ଆଇପିଏଲ ପୂର୍ବରୁ ଧୋନୀଙ୍କ ବଢିଲା ଅଡୁଆ, ଏହି ମାମଲାରେ ହାଇକୋର୍ଟ ପଠାଇଲେ ନୋଟିସ
ନୂଆଦିଲ୍ଲୀ,୧୩।୧୧: ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଏମଏସ ଧୋନୀଙ୍କୁ ନୋଟିସ ପଠାଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପୁରୁଣା ବ୍ୟବସାୟ ସହଯୋଗୀ ମିହିର ଦିୱାକର ଏବଂ ସୌମ୍ୟ ଦାସ ଏକାଠି ଧୋନୀଙ୍କ ବିରୋଧରେ କାଉଣ୍ଟର ମାମଲା ଦାୟର କରିଛନ୍ତି। ବାସ୍ତବରେ, ଏହି ବିଷୟ…
ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା
ମୁମ୍ବାଇ,୧୩ା୧୧:ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଲାଗିଥିବାବେଳେ ଭାରତୀୟ ଟଙ୍କା ଚାପଗ୍ରସ୍ତ ହୋଇ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି। ଲଗାତର ୫ ଦିନ ଧରି ଟଙ୍କାର ଅବମୂଲ୍ୟାୟନ ଘଟିଥିବାବେଳେ ମଙ୍ଗଳବାର ଏହା…
ଆର୍ବିଆଇ ଆକଳନ ହେଲା ଭୁଲ୍: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%
ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ୟମ ସତ୍ତ୍ୱେ ମୁଦ୍ରାସ୍ଫୀତି…
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ
ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ ଯାଏ ଚାଲିବ। ମଇଦାନରେ ୭୩ ମହିଳାଙ୍କ ସମେତ ମୋଟ ୬୮୩ ପ୍ରାର୍ଥୀ ଅଛନ୍ତି। ଜେଏମଏମ…
କମିଶନରେଟ ପୋଲିସରେ ପୁଣି ଅଦଳବଦଳ, ବଦଳିଲେ ଏହି ଅଫିସର
ଭୁବନେଶ୍ୱର,୧୨।୧୧: କମିଶନରେଟ ପୋଲିସରେ ଅଦଳବଦଳ ହୋଇଛି। ଏହି ବଦଳିରେ ୩ ଏସିପ ଓ ୬ ଇନ୍ସ୍ପେକ୍ଟରଙ୍କୁ ବଦଳି କରାଯାଇଛି।
ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ର କନିଷ୍ଠଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆୟ ବହିର୍ଭୂତ ମାମଲା ରୁଜୁ କରାଯିବା ସହ ତାଙ୍କୁ ପୁଣି ଥରେ ଗିରଫକରି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ…
୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍ଜିଟି
ମାଲକାନଗିରି, ୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମୋଟୁ ତହସିଲ ଅଧୀନରେ ୧୦୦ ଏକର ଜଙ୍ଗଲ ଜମିକୁ ବେଆଇନ କବ୍ଜାକରି ଇସ୍ଲାମ୍ନଗର ନିର୍ମାଣ ଘଟଣାରେ ଏନ୍ଜିଟି ହସ୍ତକ୍ଷେପ ସହ ରିପୋର୍ଟ ତଲବ କରିଛି। ପିସିସିଏଫ୍ ଓ ମାଲକାନଗିରି ଜିଲାପାଳଙ୍କୁ ଏନ୍ଜିଟି ପକ୍ଷରୁ ସୋମବାର…
ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Song Jae Rim
ସିଓଲ: କୋରିଆନ୍ ଡ୍ରାମା ପ୍ରଶଂସକଙ୍କ ଲାଗି ଦୁଃଖଦ ଖବର। ୩୯ ବର୍ଷ ବୟସରେ ଦକ୍ଷିଣ କୋରିଆର ଜଣାଶୁଣା ଅଭିନେତା ସଙ୍ଗ ଜେ ରିମଙ୍କ ମୃତ୍ୟୁ ଘଟିଛି। ୨୦୧୨ରେ ଆସିଥିବା ଡ୍ରାମା ‘ଦ ମୁନ୍ ଏମ୍ବରେସିଙ୍ଗ ଦ ସନ’ରେ ସେ ନଜର ଆସିଥିଲେ।…
କଣ୍ଟେନର ଚାପାରେ ଚାଲିଗଲା ମା-ପୁଅଙ୍କ ଜୀବନ
ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କଣ୍ଟେନର ଚାପାରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଗୁଡା ଛକ…
ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍, ଅଫିସ୍ ବ୍ରେକ୍ରେ ରଖିପାରିବେ ଶାରୀରିକ ସମ୍ପର୍କ
ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା । ଯାହା ପୁଟିନ୍ଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। କାମ କରିବାକୁ ଲୋକେ ନାହାନ୍ତି ଏପଟେ…
ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର…
ନୂଆଦିଲ୍ଲୀ,୧୨।୧୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଆଇସିସିକୁ ଚିଠି ଲେଖି ସିଧାସିଧା ଧମକ ଦେଇଛି। କାହିଁକି ଭାରତୀୟ ଟିମ୍ ପାକିସ୍ତାନ ଆସିବାକୁ ଚାହୁଁନାହାନ୍ତି ବୋଲି ବୋର୍ଡ ଆଇସିସିକୁ ପଚାରିଛି। ଯଦି ଟୁର୍ନାମେଣ୍ଟର…
ଥାନାରେ କେମିତି ବ୍ୟବହାର କରିବେ ପୋଲିସ ବାବୁ, ଏସଓପି ଆଣିଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୨।୧୧: ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଏହାପରେ ଥାନାରେ କିଭଳି ବ୍ୟବହାର କରିବେ ପୋଲିିସ ଅଫିସର ସେନେଇ ରାଜ୍ୟ ସରକାର ସୱତନ୍ତ୍ର ଏସଓପି ଆଣିଛନ୍ତି। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେପଟେ ୩୧ ମାର୍ଚ୍ଚ ସୁଦ୍ଧା…
Archives


