ବିହାର, ପଶ୍ଚିମବଙ୍ଗକୁ କବଜା କଲେ ଆମେ ଲଲିପପ୍ ଖାଇ ବସି ଯିବୁନାହିଁ: ମମତା
ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏପରିକି କେତେକ ବାଂଲାଦେଶ ନେତା ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଉଥିବା ବିବୃତ୍ତି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ବଡ଼ ବୟାନ ଦେଇଛନ୍ତି।…
ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ
ଥୁଆମୂଳ ରାମପୁର,୯।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମପଞ୍ଚାୟତ ତଥା (ଆଦର୍ଶ ଗ୍ରାମପଞ୍ଚାୟତ)ର ମୁଖ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ, କଳାହାଣ୍ଡି, ଭବାନୀପାଟଣା ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଉଥିବା ସଡକ…
୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି
ଦାରିଙ୍ଗବାଡି, ୯।୧୨ (ଅରୁଣ ସାହୁ):ଗତ ୩ ଦିନ ହେଲା ଏକ ଭାରୀଯାନ ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଅଟକି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳରେ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଶନିବାର ଏକ ଚାଉଳ ବୋଝେଇ…
ପଡ଼ିଆରେ ଝଗଡା କରି ସିରାଜ-ହେଡ୍ଙ୍କୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରିମନା
ଆଡିଲେଡ,୯।୧୨: ଆଡିଲେଡ ଟେଷ୍ଟ ସମୟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ମଧ୍ୟରେ ବାକ୍ଯୁଦ୍ଧ ଲାଗି ରହିଥିଲା। ହେଡଙ୍କୁ ଆଉଟ୍ କରିବା ପରେ ସିରାଜ ଆକ୍ରମଣାତ୍ମକ ଶୈଳୀ ପ୍ରଦର୍ଶନ କରିଥିଲେ। ହେଡ୍ ମଧ୍ୟ…
ଶିକ୍ଷକ ବଦଳି ଦାବିରେ ଜିଲାପାଳଙ୍କୁ ଭେଟିଲେ ଏସଏମସି
କୁନ୍ଦୁରା,୯।୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଳା କୁନ୍ଦୁରା ବ୍ଲକ ନବଗଠିତ ଗୁଣ୍ଡାଳ ଗ୍ରାମ ପଞ୍ଚାୟତରେ ରହିଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବଦଳି ଦାବିରେ ଜିଲାପାଳଙ୍କୁ ଭେଟିଲେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ। ୨୦୧୩ରେ ପ୍ରତିଷ୍ଠା ଲାଭ କରିଥିବାଏହି ବିଦ୍ୟାଳୟରେ ଅଷ୍ଟମ, ନବମ ଏବଂ…
ବଲାଙ୍ଗୀରରେ ଚାଞ୍ଚଲ୍ୟ: ମହିଳା କନ୍ଷ୍ଟେବଲଙ୍କୁ ହତ୍ୟା ଉଦ୍ୟମ କଲେ ସ୍ବାମୀ
ବଲାଙ୍ଗୀର,୯।୧୨: ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍ଷ୍ଟେବଲ ସ୍ତ୍ରୀଙ୍କୁ କନ୍ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ମହିଳା କନ୍ଷ୍ଟେବଲ ତୁଷୁରା…
ବୀମା ସଖି ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ ମହିଳାମାନେ କେମିତି କରିବେ ଆବେଦନ, କେବେ ମିଳିବ ଟଙ୍କା
ନୂଆଦିଲ୍ଲୀ,୯।୧୨: ଆଜି ଅର୍ଥାତ୍ ଡିସେମ୍ବର ୯ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ଗସ୍ତରେ ଥିଲେ। ହରିୟାଣାରେ ପ୍ରଧାନମନ୍ତ୍ରୀ ମୋଦି ଏଲଆଇସିର ବୀମା ସଖି ଯୋଜନା ଆରମ୍ଭ କରିଛନ୍ତି, ଯାହା ମହିଳାମାନଙ୍କୁ ସଶକ୍ତ ଏବଂ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବ।…
ଜଗଦୀପ ଧନକରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ
ନୂଆଦିଲ୍ଲୀ, ୯।୧୨: ବିରୋଧୀମାନେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। ବିରୋଧୀଙ୍କ ସହ ଜଡିତ କିଛି ଦଳ ଅଧ୍ୟକ୍ଷଙ୍କ ବିରୋଧରେ ଆତ୍ମବିଶ୍ୱାସ ଆଣିବାକୁ ଆଲୋଚନା ଆରମ୍ଭ କରିଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି…
ସିରିଆରୁ ଫେରିବେ ଭାରତୀୟ ସେନା
ନୂଆଦିଲ୍ଲୀ,୯।୧୨: ମିଳିତ ଜାତିସଂଘ ୧୯୭୪ରେ ଗୋଲାନ ହାଇଟ୍ସରେ ସିରିଆ ଏବଂ ଇସ୍ରାଏଲ ମଧ୍ୟରେ ଏକ ବଫର୍ ଜୋନ ସୃଷ୍ଟି କରି ବ୍ଲୁ ଲାଇନ ଏବଂ ରେଡ ଲାଇନ ଅଙ୍କନ କରିଥିଲା । ସିରିଆ ଏବଂ ଇସ୍ରାଏଲ ସୀମାରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ…
ରାଷ୍ଟ୍ରପତି ଅସାଦ୍ଙ୍କ ପ୍ରେମ କାହାଣୀକୁ ନେଇ ହେଉଛି ଚର୍ଚ୍ଚା
ଦାମସକସ,୯।୧୨: ପଚାଶ ବର୍ଷ ପରେ ସିରିଆରେ ଅସାଦଙ୍କ ରାଜତ୍ୱ ସମାପ୍ତ ହୋଇଛି। ୧୫ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଶେଷରେ ଶେଷ ହୋଇଛି। ରାଷ୍ଟ୍ରପତି ବାଶାର ଅଲ-ଅସାଦଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏକ ନିଷ୍ଠୁର…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥିପତ୍ର ଜାରି କଲା ଏଏପି, ବଦଳିଲା ସିସୋଡିଆଙ୍କ ଆସନ
ନୂଆଦିଲ୍ଲୀ,୯।୧୨: ଆମ ଆଦମୀ ପାର୍ଟି ସୋମବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ନୂତନ ନେତା ମନୀଷ ସିସୋଡିଆଙ୍କ ପଟପଡଗଞ୍ଜ ଆସନରୁ ନୂଆ ନେତାଙ୍କୁ ସୁଯୋଗ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଆମ…
୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ: ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ସୋମବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି…
Archives


