Posted inଜାତୀୟ

ଏୟାର ଇଣ୍ଡିଆର ୨ ବିମାନ ବାତିଲ

ନୂଆଦିଲ୍ଲୀ,୧୭।୬: ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ କରାଯାଇଛି। ଦିଲ୍ଲୀରୁ ପ୍ୟାରିସ ଯିବାକୁ ଥିବା ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ୟାରିସରୁ ଦିଲ୍ଲୀ ଆସିବାକୁ ଥିବା ବିମାନକୁ ମଧ୍ୟ ବାତିଲ କରାଯାଇଛି।

ଯାନ୍ତ୍ରିକ ତ୍ରୁଟି ଯୋଗୁ AI-143 ଏବଂ AI-142 ବିମାନକୁ ବାତିଲ କରାଯାଇଥିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚୁନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ସାଇଁକୁଳ ମେଡିକାଲ ବେଡ୍‌ରେ ଏକାକାର ରୋଗୀ-ବୁଲା କୁକୁର…

ଆନନ୍ଦପୁର, ୧।୬(ସୁଶାନ୍ତ କୁମାର ସାହୁ): ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ। ଆନନ୍ଦପୁର ଉପଖଣ୍ଡ…

ବିଶ୍ୱକପ୍‌ ଓ୍ବାର୍ମ ଅପ୍‌ ମ୍ୟାଚ୍‌: ଉଜ୍‌ବେକିସ୍ତାନକୁ ୨-୦ ହରାଇଲା କାନାଡା

ଏଡ୍‌ମଣ୍ଟନ,୨ା୬: ବିଶ୍ୱକପ୍‌ ପୂର୍ବରୁ ସୋମବାର ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୨-୦ ଗୋଲ୍‌ରେ ପରାସ୍ତ କରି କାନାଡ଼ା। କାନାଡ଼ା ଜାତୀୟ ଦଳ ସହିତ ତାଙ୍କ ୯୦ତମ…

ଦ୍ରୁତ ଗତିରେ ଯାଉଥିଲା କାର, ସନ୍ଦେହରେ ମାଡ଼ିବସିଲା ପୋଲିସ: ମାଡିବସିଲା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ…

ମୋହନା, ୨।୬(ମନ୍ମଥ ମିଶ୍ର): ଅଡବା ପୋଲିସକୁ ବଡ଼ ସଫଳତା । ସୋମବାର ଅଡବାରୁ ରାଇପଙ୍କାକୁ ପେଟ୍ରୋଲିଂ କରୁଥିବା ସମୟରେ ରାଇପଙ୍କା ଗାଁ ନିକଟରେ ଏକ ଦାମୀ କାର…

RCBର ବିଜୟ ପରେ ବୃନ୍ଦାବନରେ ପହଞ୍ଚିଲେ ଅନୁଷ୍କା, କୋହଲି

ମଥୁରା,୨ା୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସଫଳ ଅଭିଯାନ ପରେ କ୍ରିକେଟର ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା…

ରାୟଗଡ଼ାରେ ବେଦାନ୍ତ ଓ ଅଦାନୀଙ୍କ ମେଗା ଆଲୁମିନା ପ୍ରକଳ୍ପ: ବକ୍ସାଇଟ୍ ବ୍ଲକ୍ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ 

ଥୁଆମୂଳ ରାମପୁର, ୨।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷରୁ କଳାହାଣ୍ଡିର କାର୍ଲାପାଟ ବକ୍ସାଇଟ୍ ବ୍ଲକ୍ ସମେତ ବିଭିନ୍ନ ଖଣିଜ ଅଞ୍ଚଳର ଇ-ନିଲାମ ପ୍ରକ୍ରିୟା…

ବିଭିନ୍ନ ଜିଲାର ମହିଳା ସେଲ ସଭାନେତ୍ରୀଙ୍କ ନାମ ଘୋଷଣା କଲା କଂଗ୍ରେସ: ପ୍ରଗତି ନାୟକ କଳାହାଣ୍ଡି କଂଗ୍ରେସ ମହିଳା ସଭାନେତ୍ରୀ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ରାଜ୍ୟର ବିଭିନ୍ନ ଜିଲାର ମହିଳା ସେଲ ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି…

ପେଟ୍ରୋଲ ଟେନଶନ ଶେଷ! ଜୁନ ୩ରେ ଲଞ୍ଚ୍‌ ହେବ ଦେଶର ପ୍ରଥମ ୧୦୦% ଇଥାନଲ ଚାଳିତ ବାଇକ୍‌, ଜାଣନ୍ତୁ କେତେ ରେଟ୍‌…

ନୂଆଦିଲ୍ଲୀ,୨।୬: ଯଦି ଆପଣ ପେଟ୍ରୋଲର ଆକାଶଛୁଆଁ ଦରକୁ ନେଇ ଚିନ୍ତିତ ଏବଂ ପ୍ରତିଦିନର ଯାତ୍ରା ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି…

୩୦ ଦିନରେ ପହଞ୍ଚିଲା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରେ ସହର ପରିକ୍ରମା

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ): ଛତ୍ରପୁରର ଆରାଧ୍ୟା ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ମଙ୍ଗଳବାର ଯାତ୍ରାର ୩୦ତମ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri