାବାଦ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଏବଂ ସମସ୍ତ ପ୍ରତିରକ୍ଷା ଉପକରଣ ଏବଂ…

ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଫାଟି ୪ ଶ୍ରମିକ ଗୁରୁତର

ବଲାଙ୍ଗୀର,୫ା୧୨(ସୁନୀଲ କୁମାର ମହାନ୍ତି): ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଶ୍ରମିକ ଗୁରୁତର ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍‌ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼,…

ଖୁସି ଖବର: ଅଗ୍ନିବୀରଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି, କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ରୋଡ ମ୍ୟାପ

ନୂଆଦିଲ୍ଲୀ,୫।୧୨: ଦୀର୍ଘ ଦିନ ଧରି ଅଗ୍ନିବୀର ଯୋଜନାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ବିଷୟରେ ନୂତନ ନିୟମ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଭାରତୀୟ ସେନା, ନୌସେନା ଏବଂ…

ଫଡନ୍‌ଭିସ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଲେ ଶାହାରୁଖ, ସଲମାନଙ୍କ ସହ ଏସବୁ ଷ୍ଟାର

ମୁମ୍ବାଇ, ୫।୧୨: ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। ଦେବେନ୍ଦ୍ର ଫଡନ୍‌ଭିସ୍‌ ମୁମ୍ବାଇର ଆଜାଦ ମଇଦାନରେ ମହାରାଷ୍ଟ୍ରର ସିଏମ ଭାବରେ ଶପଥ ଗ୍ରହଣ କରିବେ। ଏଭଳି ପରିସ୍ଥିତିରେ ଅନେକ ବଲିଉଡ ସୁପରଷ୍ଟାର ମଧ୍ୟ ସିଏମଙ୍କ ଶପଥ ଗ୍ରହଣ ସମାରୋହରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri