Home Left

ଧନଖଡ଼ଙ୍କ ବିରୋଧରେ ଆସିଲା ଅବିଶ୍ୱାସ ପ୍ରସ୍ତାବ, ବିରୋଧୀ ଦେଲେ ନୋଟିସ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ସଂସଦର ଉଭୟ ଗୃହ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହାପୂର୍ବରୁ ବିରୋଧୀମାନେ ରାଜ୍ୟ ସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ…

ସମାଜରେ ସସମ୍ମାନର ଅଧିକାର ସହକାରେ ବଞ୍ଚିବାକୁ ….

ପୁରୁଷୋତ୍ତମପୁର,୧୦।୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜଲା ପୁରୁଷୋତ୍ତମପୁର ଦଓ୍ବୋନୀ ଓ ଫୌଜଦାରୀ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ମଙ୍ଗଳବାର ତାରାତାରିଣୀ କଲେଜ ପରରିଷରରେ ମାନବଅଧିକାରଦିବସ ପାଳିତ ହୋଇଯାଇଛି।ଏଥିରେ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ ଶରତକୁମାର…

ଯାତ୍ରୀବାହୀ ବସ୍‌ ଧକ୍କାରେ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀ ସମେତ ୨ମୃତ

ପରଜଙ୍ଗ,୧୦।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ପରଜଙ୍ଗ…

ଗୁରୁଜୀ ମୁଣ୍ଡା ନିକଟ ଜଙ୍ଗଲରୁ ମିଳିଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ

ବଘିଆପଡ଼ା,୧୦।୧୨(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଟିକରପଦା ପଞ୍ଜୟତର ଗୁରୁଜୀମୁଣ୍ଡା ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁଜୀମୁଣ୍ଡା ଗ୍ରାମ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା…

ଘନ କୁହୁଡି ଯୋଗୁ ଦାରିଙ୍ଗବାଡିରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ 

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଗତ ୧ ସପ୍ତାହରୁ ଅଧିକା ସମୟ ଧରି କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ପାଗ ଦିନରେ କୋହଲା ଓ ମେଘୁଆ କରୁଛି। ଫଳରେ ରାତି  ସମୟରେ ତାପମାତ୍ରା ବୃଦ୍ଧି ପାଇ ଶୀତ ଗାଏବ ହୋଇଯାଉଛି।…

ରେଲୱେ ଟ୍ରାକରୁ ମିଳିଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ସନ୍ଦେହ

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ଦେଓଗାଁ ରେଲୱେ ଷ୍ଟେଶନ ନିକଟ ରେଲୱେ ଟ୍ରାକ୍‌ ଉପରେ ଜଣେ ଅଜଣା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛ। ଟ୍ରେନରେ କଟି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି । ରେଲୱେ ଟ୍ରାକ ନିକଟରେ ଥିବା…

ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ: ରୁଜୁହେଲା ମାମଲା

ଅମରାବତୀ,୧୦।୧୨: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଜଣା ନମ୍ବରରେ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଅଜ୍ଞାତ ବ୍ୟକ୍ତି ଜଣକ ପୱନ…

ଲଘୁଚାପ ପ୍ରଭାବ: ଟ୍ବିନ୍‌ସିଟିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଭୁବନେଶ୍ୱର,୧୦ା୧୨: ଦକ୍ଷିଣ: ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ଟ୍ବିନ୍‌ସିଟି ସହ ବିଭିନ୍ନ ଜିଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି…

ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଲେ ଘର ମାଲିକ

ଭୁବନେଶ୍ୱର,୧୦ା୧୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନା ଅଞ୍ଚଳରେ ଜଣେ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ଘଟଣା ଦେଖିବାକୁ ମିଳିଛି। ଘର ମାଲିକ ନିଜ ଘର ଖାଲି କରିବାକୁ ଆସିଥିବାବେଳେ ଭଡାଟିଆଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି…

ଅସାଦଙ୍କ ପଳାୟନ ପରେ ସିରିଆ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଡଜନେ ବିମାନ ହେଲିକପ୍ଟର ଧ୍ୱଂସ

ଅମ୍ମାନ,୧୦।୧୨: ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସାଦ ଦେଶ ଛାଡି ପଳାଇବା ପରେ ଇସ୍ରାଏଲ ସିରିଆ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ସୂଚନାନୁସାରେ, ଏୟାର ଷ୍ଟ୍ରାଇକରେ ସିରିଆ ସେନାର ତିନୋଟି ପ୍ରମୁଖ ଏୟାରବେସକୁ ଇସ୍ରାଏଲ ଟାର୍ଗେଟ କରିଛି। ଏହି ବିସ୍ଫୋରଣରେ ଡଜନେ…

ଆଜି ରାଜଧାନୀରେ ଶିକ୍ଷକ ସମାବେଶ

ଭୁବନେଶ୍ୱର,୧୦ା୧୨: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ମଙ୍ଗଳବାର ରାଜଧାନୀରେ ବଡ଼ଧରଣର ଶିକ୍ଷକ ସମାବେଶ ଅନୁଷ୍ଠିତ ହେବ। ବିଭିନ୍ନ ସମସ୍ୟା ଓ ଦାବି ନେଇ ହଜାର ହଜାର ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷା କର୍ମଚାରୀ ଏଥିରେ ସାମିଲ…

କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣଙ୍କ ପରଲୋକ

ବେଙ୍ଗାଲୁରୁ,୧୦।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି। ସେ ୯୨ବର୍ଷ ବୟସରେ, ଡିସେମ୍ବର ୧୦ ମଙ୍ଗଳବାର ବେଙ୍ଗାଲୁରୁର ସାଦାଶିଭନଗରରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବୟସ ସମ୍ବନ୍ଧୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri