Home Left

ପ୍ରେମ ବିବାହ କରି ହନିମୁନ୍‌ ପାଇଁ ଯାଇଥିଲେ ନବଦମ୍ପତି, ପରେ ସ୍ତ୍ରୀଙ୍କୁ ଟ୍ରେନ୍‌ ଆଗକୁ ଠେଲିଦେଲେ ସ୍ବାମୀ, ଶାଳୀ କହିଲେ…

ରାଞ୍ଚି,୫ା୭: ଝାଡ଼ଖଣ୍ଡର ରାମଗଡ଼ରେ ପ୍ରେମ ବିବାହ ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେ ତାଙ୍କ ପରିବାର ବିରୋଧରେ ଯାଇ ପ୍ରେମିକଙ୍କୁ ବିବାହ କରିଥିଲେ। ସେହି ପ୍ରେମିକ ହିଁ ବିଶ୍ୱାସଘାତକ ସାବ୍ୟସ୍ତ ହୋଇଛନ୍ତି। ପ୍ରେମିକରୁ ସ୍ବାମୀ ହେବା ମାତ୍ରେ ସେ ତାଙ୍କ…

ସତ ହୋଇଗଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୧୦୦୦ରୁ ଅଧିକ ଭୂକମ୍ପରେ ଥରିଲା ମାଟି, ସମୁଦ୍ରରେ…

ଟୋକିଓ, ୫।୭: ଜାପାନର ପ୍ରଖ୍ୟାତ ମାଙ୍ଗା କଳାକାର ରିୟୋ ତାତସୁକିଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ଏବେ ଆତଙ୍କ ସୃଷ୍ଟି କରିଛି। ତାଙ୍କର ୨୦୨୧ ମାଙ୍ଗା “ଦ ଫ୍ୟୁଚର ଆଇ ସ’”ରେ ସେ ଜୁଲାଇ ୫, ୨୦୨୫ରେ ଜାପାନରେ ଏକ ବିନାଶକାରୀ…

ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ନୂଆ ଟ୍ବିଷ୍ଟ୍‌: ସବୁ ପ୍ଲାନ୍‌ ରଚିଥିଲେ ଯୁବତୀ

ପୁଣେ,୫ା୭:ମହାରାଷ୍ଟ୍ରର ପୁଣେ ସହର କୋନ୍ଧଓ୍ବା ଅଞ୍ଚଳରେ ଥିବା ଏକ ହାଉସିଂ ସୋସାଇଟିରେ ବୁଧବାର ରାତିରେ ମହିଳା ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଜଣକ ଅପରିଚିତ ନ ଥିଲେ। ସେ ଯୁବତୀଙ୍କ ବନ୍ଧୁ ବୋଲି ପୋଲିସ ଶୁକ୍ରବାର କହିଛି। ପୋଲିସ ଅଭିଯୁକ୍ତଙ୍କୁ…

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂର ଦୃଷ୍ଟିଦାତା

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡଃ.…

ରଥଯାତ୍ରା ଡ୍ୟୁଟିକୁ ଆସୁଥିଲେ ମହିଳା କନଷ୍ଟେବଳ, ପଛରୁ ପିଟିଲା ଟ୍ରେଲର, ଆଉ ତା’ ପରେ…

ରାୟଗଡ଼ା,୫ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ୨…

ଭୟଙ୍କର! କୁନିପୁଅକୁ ବୋହୂ ବେଶ କରି ପାଣିଟାଙ୍କିକୁ ଡେଇଁ ପଡିଲେ ପୂରା ପରିବାର, ତା’ପରେ…

ନୂଆଦିଲ୍ଲୀ,୫।୭: ରାଜସ୍ଥାନର ବାଡ଼ମେରରୁ ଏକ ଅଜବ ଏବଂ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଣି ଟାଙ୍କିରେ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ ଏବଂ ଦୁଇଟି ଛୋଟ ପିଲା ଅଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି…

୭ ବର୍ଷ ପରେ ମହମ୍ମଦ ଶାମିଙ୍କୁ ‘I Love You’ କହିଲେ ହାସିନ ଜାହାଁ: ସୁଧୁରିଯିବ କି ସମ୍ପର୍କ

ନୂଆଦିଲ୍ଲୀ,୫।୭: ଭାରତୀୟ ଷ୍ଟାର୍‌ ବୋଲର୍‌ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାଁ ପ୍ରାୟ ୭ ବର୍ଷ ଧରି ଅଲଗା ରହୁଛନ୍ତି। କଲିକତା ହାଇକୋର୍ଟ ହାସିନଙ୍କ ଭରଣପୋଷଣ ଆବେଦନର ଶୁଣାଣି କରି ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପ୍ରତି…

ଆର୍ଜେଣ୍ଟିନାରେ ପହଞ୍ଚିଲେ ମୋଦି: ୫୭ ବର୍ଷ ପ୍ରଥମଥର ଘଟିଲା…

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ। କାରଣ ଗତ ୫୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ…

ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ…

ପୁଟିନ୍‌ଙ୍କ ସହ ମିଶି ସବୁଠୁ ବଡ଼ ଡିଲ୍‌ କଲା ଭାରତ, ଆମେରିକା ଥରହର!

ନୂଆଦିଲ୍‌ଲୀ,୫।୭: ଗତ କିଛି ଦିନ ଧରି ଆମେରିକୀୟ ବିଲ୍‌ ବିଷୟରେ ବହୁତ ଆଲୋଚନା ହେଉଛି। ଯାହା ଅଧୀନରେ ଆମେରିକା ସେହି ଦେଶଗୁଡ଼ିକ ଉପରେ 500 ପ୍ରତିଶତ ଶୁଳ୍କ ଲଗାଇବ, ଯେଉଁମାନେ ରୁଷୀୟ ତେଲ ଆମଦାନୀ କରୁଛନ୍ତି। ଏହି ବିଲ ଆଣିବାର ଉଦ୍ଦେଶ୍ୟ…

ଏମିତି ପତ୍ରରେ ଖାଇଲେ ପ୍ରଧାନମନ୍ତ୍ରୀ ମୋଦି: ସ୍ବତନ୍ତ୍ରତା ଜାଣିଲେ…

ତ୍ରିନିଦାଦ ଏବଂ ଟୋବାଗୋ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି…

ମୋଦିଙ୍କୁ ସବୁଠୁ ବଡ଼ ଆଟାକ୍‌ କଲେ ରାହୁଲ, କହିଲେ ଯେତେ ଛାତି ପିଟିଲେ ବି…

ନୂଆଦିଲ୍‌ଲୀ,୫।୭: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଟାର୍ଗେଟ କରିଛନ୍ତି। ଏଥର ସେ ଆମେରିକାର ଶୁଳ୍କ ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଣଠେସା କରିଛନ୍ତି। ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?