Home Left

ଦାରିଙ୍ଗବାଡିକୁ ଏନଏସି ଘୋଷଣା ପାଇଁ ଦାବି: ଅଣ୍ଟାଭିଡ଼ିଲେ ଭାଜପା ଯୁବନେତା

ଦାରିଙ୍ଗବାଡି, ୩୦।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଜ୍ୟର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ପାଇଁ ଜଣାଶୁଣା। ଏଠାକାର ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ତେଣୁ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ସମେତ ଜିଲାର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ସହ ଦାରିଙ୍ଗବାଡିକୁ ଏନଏସି ଘୋଷଣା କରାଯିବା ପାଇଁ ଦାରିଙ୍ଗବାଡିର…

ଜିଡିପି ଓ ସମୃଦ୍ଧି

ମୁଖ୍ୟଧାରାର ଅର୍ଥନୀତିରେ ବିଶ୍ଳେଷଣଲବ୍ଧ ତଥ୍ୟର ବ୍ୟାଖ୍ୟାତ୍ମକ ଅର୍ଥାତ୍‌ ଅନୁଧ୍ୟାନ, ସଂକ୍ଷେପରେ ପ୍ରକାଶ କରିବା ଏବଂ ଉପସ୍ଥାପନକୁ ନିୟମିତ ଭାବେ ଗୌଣ କରିଦିଆଯାଉଛି। ଗୋଟିଏ କାମକୁ ସମ୍ପୂର୍ଣ୍ଣ ବ୍ୟାଖ୍ୟାତ୍ମକ ଭାବେ ବିବେଚନା କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସୂଚିତ କରାଯାଉଛି। ତଥାପି ନୋବେଲ…

ବିଧାୟିକାଙ୍କ ଉଦ୍‌ଘାଟନକୁ ଭାଜପା କାଉନ୍‌ସିଲରଙ୍କ ବିରୋଧ

ପଦ୍ମପୁର,୩୦।୫(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବିଜ୍ଞାପିତ ପରିଷଦ ଦ୍ୱାରା ନିର୍ମିତ ପଦ୍ମପୁରର ଆଧୁନିକ ଶ୍ମଶାନଘାଟ ଓ ଆମ୍ବେଦକର ଛକର ସୌନ୍ଦର୍ଯ୍ୟକରଣକୁ କେତେକ ଦଳୀୟ କର୍ମୀଙ୍କୁ ନେଇ ଉଦ୍‌ଘାଟନ କରିଥିଲେ। ଏନଏସି ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଏହି…

ମଣ୍ଡିରେ ଜୋର୍‌ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ ଧାନପେଟା…

ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆଜବେଷ୍ଟ ଉପରେ ପଡିଛି ଟଙ୍କା ବିଡ଼ା

ଭୁବନେଶ୍ୱର,୩୦ା୫: ଓଡିଶା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଗ୍ରାମୀଣ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରି ଏକକାଳୀନ ଭାବେ ଏକାଧିକ ସ୍ଥାନରେ ଚଢ଼ାଉ କରିଛନ୍ତି। ତାଙ୍କ ବିରୁଦ୍ଧରେ ତାଙ୍କର ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତ୍ତି…

କୁମ୍ଭାରୀଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ପାଣି କାଦୁଅ ଭର୍ତ୍ତି: ଲୋକେ ହନ୍ତସନ୍ତ

ବ୍ରାହ୍ମଣୀଗାଁ,୩୦ା୫ (ମନୋରଞ୍ଜନ ରଣା):ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ଜଣାଶୁଣା କୁମ୍ଭାରୀଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ୧୧ଟି ୱାର୍ଡ଼କୁ ନେଇ ଏହି ପଞ୍ଚାୟତ ଗଠିତ ଥିବା ବେଳେ ଏହାର ଜନ ସଂଖ୍ୟା ପ୍ରାୟ ୫ ହଜାରରୁ ଅଧିକ ରହିଥିବା ଜଣାପଡ଼ିଛି।…

