Home Left

ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା’ ତୁଝେ ସଲାମ

ନୂଆଦିଲ୍ଲୀ,୧୮।୨: ନାରୀଟିଏ ଯେପରି ପଣ କରିଥାଏ, କିଛି ବି ପରିସ୍ଥିତି ଆସୁ ସେ ତାର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇବ। ମା’ ହୋଇ ତା’ ପଣତ କାନିରେ ସନ୍ତାନକୁ କୋଳେଇ ନେଇ ପାରୁଥିବ ଅନ୍ୟପଟେ ଦେଶ ମାଟିକୁ ସୁରକ୍ଷା ଦେବାପାଇଁ କରିଥିବା…

Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ ବଡ଼ ପରଦାକୁ ଫେରିବେ। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତାମାନେ ‘ସିକନ୍ଦର’ ଏକ ନୂଆ…

Egg vs Paneer: ଓଜନ ହ୍ରାସ ପାଇଁ କେଉଁ ପ୍ରୋଟିନ୍‌ ଅଧିକ ସ୍ବାସ୍ଥ୍ୟକର? ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

ପ୍ରୋଟିନ୍‌ ଆମ ଶରୀର ପାଇଁ ସବୁଠାରୁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ମଧ୍ୟରୁ ଗୋଟିଏ। ଏହା ଆମିନୋ ଏସିଡରେ ଗଠିତ ଏକ ସୂକ୍ଷ୍ମ ପୋଷକ ତତ୍ତ୍ୱ। ଏହା ମାଂସପେଶୀ ବୃଦ୍ଧି ଏବଂ ହରମୋନ ନିୟନ୍ତ୍ରଣକୁ ଉନ୍ନତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ଚମକାଇଦେବ କାହାଣୀ, ଆତଙ୍କବାଦୀ ଲାଡେନଙ୍କୁ ମାରିଥିବା ଟିମ୍‌କୁ ଇଞ୍ଚଟେପ୍‌ ଉପହାର ଦେଇଥିଲେ Barack Obama

ଓ୍ବାଶିଂଟନ୍‌,୧୮।୨: ବିଶ୍ୱର ସବୁଠାରୁ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ Osama bin Laden କୁ ନିପାତ କରାଯିବାର ୧୩ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଆମେରିକୀୟ ସେନାର ଏହି ଗୁପ୍ତ ଅପରେସନ ଆଜି ମଧ୍ୟ ଚର୍ଚ୍ଚାରେ। କାରଣ ସେହି ସମୟରେ ଆମେରିକା…

Elon Musk on Wikipedia: ‘୧ ବିଲିୟନ ଡଲାର ନିଅ, ଆଉ ନାଁ ବଦଳାଇ ଦିଅ, ଓ୍ବିକିପିଡିଆକୁ ଅଫର୍‌ ଦେଲେ ମସ୍କ, ଜାଣନ୍ତୁ କାହିିଁକି

ନ୍ୟୁୟର୍କ,୧୮।୨: ଗତ କିଛି ଦିନ ହେବ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କର ସୋସିଆଲ ପୋଷ୍ଟ ଯୋଗୁ ପ୍ରତିଦିନ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ଏପରି ପୋଷ୍ଟ କରନ୍ତି, ଯାହା ସାରା ବିଶ୍ୱର ଗଣମାଧ୍ୟମରେ ଆଲୋଚନା ହୁଏ। ସେ…

ପିଲାଙ୍କୁ ଡାଏବେଟିସ୍‌ରୁ କେମିତି କରିବେ ରକ୍ଷା: ଏହି ୫ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

ଡାଏବେଟିସ୍‌ ଏବେ କେବଳ ବୟସ୍କଙ୍କୁ ନୁହେଁ, ଛୋଟ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଭାରତରେ ପିଲାମାନଙ୍କ ମଧ୍ୟରେ ଏହି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଚିନ୍ତାର ବିଷୟ। ଏତେ କମ ବୟସରେ ଡାଏବେଟିସ ହେବା ଦାରା ଓଜନ ବୃଦ୍ଧି,…

ମଙ୍ଗଳବାର ଦେଇଥାନ୍ତେ ପରୀକ୍ଷା ସୋମବାର ରାତିରେ ବାପାଙ୍କୁ ଶେଷ ଚିଠିଲେଖି ନେଲେ ଏମିତି ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୮।୨: ବୁଧବାର ପରୀକ୍ଷା ଦେଇଥାନ୍ତେ । ମଙ୍ଗଳବାର ମିଳିଲା ଝୁଲନ୍ତା ମୃତଦେହ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପରିତ୍ୟକ୍ତ ସି-ସୋର୍‌ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ହେଲେ  ସୁମନ ବିଶ୍ବାଳ ।  ଏକ ଘରୋଇ…

Kumbh Mela ପରେ ଗଙ୍ଗାପାଣିରେ ମିଳିଲା କ୍ଷତିକାରକ ବ୍ୟାକ୍ଟେରିଆ, ସ୍ନାନ କରିଥିଲେ ହୋଇପାରେ…ଚମକାଇଦେବ ରିପୋର୍ଟ

ନୂଆଦିଲ୍ଲୀ,୧୮।୨: ନିକଟରେ କୁମ୍ଭମେଳା ସରିଥିବାବେଳେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ମଳ କୋଲିଫର୍ମ…

ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମାମଲା, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮।୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢ଼ିଯାଇଛି। ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହାକୁ ଅନୁମୋଦନ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଗତ ଶୁକ୍ରବାର…

ସଇତାନ ସାଜିଲେ ପୁଅ: ଲୁହାରଡ଼ରେ ବାପାଙ୍କୁ ପିଟି ମାରିଲେ

ପଦ୍ମପୁର,୧୮।୨: ପୁଅଙ୍କ ଲୁହାରଡ଼ ମାଡ଼ରେ ବାପା ମୃତ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଷିଆ ସାମୁଦ୍ରିକ ଥାନା ଅଧୀନ ଗୋପବନ୍ଧୁ ନଗର ପଞ୍ଚାୟତ ବୁଢୀଛକଠାରେ । ମୃତ ବ୍ୟକ୍ତି ହେଲେ ଦୁଃଖିରାମ ମଣ୍ଡଳ…

ବୁମ୍‌ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା

ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍‌ ବୋଲିଂ ଉପରେ ଭରସା ରଖିଛି। ଶାମି ଯଦି ତାଙ୍କ ବୋଲିଂରେ ଚମତ୍କାରିତା ଦେଖାନ୍ତି ତେବେ ଭାରତ ୧୨ବର୍ଷ ପରେ…

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ଆସୁଛି। ଏବେ ତାଙ୍କର ଆଉ ଏକ ଭିଡିଓ ଚର୍ଚ୍ଚାରେ ଅଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri