Home Left

ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ବାଉଁଶ ତିଆରି ସାମଗ୍ରୀରେ ଜିଲାର ମାନଚିତ୍ର କରି ପ୍ରଶଂସା ସାଉଁଟିଛନ୍ତି ନୂଆପଡ଼ା ଜିଲା ବୋଡେନ ବ୍ଲକର କାରିଗର। ସେମାନେ ନିତ୍ୟ ବ୍ୟବହାର୍ଯ୍ୟ କୁଲା, ଭୁଗା, ଟୁପା, ପାଛିଆ, ପର୍ଲା, ଚାଙ୍ଗୁଡି ସହ ବିଭିନ୍ନ ଖେଳନା ବାଉଁଶ ପାତିଆରେ ତିଆରି…

ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା

ଥୁଆମୂଳ ରାମପୁର,୨୧ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୋଡାପଦର ଗ୍ରାମରେ ୧୫ ଆଦିବାସୀ ପରିବାର ରହିଥିବାବେଳେ…

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଗର୍ଜିଲେ ଚାଷୀ

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଏହି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଉକ୍ତ ଜିଲାର ପଦ୍ମପୁର ଉପଖଣ୍ଡ ସମେତ ଅନେକ ଅଞ୍ଚଳ ଏବେ ମଧ୍ୟ ଅଣଜଳସେଚିତ। ତେବେ ଏହି ଅଞ୍ଚଳରେ ରହିଥିବା ଅଣଜଳସେଚିତ ଜମିକୁ ପାଣି ମଡ଼ାଇବା…

ଧର୍ମଘଟରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ଡ୍ରାଇଭର ସଂଘ: ଗ୍ରାମାଞ୍ଚଳକୁ ଗଡ଼ିଲାନି ବସ୍‌

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍‌ସେବାର ଡ୍ରାଇଭର ସଂଘ ମଙ୍ଗଳବାରରୁ ଧର୍ମଘଟ ଆରମ୍ଭ କରିଛି। ବେତନ ବୃଦ୍ଧି, ବିନା ଦରମା କାଟି ମେଡ଼ିକାଲ ଲିଭ୍‌, ଠିକ୍‌ ସମୟରେ ନିୟମିତ ଦରମା ପ୍ରଦାନ, ଡ୍ରାଇଭର ସଂଖ୍ୟା ବୃଦ୍ଧି ଆଦି ଦାବି ନେଇ ଡ୍ରାଇଭରମାନେ…

ଅପରେସନ ସିନ୍ଦୁର ସମୟରେ ସ୍ଵର୍ଣ୍ଣ ମନ୍ଦିରରେ ମୁତୟନ ହୋଇ ନ ଥିଲା ଏୟାର ଡିଫେନ୍ସ ଗନ; ଦାବିକୁ ଖଣ୍ଡନ କାଳାନ ଭାରତୀୟ ସେନା

ନୂଆଦିଲ୍ଲୀ, ୨୦।୫: ଭାରତୀୟ ସେନା ମଙ୍ଗଳବାର ଏହି ରିପୋର୍ଟକୁ ଖଣ୍ଡନ କରିଛି ଯେ ଚଳିତ ମାସର ଆରମ୍ଭରେ ପାକିସ୍ତାନୀ ଡ୍ରୋନ ଏବଂ ମିସାଇଲ ଆକ୍ରମଣକୁ ରୋକିବା ପାଇଁ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଭିତରେ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରାଯାଇଥିଲା। “ସ୍ଵର୍ଣ୍ଣ…

ଛେଳି ଖାଇଦେବାରୁ ପ୍ରତିଶୋଧ ନେବା ପାଇଁ ଚିତାବାଘକୁ ମାରିଦେଲେ, ଜାଣନ୍ତୁ କିପରି!

ନୟାଗଡ଼, ୨୦।୫: ନୟାଗଡ଼ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ଘଟଣାରେ, ଜଣେ ବ୍ୟକ୍ତି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏକ ଚିତାବାଘକୁ ମାରିଥିବା ଅଭିଯୋଗ ହୋଇଛି। ତେବେ, ତାଙ୍କୁ ତାଙ୍କର ଦୁଇ ସହଯୋଗୀଙ୍କ ସହ ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି।…

ଜ୍ୟୋତିଙ୍କ ଡାଏରୀରୁ ଚାଞ୍ଚଲ୍ୟକର ଖୁଲାସା! ବିଭାଜନଠାରୁ PAK ଗସ୍ତ ଯାଏ ରହିଛି…

ନୂଆଦିଲ୍ଲୀ,୨୦।୫: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନେଉଛନ୍ତି। କେବଳ ଯେ ପାକିସ୍ତାନ ବିରୁଦ୍ଧରେ ତାହା ନୁହେଁ ବରଂ ଦେଶରେ ଲୁଚି ରହିଥିବା ପାକିସ୍ତାନୀ ଗୁପ୍ତଚରମାନଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ…

ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ IIC ସମେତ ୨ ପୋଲିସ ନିଲମ୍ବିତ

କଟକ, ୨୦।୫: ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଡିଜିପି ୱାଇ.ବି. ଖୁରାନିଆ ଆଜି ଦୁଇ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଡିଜିପି ଇନ୍ସପେକ୍ଟର ରଞ୍ଜନ ବିଶ୍ୱାଳ ଏବଂ ସବ୍-ଇନ୍ସପେକ୍ଟର ଅଭିଷେକ ପ୍ରଧାନଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ନିଲମ୍ବନ…

IMD କଲା ଆଲର୍ଟ, ମେ ୨୯ରେ ଆସୁଛି…

ନୂଆଦିଲ୍ଲୀ,୨୦।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଶକ୍ତି’ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଆଲର୍ଟ ଜାରି କରିଛି। ଏହି ବାତ୍ୟା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହା ଯାତ୍ରା ଏବଂ…

ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଜଣେ ବିବାହିତାଙ୍କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହିତାଜଣଙ୍କ ହେଲେ ରିତୁ ବେହେରା। ଏନେଇ ରିତୁ ଙ୍କ ବାପା ଯୋଗେନ୍ଦ୍ର ପାଟପୁର…

ଭାରତ ସହ ହାତ ମିଳାଇଲା ଆଫଗାନିସ୍ତାନ! ପାକିସ୍ତାନ ଉପରେ ହେବ ବଡ଼ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୦।୫: ଭାରତ ପାକିସ୍ତାନକୁ ପାଣି ପ୍ରବାହ ଉପରେ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଥିବା ବେଳେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଯୋଗାଣ ବନ୍ଦ କରିବା ପାଇଁ କୁନାର ନଦୀ ଉପରେ ବନ୍ଧ ନିର୍ମାଣ କରିବାକୁ…

ଖୋଲୁଛି ଜ୍ୟୋତିଙ୍କ ଜୀବନର ପୃଷ୍ଠା ପରେ ପୃଷ୍ଠା; କେତେ ଟଙ୍କାରେ ନିଜ ସଚ୍ଚୋଟତାକୁ ବିକିଥିଲେ…?

ନୂଆଦିଲ୍ଲୀ,୨୦।୫: ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ମାତ୍ର ୨୦,୦୦୦ ଟଙ୍କାରେ ଚାକିରି କରି ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଜ୍ୟୋତି ପ୍ରତି ମାସରେ ୨୦,୦୦୦ ଟଙ୍କା ଦରମା ପାଉଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?