ଆର୍ଥିକ ସଙ୍କଟ ମଧ୍ୟରେ ପ୍ରାୟ ୭,୦୦୦ ଚାକିରି ହ୍ରାସ କରିପାରେ ଜାତିସଂଘ: ରିପୋର୍ଟ

ନୂଆଦିଲ୍ଲୀ,୩୦।୫: ଜାତିସଂଘ ସଚିବାଳୟ ଆର୍ଥିକ ସଙ୍କଟ ସାମ୍ନା କରୁଥିବା ବେଳେ ଏହାର ୩.୭ ବିଲିୟନ ଡଲାର ବଜେଟକୁ ୨୦% ହ୍ରାସ କରିବା ଏବଂ ପ୍ରାୟ ୬,୯୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ବୋଲି ରୟଟର୍ସ ରିପୋର୍ଟରୁ ଜଣାପଡ଼ିଛି। ଏହି ନିର୍ଦ୍ଦେଶ…

୨ ଦିନ ହେବ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ, ବଢୁଛି ସନ୍ଦେହ

ଥୁଆମୂଳ ରାମପୁର,୩୦ା୫ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କାଶୀପୁର ଥାନା ଅଡାଜୋର ପଞ୍ଚାୟତ ଅଧୀନ ଜୋଡ଼ାଆମ୍ବ ଗ୍ରାମର କାଳିଦାସ ନାଏକଙ୍କ…

ଗଛ ପଡି ଭାଙ୍ଗିଗଲା ଘର

ଦିଗପହଣ୍ଡି,୨୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଜକର ପଞ୍ଚାୟତ ମାଣିକ୍ୟପୁର ଗ୍ରାମରେ ଏକ ବୃହତ କାୟ ମୁକ୍ତାମଞ୍ଜା ଗଛ ପଡିଯିବାରୁ ସୀମାଞ୍ଚଳ ସେଠୀ ଏବଂ ବାଇନାଥ ସେଠୀଙ୍କ ଘର ଭାଙ୍ଗିଯାଇଛି। ଘର ଭିତରେ ଥିବା ୨ ପରିବାରର ସଦସ୍ୟ ବର୍ତ୍ତି ଯାଇଛନ୍ତି।…

କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା

ଗଞ୍ଜାମ,୨୯ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟ ଓଭର୍‌ ବ୍ରିଜଠାରେ ଏକ ଟ୍ରକ୍‌କୁ କାର ପିଟଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ବାଲୁଗାଁରୁ ଆସୁଥିବା କାର୍‌ରେ ସ୍ବାମୀ ସ୍ତ୍ରୀ ବ୍ରହ୍ମପୁର ଅଭିମୁଖେ…

ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ଅଟକାଇଲେ ଅନ୍ତର୍ଜାତୀୟ ଅଦାଲତ

ଓ୍ବାଶିଂଟନ,୨୯ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ କାର୍ଯ୍ୟକାରିତା ଉପରେ ମାନ୍‌ହାଟ୍ଟନସ୍ଥିତ ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତ ରୋକ୍‌ ଲଗାଇଛନ୍ତି। ଯେଉଁ ଦେଶଗୁଡ଼ିକ ଆମେରିକାକୁ ଅଧିକ ସାମଗ୍ରୀ ବିକୁଛନ୍ତି ଓ କମ୍‌୍‌ ସାମଗ୍ରୀ କିଣୁଛନ୍ତି, ସେମାନଙ୍କ ଉପରେ ଟାରିଫ୍‌ ଲଗାଇ ରାଷ୍ଟ୍ରପତି ତାଙ୍କ…

ଚାଲିଥିଲା ମ୍ୟାଚ୍‌: ପଡ଼ିଆରେ ହାତାହାତି ହେଲେ ଖେଳାଳି

ଢାକା,୨୯ା୫: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏମର୍ଜିଂ ଦଳର ୪ ଦିନିଆ ମ୍ୟାଚ୍‌ରେ ଏକ ଅପ୍ରିତିକର ଘଟଣା ଘଟିଛି। ମ୍ୟାଚ୍‌ ଚାଲିଥିବା ବେଳେ ଖେଳାଳିଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଖେଳାଳିମାନେ ପରସ୍ପରକୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?