ବେଡ୍ରୁମ୍ରେ ରଖୁଛନ୍ତିକି ଏସବୁ ନିଶ୍ଚିତ ଜାଣନ୍ତୁ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ରାତିରେ ଶୋଇବା ସମୟରେ ବେଡ୍ ପାଖରେ ରଖିକି ଶୋଇଲେ ଶୁଭଫଳ ମିଳିଥାଏ… * ତୁଳସୀ ପତ୍ର: ପବିତ୍ର ମନରେ କିଛି ତୁଳସୀ ପତ୍ରକୁ ନେଇ ରାତିରେ ଶୋଇବା ସମୟରେ ବେଡ୍ଠାରୁ…
ବ୍ରିଜ୍ ଉପରୁ ଖସିପଡିଲା ଟ୍ରକ୍: ୪ ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର, ହେଲପର
ବୌଦ୍ଧ,୨୬।୧: ବୌଦ୍ଧ ଜିଲା ମନମୁଣ୍ଡା ଥାନା ମଶିଣାପଡ଼ା ବ୍ରିଜ୍ରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ମଶିଣାପଡ଼ା ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଫଳରେ ଟ୍ରକ ଡ୍ରାଇଭର ଏବଂ ହେଲପର୍ ପ୍ରାୟ…
ଜାତିବାଦର ଶିକାର ହେଲେ ମୃତ ମହିଳା: ଶବସଂସ୍କାର କରି ମାନବିକତାର ନିଦର୍ଶନ ସାଜିଲେ ଶ୍ମଶାନ ବନ୍ଧୁ
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ବିଜ୍ଞାନର ଦ୍ରୁତ ବିକାଶ ଓ ପ୍ରଚାର ପ୍ରସାର ସତ୍ତ୍ୱେ ସୁନ୍ଦରଗଡ ଜିଲାରେ ଜାତିବାଦ ଭଳି ଅନ୍ଧବିଶ୍ୱାସ ଲାଗିରହିଛି। ଗତ ତିନିଦିନ ମଧ୍ୟରେ ପୁଣି ଏକ ଅନ୍ଧବିଶ୍ୱାସ ଓ ଜାତିବାଦ ଭଳି ସାମାଜିକ ବାସନ୍ଦର ଶିକାର ହୋଇଛି ଜଣେ…
ହ୍ୟାଣ୍ଡ୍ସମ୍ ଯୋଗୁ ମୋତେ କରାଯାଉଥିଲା ଟାର୍ଗେଟ୍: ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ପାକିସ୍ତାନ କ୍ରିକେଟର୍
ଇସଲାମାବାଦ୍,୨୬।୧: ପାକିସ୍ତାନ ପାଇଁ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟସମ୍ୟାନ ଅହମ୍ମଦ ଶେହଜାଦ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କର ସୁନ୍ଦର ଲୁକ ଯୋଗୁ ବରିଷ୍ଠ ଖେଳାଳିମାନେ ତାଙ୍କୁ ଟାର୍ଗେଟ କରୁଥିଲେ। ତଥାପି ଶେହଜାଦ କୌଣସି…
ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ଜିଲା ସ୍ତରୀୟ ୭୬ତମ ସାଧାରଣ ଦିବସ ଦିବସ ସମାରୋହ ସୁନ୍ଦରଗଡ ଜିଲାରେ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଜିଲା ସଦର ମହକୁମାସ୍ଥିତ ସୁନ୍ଦରଗଡ ସରକାରୀ କଲେଜ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜସ୍ବ…
ଟି-୨୦ ଇତିହାସରେ ପ୍ରଥମ:ଜୋ ରୁଟ୍ଙ୍କ ଟିମ୍ର କମାଲ୍
ନୂଆଦିଲ୍ଲୀ,୨୬।୧: ଯେକୌଣସି କ୍ରିକେଟ ମ୍ୟାଚ୍ରେ ବୋଲିଂ ଦଳ ଦ୍ରୁତ ବୋଲରମାନଙ୍କ ସହିତ ଆରମ୍ଭ କରିଥାଏ। ତା’ପରେ ଯେତେବେଳେ ବଲ ପୁରୁଣା ହୋଇଯାଏ, ସ୍ପିନରମାନେ ମଧ୍ୟଭାଗକୁ ଆସନ୍ତି। ଟି-୨୦ କ୍ରିକେଟରେ, ପାୱାରପ୍ଲେ ଓଭର (ପ୍ରଥମ ୬ ଓଭର) ପ୍ରାୟତଃ ଦ୍ରୁତ ବୋଲରମାନଙ୍କ ଦ୍ୱାରା…
ନୀତୀଶ କୁମାର ଅସୁସ୍ଥ!
ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ହଠାତ୍ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତାଙ୍କୁ ଥଣ୍ଡା, ଫ୍ଲୁ ଏବଂ ଜ୍ୱର ହୋଇଥିବା ସୂଚନା ମିଳିଛି। ପାଗ ପରିବର୍ତ୍ତନ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା…
ନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ
ଦାରିଙ୍ଗବାଡି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଓ ଭାରତ ମାତା ପୂଜନର ଦିତୀୟଦିନରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରକାଶ ଯେ, ୩ ଦିନ ଧରି…
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି, ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା
ଭୁବନେଶ୍ୱର,୨୬ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ପଟ୍ଟନାୟକଙ୍କ ନୟାପଲ୍ଲୀସ୍ଥିତ ବାସଘରେ ଲୁଟେରା କଳାକନା ବୁଲାଇଛନ୍ତି। ଉପର ମହଲାରେ ରହୁଥିବା ପୁଅ-ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ସବୁ ଲୁଟିନେଇଛନ୍ତି…
ଭାଙ୍ଗିଲା ବିଜେଡିର ସଂଗଠନ, ରାଜନୀତିରେ ହଲଚଲ
ଭୁବନେଶ୍ୱର,୨୬।୧: ଭାଙ୍ଗିଲା ବିଜେଡିର ସଂଗଠନ। ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ,…
ମମତା କୁଲକର୍ନି ମହାମଣ୍ଡେଳେଶ୍ୱର ହେବା ପରେ ଅସନ୍ତୁଷ୍ଟ ହେଲେ ସନ୍ଥ
ପ୍ରୟାଗରାଜ,୨୬।୧: ବଲିଉଡ ଅଭିନେତ୍ରୀ ମମତା କୁଲକର୍ନି ଆଧ୍ୟାତ୍ମିକତାର ପଥ ଗ୍ରହଣ କରିବା ଉପରେ ସନାତନ ଧର୍ମ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେ ଧାର୍ମିକ ପରମ୍ପରାକୁ ଅଣଦେଖା କରି ତାଙ୍କୁ ମହାମଣ୍ଡଳେଶ୍ୱର କରିଥିବା ଅଭିଯୋଗ କରୁଛନ୍ତି। ସେହି ସମୟରେ, କିନ୍ନର ଆଖଡ଼ା…
ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ
ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ପକ୍ଷରୁ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲାପାଳ…
Archives


