Home Left

ଚାଇନା ରଚୁଛି ବଡ଼ ଷଡ଼ଯନ୍ତ୍ର: ସାଂଘାତିକ ଅଭିଯୋଗ ଆଣିଲା RSS

ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ଧର୍ମ ଏବଂ ପରିଚୟ ନାମରେ ଚାଇନା ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନା ତିବ୍ଦତ ସମେତ ହିମାଳୟ ଅଞ୍ଚଳରେ ରହୁଥିବା ବୌଦ୍ଧଙ୍କ ପରିଚୟକୁ…

କୋଟି କୋଟି ଟଙ୍କା ଛାଡି ଯାଇଛନ୍ତି ସଞ୍ଜୟ କପୁର: କରିସ୍ମାଙ୍କୁ ମିଳିବ କେତେ?

ବ୍ୟବସାୟୀ ସଞ୍ଜୟ କପୁର ଆଉ ଏହି ଦୁନିଆରେ ନାହାନ୍ତି। ଜୁନ ୧୨ ତାରିଖରେ ୟୁକେରେ ହୃଦଘାତରେ ସଞ୍ଜୟ କପୁରଙ୍କ ମୃତ୍ୟୁ ଘଟିଛି। ସଞ୍ଜୟ ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ। କରିସ୍ମା ଏବଂ ସଞ୍ଜୟଙ୍କ ଦୁଇଟି ସନ୍ତାନ, ଗୋଟିଏ ଝିଅ…

ଇସ୍ରାଏଲ ଭୟରେ ବଙ୍କରରେ ଲୁଚିଲେଣି ଇରାନର ସୁପ୍ରିମ ଲିଡର, ପରିବାରକୁ ନେଇଛନ୍ତି ସାଙ୍ଗରେ

ତେହେରାନ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି। ଏହି ସମୟରେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇରାନର…

ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ

ଆନନ୍ଦପୁର,୧୬ା୬(ସୁଶାନ୍ତ କୁମାର ସାହୁ): ପୋଖରୀ କୂଳ ଗଛରେ ଝୁଲୁଛି ମୃତଦେହ। ପାରିପାଶର୍‌ବିକ ସ୍ଥିତିରୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ଘଷିପୁରା ଥାନା ଶୈଲଙ୍ଗ ପୋଖରୀ କୂଳ ଗଛରେ ଝୁଲୁଛି ଶୈଲଙ୍ଗ ଗ୍ରାମର ଧରଣୀ ରାଉତଙ୍କ…

ପ୍ରବଳ ରାଗିଗଲେ ନେତାନ୍ୟାହୁ: ଇରାନକୁ ଦେଲେ ଖୋଲା ଧମକ

ଜେରୁଜେଲମ,୧୪ା୬ :ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ରବିବାର ଉଭୟ ପକ୍ଷରୁ ଅନେକ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧ ଯୋଗୁ ଉଭୟ ଦେଶ ପ୍ରଚୁର କ୍ଷତି ସହୁଛନ୍ତି। ଇସ୍ରାଏଲ ଅଭିଯୋଗ କରିଛି ଯେ, ଇରାନ ଏବେ…

ଇସ୍ରାଏଲ-ଇରାନ ଯୁଦ୍ଧରେ କୁଦି ପଡ଼ିଲାଣି ପାକିସ୍ତାନ, ପରମାଣୁ ବୋମା ପକାଇ ଦେବାକୁ ଦେଉଛି ଧମକ

ଇସଲାମାବାଦ,୧୬।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଏହି ସମୟରେ, ପାକିସ୍ତାନ ମଧ୍ୟ ଏହି ବିବାଦରେ ସାମିଲ ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ…

ସାଇକେଲ ଚୋରି କରିବାରୁ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଯୌନାଙ୍ଗରେ ଲଙ୍କା ମାରିଦେଲେ…

ଆଗ୍ରା,୧୬।୬: ଜଗଦୀଶପୁରାର ବୋଦଲା ଅଞ୍ଚଳରେ, ପରିବାରର ସଦସ୍ୟମାନେ ପଡ଼ୋଶୀରେ ରହୁଥିବା ଜଣେ କିଶୋରକୁ ସାଇକେଲ ଚୋରି ସନ୍ଦେହରେ ଏକ ଖୁଣ୍ଟରେ ବାନ୍ଧି ପିଟିଥିଲେ। ତାଙ୍କୁ ଟାଇଲ୍ସ, ବେଲ୍ଟ ଏବଂ ବାଡ଼ିରେ ପିଟିଥିଲେ। ତାଙ୍କୁ ତାଙ୍କ ଅପରାଧ ସ୍ବୀକାର କରିବା ପାଇଁ ସେମାନେ…

ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ,୧୬ା୬: ଗଜପତି ମହାରାଜାଙ୍କ ସାନଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୬୭ ବର୍ଷ ବୟସରେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଥାଟରାଜାଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗଦ୍ୱାରଠାରେ ତାଙ୍କର…

ସ୍ବଦେଶ ଫେରିବାକୁ ଗୁହାରି କଲେଣି ଇରାନରେ ଥିବା ଭାରତୀୟ ଛାତ୍ର

ନୂଆଦିଲ୍ଲୀ/ତେହେରାନ,୧୬।୬: ଇରାନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ନିରାପଦରେ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଇସ୍ରାଏଲୀ ଆକ୍ରମଣ ଯୋଗୁ ସାରା ଦେଶରେ ଇରାନରେ ଫସି ରହିଥିବା ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମଧ୍ୟରୁ ଜଣେ ଇମତିସାଲ…

ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ

ହାଇଦ୍ରାବାଦ,୧୬ା୬: ପୁଣି ବିମାନକୁ ମିଳିଛି ବୋମା ଧମକ। ଫଳରେ ଜର୍ମାନୀ ଫେରିଯାଇଛି ବିମାନ। ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ମଝି ଆକାଶରୁ ୟୁ-ଟର୍ଣ୍ଣ ମାରି ଫେରିଯାଇଛି ବିମାନ। ଉଡ଼ାଣର କିଛି ଘଣ୍ଟା ଭିତରେ ବିମାନ ଫେରିଯାଇଛି। ଏନେଇ ହାଇଦ୍ରାବାଦ…

ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ

ପେରୁ,୧୬।୬: ରବିବାର ପେରୁରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ପରେ ଭୂସ୍ଖଳନ ମଧ୍ୟ ହୋଇଛି। ପେରୁ ସହିତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା…

‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଇରାନ’, ଏମିତି ଦାବି କଲେ ନେତାନ୍ୟାହୁ ଶୁଣିଲେ ସମସ୍ତେ ଚମକି ପଡ଼ିବେ

ଓ୍ବାଶିଂଟନ,୧୬।୬: ଇରାନ ସହିତ ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇରାନର ଇସଲାମିକ ସରକାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଦୁଇଥର ଚେଷ୍ଟା କରିଥିଲା। ଫକ୍ସ ନ୍ୟୁଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?