Home Left

ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆର୍‌ଡିସି

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଶନ ସାହୁ ବୁଗୁଡା ଗସ୍ତରେ ଆସିଥିଲେ। ଆରଡିସିଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ସାମିଲ ଥିବାବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ।…

ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା

ନୂଆଦିଲ୍ଲୀ,୧୩।୬: ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ କ୍ରୁ…

ପଛରେ କେତେ ସମ୍ପତ୍ତି ଛାଡି ଦେଇଗଲେ ରୂପାନୀ? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୩।୬: ଅହମଦାବାଦରେ ୧୨ ଜୁନ ୨୦୨୫ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି। ଏୟାର ଇଣ୍ଡିଆର ବିମାନ AI-171, ଯେଉଁଥିରେ ସେ ଯାତ୍ରା କରୁଥିଲେ, ଉଡ଼ାଣ ଭରିବାର କିଛି ମିନିଟ ପରେ ଅହମଦାବାଦର…

ଏଇଠି ହେବ ରୂପାନୀଙ୍କ ଅନ୍ତିମ ସଂସ୍କାର, ପରିଜନଙ୍କୁ ହସ୍ତାନ୍ତର କରାଗଲା ପାର୍ଥିବ ଶରୀର

ନୂଆଦିଲ୍ଲୀ,୧୩।୬: ଗୁରୁବାର (୧୨ ଜୁନ ୨୦୨୫) ଗୁଜୁରାଟର ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହି ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ AI-171 ଅହମଦାବାଦର…

ଜଣାପଡିଲା କାହିଁକି ଘଟିଲା ଏତେ ବଡ଼ ପ୍ଲେନକ୍ରାଶ୍‌! ସାଂଘାତିକ ଖୁଲାସା କଲେ…

ଅହମ୍ମଦାବାଦ, ୧୩।୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ…

ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ

ମାଲକାନଗିରି,୧୩।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍‌କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି…

ଇସ୍ରାଏଲର ପରବର୍ତ୍ତି ଟାର୍ଗେଟ ହେବ ପାକିସ୍ତାନ, ଇରାନ ଟେନସନ ଭିତରେ ଡରିଗଲାଣି ପାକିସ୍ତାନ, ଜାଣନ୍ତୁ କିଏ କରିଛନ୍ତି ଏମିତି ଆଶଙ୍କା

ତେହେରାନ,୧୩।୬: ଶୁକ୍ରବାର ସକାଳେ ଇସ୍ରାଏଲ ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଇରାନର ରିଭଲ୍ୟୁସନାରୀ ଗାର୍ଡ ମୁଖ୍ୟ, ସେନା ମୁଖ୍ୟ ଏବଂ ଅନେକ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା। ସାରା ବିଶ୍ୱରେ ଦୁଇ…

‘ଯଦି ଲ୍ୟାଣ୍ଡିଂ ଗିଅର ଉଠି ନଥାଏ…’, ଏୟାର ଇଣ୍ଡିଆ ଦୁର୍ଘଟଣାରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଉନ୍ମୋଚନ କଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର,୧୩।୬: ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ ତଥା ବିଜୁ ଜନତା ଦଳ (ବିଜେଡି) ନେତା ମନ୍ମଥ ରାଉତରାୟ ଶୁକ୍ରବାର ଗୁଜରାଟର ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ-୧୭୧ ବିମାନର ଯାନ୍ତ୍ରିକ ଅବସ୍ଥା ନେଇ ଚିନ୍ତା ପ୍ରକାଶ କରିଛନ୍ତି, ଯେଉଁଥିରେ କ୍ୟାବିନ କ୍ରୁ…

ହଳ କରୁଥିବା ସମୟରେ ପାଓ୍ବାରଟିଲରରେ ପଶିଗଲା ଗୋଡ଼, ଆଉ ତା’ ପରେ…

ପାଟଣା,୧୩ା୬(ବୀରକିଶୋର ଦାଶ): ପାଓ୍ବାରଟିଲର ସାହାଯ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଲରେ ହଳ କରିଥିବା ସମୟରେ ଅଘଟଣ ଘଟି ହଳ କରୁଥିବା ଯୁବକଙ୍କ ଡାହାଣ ଗୋଡ଼ରେ ଲଙ୍ଗଳ ଫାଳ ପଶି ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ…

ହନିମୁନ୍‌ରେ ଏହି ଅଭିନେତ୍ରୀଙ୍କୁ ଅନ୍ୟ ପୁରଷଙ୍କ ସହ ଶୋଇବାକୁ ବାଧ୍ୟ କରିଥିଲେ ସ୍ବାମୀ: ଆଉ ଏବେ….

ଲଣ୍ଡନରେ ପୋଲୋ ଖେଳୁଥିବା ସମୟରେ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ୫୩ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ହୃଦଘାତ ହୋଇଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କରିସ୍ମା ଏବଂ ସଞ୍ଜୟଙ୍କ ବୈବାହିକ ଜୀବନ…

ଚମତ୍କାର: ବିମାନ ଦୁର୍ଘଟଣା ନିଆଁରେ ମୃତ୍ୟୁ ବରଣ କଲେ ୨୬୫, ଅକ୍ଷତ ଅବସ୍ଥାରେ ମିଳିଲା ‘ଭଗବଦ୍ ଗୀତା’

ଅହମଦାବାଦ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାର ଏକ ଭିଡିଓରେ ଦେଖାଯାଇଛି ଯେ ଜୁନ୍ ୧୨ ଅପରାହ୍ନରେ ଅହମଦାବାଦରେ ହୋଇଥିବା ଭୟାବହ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଭଗ୍ନାବଶେଷରେ ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା ଅକ୍ଷତ ଅବସ୍ଥାରେ ମିଳିଛି, ଯେତେବେଳେ ୨୬୫ ଜଣ…

+୩ ନାମଲେଖା ଆରମ୍ଭ, ଆଜି ପ୍ରଥମ ଦିନରେ ଛାତ୍ରୀଛାତ୍ର…

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଶୁକ୍ରବାରଠାରୁ ରାଜ୍ୟରେ +୩ ପ୍ରଥମ ବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ନାମଲେଖା ଆରମ୍ଭ ହୋଇଛି। ତେଣୁ ଆଜି ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ନିଜର ଆବଶ୍ୟକ ପ୍ରମାଣପତ୍ର ସହ ପହଞ୍ଚି ନାମ ଲେଖାଉଛନ୍ତି। ଆଜି ପ୍ରଥମ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?