Home Left

ନାବାଳିକା ଛାତ୍ରୀଙ୍କୁ ଘରୁ ଟେକିନେଲେ, ଆଉ ଏବେ…

ଦିଗପହଣ୍ଡି,୨୦।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି…

ଲଭ ୟୁ…ଜ୍ୟୋତିଙ୍କ ସିକ୍ରେଟ ଡାଏରୀରୁ ମିଳିଲା ଚିଠି, ପାକିସ୍ତାନୀ ISI…

ନୂଆଦିଲ୍ଲୀ,୨୦।୫; ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଘରୁ ଜବତ ହୋଇଥିବା ଏକ ଡାଏରୀରେ “ଆଇ ଲଭ ୟୁ” ଏବଂ ଅନ୍ୟ…

ଆତଙ୍କୀଙ୍କୁ ଲୋକେଶନ ପଠାଇଥିଲେ ଜ୍ୟୋତି? ISI ଅଧିକାରୀଙ୍କ ସହ କରିଥିଲେ ସାଂଘାତିକ ଚାଟିଂ

ନୂଆଦିଲ୍ଲୀ,୨୦।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇଥିଲା ଏବଂ ତାକୁ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ କରିଥିଲା। ସମଗ୍ର ବିଶ୍ୱ ଭାରତର ସାହସିକତା ଦେଖିଲା, କିପରି ଏହାର ସେନା ପାକିସ୍ତାନର ଆତଙ୍କବାଦୀ…

ବିଜେପୁରରେ ବିଜେଡିକୁ ବଡ଼ ଝଟ୍‌କା, ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ବିଜେପୁର ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ନିଜ ପଦ ହରାଇଛନ୍ତି। ଉକ୍ତ ଅନାସ୍ଥା ଭୋଟରେ ୪୮ ଜଣ ମତଦାତା ଥିଲେ। ସେମାନଙ୍କ…

୫ଥର ବିବାହ କରିଥିବା ପ୍ରଧାନମନ୍ତ୍ରୀ, ନିଜ ବେଗମ ପାଇଁ କରିଥିଲେ ଫ୍ଲାଇଓଭର

ଇସଲାମାବାଦ,୨୦।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ରାଜନୈତିକ ଜୀବନ ସହିତ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଅନେକ ରିପୋର୍ଟରେ କୁହାଯାଇଛି ଯେ ସେ ଥରେ ନୁହେଁ ୫ଥର ବିବାହ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପାକିସ୍ତାନରେ…

ପାକିସ୍ତାନ ସହ ହାତ ମିଳାଇଲା ଚାଇନା, କଲା ବଡ଼ ଘୋଷଣା…

ବେଜିଂ,୨୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସଂଘର୍ଷ ସମୟରେ ଅନେକ ସାମରିକ ଏବଂ ରଣନୈତିକ ଘଟଣା ଘଟିଥିଲା, ଯେଉଁଥିରେ ଚାଇନାର ଭୂମିକା ବହୁତ ଗମ୍ଭୀର ଥିଲା। ଚୀନ କେବଳ ଅସ୍ତ୍ରଶସ୍ତ୍ର ଯୋଗାଣରେ ସୀମିତ ନଥିଲା ବରଂ ପ୍ରତିରକ୍ଷା ସୂତ୍ର…

କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର…

ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା…

୨୫ ଜଣଙ୍କୁ ବିବାହ କରି ଲୁଟ; ଶେଷରେ ଏପରି ଜାଲ ବିଛାଇ ୪୨୦ ବୋହୂଙ୍କୁ ଧରିଲା ପୋଲିସ

ଜୟପୁର,୨୦।୫: ଅନୁରାଧା ପାସ୍ୱାନ, ‘ଚୋରଣି କନ୍ୟା’ ନାମରେ ପରିଚିତ, ୨୫ ଜଣ ନିରୀହ ବରଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ନୂଆ ନାମ, ନୂଆ ସହର…

ଥରେ ମିଶାଇଲ୍‌ ଫାୟାର୍‌ ହେବାପରେ ତାକୁ ରୋକାଯାଇ ପାରିବ କି? ଜାଣନ୍ତୁ କ’ଣ ଏହା ପଛର ରୋଚକ କଥା

କିଛି ଦିନ ପୂର୍ବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକ…

ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ଭାଜପା ବଦ୍ଧପରିକର: ମନମୋହନ ସାମଲ

ଭୁବନେଶ୍ୱର,୨୦।୫: ୨୦୨୪ ନିର୍ବାଚନବେଳେ ସଂକଳ୍ପପତ୍ରରେ ଭାଜପା ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାଜପା ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ ମଧ୍ୟରେ ପଛୁଆ…

ଓଡିଶାକୁ କରେୋନା ଭୟ: କିଡ୍‌ନୀ ଭଳି ଗୁରୁତର ରୋଗଥିଲେ…

ଭୁବନେଶ୍ୱର,୨୦।୫: ଭାରତକୁ ପୁଣି ଫେରିଛି କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି। ଏହିସବୁ ଭିତରେ ରାଜ୍ୟବାସୀ କିପରି ସର୍ତକତା ଅବଲମ୍ବନ କରିବେ, ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ବହୁବିଧ ରୋଗରେ…

ବଡ଼ଖବର: ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ 

ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ସବୁ ବିଭାଗକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?