ଏଇ ଭାରତରେ
ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୮ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା…
ସମ୍ପର୍କ ଶିକୁଳି ନ ହେଉ
ବଞ୍ଚିରହିବାର ଲୋଭ ପରି ଯାହା ମଣିଷକୁ ସେହି ପରିମାଣରେ ଓ ସେହି ତୀବ୍ରତାର ସହ ଆକର୍ଷିତ କରିଛି, ତାହା ହେଉଛି ‘ସ୍ବାଧୀନତା’। ତାହା ବ୍ୟକ୍ତି ସ୍ବାଧୀନତା ହେଉ କି ନିଜ ଦେଶମାତୃକାର ସ୍ବାଧୀନତା। କେବଳ ବଞ୍ଚିରହିବା ନୁହେଁ, ସମ୍ମାନର ସହ ଓ…
ସ୍ବାସ୍ଥ୍ୟସେବାରେ ଦନ୍ତ ଚିକିତ୍ସକ ନିଯୁକ୍ତି
ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଛନ୍ତି। ମାତ୍ର ଡାକ୍ତରମାନଙ୍କ ନିଯୁକ୍ତିରେ ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହି ଅନ୍ତରାୟ ସୃଷ୍ଟି କରୁଛ। ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ପରେ ସରକାର…
ମୁଚେରଲାର ଅଙ୍ଗଦାନ
ଅଙ୍ଗଦାନର ଗୁରୁତ୍ୱ ଉପଲବ୍ଧି କରିଛନ୍ତି ତେଲଙ୍ଗାନାର ମୁଚେରଲା ଗ୍ରାମବାସୀ। ହନୁମାକୋଣ୍ଡା ଜିଲାର ଏହି ଗାଁର ୫୦୦ ଅଧିବାସୀ ସେମାନଙ୍କ ମୃତ୍ୟୁପରେ ଚକ୍ଷୁଦାନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି। ଗାଁର ବାସିନ୍ଦା ମଣ୍ଡଲା ରବିନ୍ଦରଙ୍କ ପ୍ରେରଣା ଓ ସଚତନତା ଯୋଗୁ ଏହା ସମ୍ଭବ…
ସଂସଦରେ ମିଛ କହି ସିଙ୍ଗାପୁରର ଭାରତୀୟ ବଂଶୋଦ୍ଭବ ନେତା ଦୋଷୀ
ସିଙ୍ଗାପୁର, ୧୮।୨: ସିଙ୍ଗାପୁରର ବିରୋଧୀ ଦଳ ଓ୍ବାର୍କର୍ସ ପାର୍ଟିର ଭାରତୀୟ ବଂଶୋଦ୍ଭବ ନେତା ପ୍ରୀତମ ସିଂ ଦେଶର ସଂସଦୀୟ କମିଟି ସମ୍ମୁଖରେ ମିଥ୍ୟା ସାକ୍ଷ୍ୟ ଦେଇଥିବା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ସିଙ୍ଗାପୁରର ଏକ ଷ୍ଟେଟ୍ କୋର୍ଟରେ ଡେପୁଟି…
ବାର୍ଥ ଡେ ୱିଶ୍: ଜେଲ ଗଲେ ୧୦୪ ବର୍ଷୀୟା
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍ ନର୍ସିଂ ହୋମ୍ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ ଲିଭିଙ୍ଗଷ୍ଟୋନ୍ କାଉଣ୍ଟି ଜେଲରେ ଜଣେ ବନ୍ଦୀ ଭାବେ ରଖା ଯାଇଥିଲା। ତେବେ ସେ କୌଣସି…
Cyber Attack On Pension: ସାବଧାନ! କରନ୍ତୁନି ଏହି ଭୁଲ୍, ନହେଲେ ହଡ଼ପ ହୋଇଯିବ ସବୁ ପେନସନ
ନୂଆଦିଲ୍ଲୀ,୧୭।୨: ଆପଣଙ୍କୁ ଏବେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି କିନ୍ତୁ ଋଣ ନେବାକୁ ଚାହୁଁନାହଁ। ଏପରି ପରିସ୍ଥିତିରେ, ଟଙ୍କା ଉଠାଇବା ପାଇଁ ଆପଣଙ୍କ ନଜର ପେନସନ ପାଣ୍ଠି କିମ୍ବା ପିଏଫ ପାଣ୍ଠି ଆଡ଼କୁ ଯାଏ। ଆପଣ ଆପଣଙ୍କର ପେନସନରୁ ଯଥାସମ୍ଭବ ଟଙ୍କା…
ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା
ବୋଗୋଟା: କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍ ରାଇଟର ଶକିରା (୪୮) ରବିବାର ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର ରାଜଧାନୀ ଲିମାରେ ହେବାକୁ ଥିବା ଶକିରାଙ୍କ ବହୁ ପ୍ରତୀକ୍ଷିତ ମ୍ୟୁଜିକ୍ କନ୍ସର୍ଟକୁ ବାତିଲ କରିବାକୁ…
ରାଞ୍ଚି ଷ୍ଟେଶନରେ ୫ ମହିଳା ମୂର୍ଚ୍ଛାଗଲେ
ରାଞ୍ଚତ୍,୧୮।୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ମହାକୁମ୍ଭ ମେଳା ଯାତ୍ରୀଙ୍କ ଗହଳି ଯୋଗୁ ଶନିବାର ରାତିରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏହାର ଦିନକ ପରେ ଝାଡ଼ଖଣ୍ଡର ରାଞ୍ଚତ୍ ରେଳଷ୍ଟେଶନରେ କୁମ୍ଭମେଳା ଯାତ୍ରୀଙ୍କ ଅସମ୍ଭାଳ ଭିଡ଼…
ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ…
ଆମେରିକାରେ ପ୍ରବଳ ବର୍ଷା, ଅଧିକାଂଶ ନଦୀରେ ବନ୍ୟା
ଓ୍ବାଶିଂଟନ,୧୮।୨: ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ ୯ଜଣ…
ଆଜିଠାରୁ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପ୍ରାୟ ଏକା ସମୟରେ ଚାଲିବ। ତେବେ ପ୍ରଥମ ଦିନ ବିଜ୍ଞାନ ବିଦ୍ୟାର୍ଥୀମାନେ…
Archives


