Home Left

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ ଏବଂ ମାମୁଁଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ପରିବାରରେ ଶୋକର ଲହରୀ ଖେଳି…

ସମୟ ମାଗିଲେ ଯାତ୍ରା ମାଲିକ, ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ମାର୍ଗଦର୍ଶିକା ଜାରି କରିବେ ସରକାର

ଭୁବନେଶ୍ୱର,୧୯ା୧: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ କହିଛନ୍ତି, ”ଯାତ୍ରା କମିଟି, କଳାକାର ଓ ମାଲିକଙ୍କ ସହ ଆଲୋଚନା ହୋଇଛି। ତେବେ ତୁରନ୍ତ କଠୋର ଆଇନ ନନେବାକୁ ଯାତ୍ରା ମାଲିକଙ୍କ ଅନୁରୋଧ…

ଶୀତରେ ଥରୁଛି ଜି. ଉଦୟଗିରି, ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ

ଜି.ଉଦୟଗିରି,୧୯।୧(ଶିଶିର ପଟ୍ଟନାୟକ): ହାଡ଼ ଭଙ୍ଗା ଶୀତରେ ଥରୁଛି ରାଜ୍ୟର ଶୀତଳ ସହର ଭାବେ ପରିଚିତ ଜି.ଉଦୟଗିରି । ରବିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଛି। ସେହିପରି ଶନିବାର ସହରର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ…

‘ଏମରଜେନ୍ସି ଏମିତି ଏକ କ୍ୟାପସୁଲ..,’ କଙ୍ଗନାଙ୍କ ମୁଭି ଦେଖି କ’ଣ କହିଲେ ସଦ୍‌ଗୁରୁ ଜାଣନ୍ତୁ

ମୁମ୍ବାଇ,୧୯।୧: ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗି ବାସୁଦେବ ସୋସିଆଲ ମିଡିଆରେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ପ୍ରଶଂସା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଏହି ଫିଲ୍ମଟି ଆମ ଇତିହାସର ଜଟିଳ…

ରହସ୍ୟମୟୀ ରୋଗରେ ୧୬ ଜଣଙ୍କ ମୃତ୍ୟୁ, ମୁତୟନ ହେଲେ ସେନା

ଶ୍ରୀନଗର,୧୯।୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଗଠିତ ଏକ ଆନ୍ତଃମନ୍ତ୍ରାଳୟ ବିଶେଷଜ୍ଞ ଦଳ ରବିବାର ରାଜୌରୀ ଜିଲାର ବୁଢାଲ ଗ୍ରାମ ପରିଦର୍ଶନ କରିବା ପାଇଁ ଏଠାକୁ ଆସିବେ। ଗତ ଗୋଟିଏ ମାସ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ…

ଝିଅ ବିବାହ ଲାଗି ଗାଁକୁ ଆସିଥିଲେ, ପୋଖରୀ ହୁଡ଼ାରୁ ମିଳିଲା ବାପାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ସୋରଡ଼ା,୧୯।୧(ରଜନୀ ମହାପାତ୍ର): ଝିଅକୁ ବିବାହ କରାଇବା ଲାଗି ଗାଁକୁ ଆସିଥିଲେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ବାପା। ହେଲେ ତା’ ପୂର୍ବରୁ ପୋଖରୀ ହୁଡ଼ାରୁ ମିଳିଛି ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଗଞ୍ଜାମ ଜିଲା ବଡଗଡ ଥାନା ରାଇବନ୍ଧ ଗ୍ରାମରେ…

ପ୍ରତ୍ୟେହ ଖାଆନ୍ତୁ ୭/୮ କିସ୍‌ମିସ୍‌: ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସୁଗାର୍‌ ଲେଭଲ୍‌ଠାରୁ…

କିସ୍‌ମିସ୍‌ ଖାଇବା ଦ୍ୱାରା ବି ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ତା’ଛଡ଼ା ନିୟମିତ ଏହାକୁ ଖାଇଲେ ଶରୀରରେ…

ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ଖୁସିର ସଂସାରରେ ବଢ଼ିଯିବ ମନୋମାଳିନ୍ୟ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା ସୃଷ୍ଟି କରିବା ସହ ପତିପତ୍ନୀଙ୍କ ସମ୍ପର୍କରେ ସମସ୍ୟା ଉପୁଜାଇଥାଏ… * ଘରକୁ ଆସ୍ଥେଟିକ୍‌ ଲୁକ୍‌…

‘କୁମ୍ଭରେ ବିବିଧତାରେ ଏକତାର ଉତ୍ସବ ପାଳନ କରାଯାଉଛି,’ ‘ମନ କି ବାତ’ କାର୍ଯ୍ୟକ୍ରମରେ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହା ତାଙ୍କର ୧୧୮ତମ ଏପିସୋଡ, ଯେଉଁଥିରେ ସେ ମହାକୁମ୍ଭ ଏବଂ ସମ୍ବିଧାନ ସମେତ ଅନେକ ପ୍ରସଙ୍ଗରେ ନିଜର ମତାମତ ପ୍ରକାଶ…

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବୁରୁପଡ଼ା ସରପଞ୍ଚ

ହିଞ୍ଜିଳିକାଟୁ,୧୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରା ଓ ତାଙ୍କର ସମର୍ଥକମାନେ ଶନିବାର ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି। ସେମାନେ ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ନବୀନ ନିବାସରେ…

ନବୀନ ନିବାସକୁ ଇସ୍ତଫାପତ୍ର ପଠାଇଲେ ବ୍ରହ୍ମପୁରର ୨୧ କର୍ପୋରେଟର

ବ୍ରହ୍ମପୁର,୧୯।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ରେ ବିଜେଡିର ୨ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ବିବାଦ ଥମୁ ନ ଥିବା ବେଳେ ଏବେ ଗୋଟିଏ ଗୋଷ୍ଠୀ ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିବାରୁ ରାଜନୀତି ସରଗରମ ହୋଇଛି। ଶନିବାର ଗୋଟିଏ କର୍ପୋରେଟର…

ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ…

ଦିଗପହଣ୍ଡି,.୧୯। ୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରୟସେ ଫ୍ୟାକ୍ଟ୍ରିରେ କାମସାରି ଗତ ରବିବାର ସନ୍ଧ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri