ସୈଫଙ୍କୁ ଛୁରାମାଡ଼ ଘଟଣା: ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ମୁମ୍ବାଇ,୧୭।୧: ଅଭିନେତା ସୈଫ ଅଲ୍ଲି ଖାନ୍ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଯୁବକକୁ ମୁମ୍ବାଇ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫଙ୍କୁ ସନ୍ଦିଗ୍ଧ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ।…
ଚିନ୍ତାରେ କରିନା! ସୈଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବେବୋ କହିଲେ…
ମୁମ୍ବାଇ,୧୭।୧: ଜାନୁଆରୀ ୧୫ ରାତି ପ୍ରାୟ ୩.୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଜଣେ ଚୋର ଛୁରୀରେ ଆକ୍ରମଣ କରିଥିଲେ। ରିପୋର୍ଟ ଅନୁଯାୟୀ, ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଜାହାଙ୍ଗୀରଙ୍କ କୋଠରୀକୁ ଚୋରି କରିବା ଉଦ୍ଦେଶ୍ୟରେ…
ରାମଚଣ୍ଡୀ କମ୍ପାନୀରେ ଆଇଟି ରେଡ, ଏକା ବେଳକେ ୪ଟି ସ୍ଥାନରେ ପଶିଗଲେ…
ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଜିଲା ମା’ ରାମଚଣ୍ଡୀ କମ୍ପାନୀର ସୋନପୁର ସ୍ଥିତ ଅଫିସ, ମାଲିକଙ୍କ ବାଇଗଣଜୁରି ସ୍ଥିତ ଭଡ଼ାଘର, ତରଭା ବ୍ଲକର କ୍ରସର୍, ବୌଦ୍ଧ ଜିଲା ବାଉଁଶୁନି ସ୍ଥିତ କ୍ରସରରେ ଆୟକାର ବିଭାଗ ( ଆଇଟି) ପକ୍ଷରୁ ରେଡ କରାଯାଉଛି ।…
ନବ ଦାସଙ୍କ ବଡ଼ ଭାଇ ଘରେ ଆଇଟି ରେଡ୍
ଭୁବନେଶ୍ୱର,୧୭।୧: ସ୍ବର୍ଗତଃ ନବ ଦାସଙ୍କ ବଡ଼ ଭାଇ ବ୍ରଜଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ୍ ହୋଇଛି । ସେ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢଉ । ଆୟକର ଟିମ୍ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତ ଅଛନ୍ତି। ତେବେକେବେଠୁ…
ନିଜପାଇଁ ନିଜେ ନାରୀ ସୁରକ୍ଷା ଉପରେ…
ଜି ଉଦୟଗିରି ୧୭/୧( ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ…
ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ
ରାୟଗଡ଼ା,୧୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଛୋଟ ପାହାଡ଼ ଟାପୁ ଉପରେ ଏକ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ହେଲେ କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ…
ଶିଳାନ୍ୟାସରେ ଅଟକିଛି ବସ୍ଷ୍ଟାଣ୍ଡ ନିର୍ମାଣ
ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ ସ୍ବପ୍ନ ହୋଇ ରହିଛି। ୧୯୯୩ରେ ଏହି ଜିଲା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଗମନାଗମନ କ୍ଷେତ୍ରରେ ସର୍ବନିମ୍ନ ସୁବିଧା ପୂରଣ ହୋଇନି। ଗତ ୮ ବର୍ଷ ଭିତରେ ବସଷ୍ଟାଣ୍ଡ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟି ପଡିଲା ଯାତ୍ରୀବାହୀ ବସ୍, ୪ ମୃତ
ଆନ୍ଧ୍ରପ୍ରଦେଶ,୧୭।୧: ତ୍ରିଚିରୁ ତିରୁପତି ଯାଉଥିବା ଏକ ଘରୋଇ ଟ୍ରାଭେଲ୍ସ ବସ୍ ଚିତୋର ଜିଲାର ଗଙ୍ଗାସାଗରମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ମନ୍ଦିରରେ ପୂଜା କରି ତିରୁପତିରୁ ଫେରୁଥିଲେ।…
୧୦୫ ପ୍ରକଳ୍ପରେ ୪.୮ ନିୟୁତ ଟଙ୍କା ନିବେଶ
ଭୁବନେଶ୍ୱର,୧୭।୧ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ଆଲୁମିନିୟମ ଉତ୍ପାଦନ କ୍ଷେତ୍ର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରୁଥିବା ୭୦ରୁ ଅଧିକ…
ଆଇଜି ଅଫିସରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ସମ୍ବଲପୁର,୧୭।୧(ପ୍ରମୋଦ ବହିଦାର): ବରଗଡ଼଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀଙ୍କୁ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସମ୍ବଲପୁରରେ ଗୁରୁବାର ପହଞ୍ଚିଥିଲା। ରାଜ୍ୟ ବିଜୁ ମହିଳା…
ମୁଁ କଳାହାଣ୍ଡିର ଋଣ ପରିଶୋଧ କରିବି: ସୁରେଶ ପୂଜାରୀ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦ୍ୱିତୀୟ ସନ୍ଧ୍ୟା, କଳାହାଣ୍ଡି ଲୋକଙ୍କ ଅବଦାନ ରାଜ୍ୟରେ ଅତୁଳନୀୟ
ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ରାଜସ୍ବ ଓ…
ଟୋକନ ଅବଧି ସରିଲା, ଧାନ ବିକିବାକୁ ଚିନ୍ତାରେ ଚାଷୀ
ସଇଁତଲା,୧୭ା୧(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଧରବଗଡ଼ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଅଛନ୍ତି। ଅଧିକାଂଶ ଚାଷୀଙ୍କୁ ମିଳିଥିବା ଟୋକନର ସମୟ ସୀମା ସରି ଯାଇଥିବାରୁ ଏପରି ସମସ୍ୟା ଦେଖାଦେଇଛି। ସୂଚନା…
Archives


