Home Left

୨୫ ହଜାର ଟଙ୍କା ଋଣ ନେଇ ପୁଅକୁ ବନ୍ଧା ରଖିଥିଲେ ପରିବାର, ହେଲେ ମା’ଟଙ୍କା ନେଇ ପହଞ୍ଚିଲା ବେଳକୁ …

ତିରୁପତି,୨୪।୫: ଆନ୍ଧ୍ରପ୍ରଦେଶର ତିରୁପତିରେ ଜଣେ ଆଦିବାସୀ ମହିଳା ଏବଂ ତାଙ୍କ ତିନି ପିଲାଙ୍କୁ ୨୫,୦୦୦ ଟଙ୍କା ଋଣ ପାଇଁ ବାଧ୍ୟ କରି ବନ୍ଧନ ଶ୍ରମିକ କରିବା ଅଭିଯୋଗରେ ଜଣେ ବତକ ଚାଷୀ ଏବଂ ତାଙ୍କ ପରିବାରକୁ ଗିରଫ କରାଯାଇଛି। ଅଭିଯୁକ୍ତ ତାଙ୍କୁ…

ସାରା ବିଶ୍ୱରେ X Down, ଗାଏବ ହୋଇଗଲାଣି ଫିଡ, ହେଲେ କାହିଁକି ହୋଇଛି ଏହି ସମସ୍ୟା ଜାଣନ୍ତୁ…

ଓ୍ବାଶିଂଟନ,୨୪।୫: ମାଇକ୍ରୋବ୍ଲଗିଂ ସାଇଟ X (ପୂର୍ବରୁ ଟୁଇଟର) ଶନିବାର ସାରେ (୨୪ ମଇ, ୨୦୨୫) ହଠାତ କ୍ରାସ ହୋଇଗଲା। ଭାରତୀୟ ସମୟ ଅନୁସାରେ ସା ୬:୦୭ ସମୟରେ ଭାରତରେ X ଏକ ପ୍ରକାର ଅସ୍ତ ହୋଇଥିଲା। X ବ୍ୟବହାରକାରୀମାନେ ପୋଷ୍ଟ କରିବା…

ଗାଁରେ ମାତିଛି କିଡ୍‌ନୀ ରୋଗ: ୧୪ ମଲେଣି, ୧୯ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

କର୍ଲାମୁଣ୍ଡା:୨୪।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ବଲାଙ୍ଗୀର ଜିଲାର ସୀମାନ୍ତରେ ରହିଛି ଧରାଖମନ ଗାଁ। ବ୍ଲକ ସଦରମହକୁମାରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଗାଁ ରହିଛି । ଗାଁର ପରିବାର ସଂଖ୍ୟା ପ୍ରାୟ ୯୦।…

ବିବାହର ୧୪ ବର୍ଷ ପରେ ବି ଯୌତୁକ ଦାବି, ସ୍ତ୍ରୀଙ୍କୁ କାତିରେ ହାଣି ହତ୍ୟା ଉଦ୍ୟମ, ସ୍ବାମୀଙ୍କ ନାଁରେ…

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମୀ ସେଠୀଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରଶ୍ମୀଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ…

ବିଶ୍ୱକପ୍‌ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୪ା୫: ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଆସିଷ୍ଟାଣ୍ଟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।…

ଫିଟିଲା ଗୁମର, ଲାଲୁ ପ୍ରସାଦଙ୍କ ପୁଅ ତେଜପ୍ରତାପ ଅଛନ୍ତି ରିଲେସନଶିପରେ, କହିଲେ ମୁଁ ଆଉ ଅନୁଷ୍କା…

ପାଟନା,୨୪।୫: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଅନୁଷ୍କା ଯାଦବଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପ୍ରକାଶ କରିଥିଲେ। ତାଙ୍କର ପୋଷ୍ଟ…

ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ରେଢାଖୋଲ ୨୪।୫(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଜମିବାଡି ବିବାଦରୁ ଏକ ହତ୍ୟାକାଣ୍ଡ ଘଟିଛି। ବଡମାଳ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ଶନିବାର ସକାଳ ୧୦ଟାରେ ସେହି ଗ୍ରାମର ବିଭୂତି ପ୍ରଧାନ ଟାଙ୍ଗିଆରେ ହାଣି ହତ୍ୟା…

EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ,…

ସତରେ କ’ଣ ୟୁନୁସ ଦେବେ ଇସ୍ତଫା? ଏମରଜେନ୍ସି ମିଟିଂ ପରେ ଆସିଲା ବଡ଼ ଅପଡେଟ

ଢାକା,୨୪।୫: ବାଂଲାଦେଶରେ ଆଜିକାଲି ରାଜନୈତିକ ଅସ୍ଥିରତା ଚାଲିଛି। ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଇସ୍ତଫା ଆଲୋଚନା ମଧ୍ୟରେ, ପରାମର୍ଶଦାତାମାନଙ୍କ ସହିତ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ପରେ କୁହାଯାଇଥିଲା ଯେ ୟୁନୁସ ପଦବୀରେ ରହିବେ। ପୂର୍ବରୁ ଆଲୋଚନା ହେଉଥିଲା…

କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ

ଜୟପୁର,୨୪ା୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ପୀଡିତାଙ୍କ ମା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୦/୨୫) ରୁଜୁ କରି ତଦନ୍ତ…

ଆମେରିକା ଛାଡିବେ ବିଦେଶୀ ଛାତ୍ର! ଟ୍ରମ୍ପକୁ ଲାଗିବ ଡବଲ ଝଟକା, ଏହି ୟୁନିଭର୍ସିଟି ଦେଲା ବଡ଼ ଅଫର

ଓ୍ବାଶିଂଟନ,୨୪।୫: ଆମେରିକା ସରକାରଙ୍କ ଦ୍ୱାରା କଲେଜଗୁଡ଼ିକ ଉପରେ କଟକଣା ଜାରି ମଧ୍ୟରେ, ହଂକଂର ଏକ ବିଶ୍ୱବିଦ୍ୟାଳୟ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଛାତ୍ରମାନଙ୍କୁ ‘ବିନା ସର୍ତ୍ତ ପ୍ରସ୍ତାବ’ ଦେବାକୁ ପ୍ରତିଶ୍ରୁତି ଦେଇଛି। ନ୍ୟୁଜୱିକ ଅନୁଯାୟୀ, ହଂକଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (HKUST)…

ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ ଅତି ପ୍ରବଳ ବର୍ଷା, ଆଜି…

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ଲଘୁଚାପ ହେତୁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆସନ୍ତା ମେ ୨୭ ତାରିଖ ସୁଦ୍ଧା ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?