Home Left

ରାସ୍ତାକଡ଼ ଦୋକାନୀଙ୍କଠାରୁ ଜରିମାନା କଟିଲା ପୋଲିସ

ଭଦ୍ରକ,୨୨।୨(ସନାତନ ରାଉତ): ଭଦ୍ରକ ସହର ମୁଖ୍ୟ ରାସ୍ତାପାର୍ଶ୍ୱରୁ ଉଠା ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଏବେ ପୁଣି ରାସ୍ତା ପାର୍ଶ୍ୱ କବ୍ଜା କରିଥିଲେ ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀ l ଶନିବାର ସକାଳୁ ଟାଉନ ପୋଲିସ ପୌରପାଳିକା…

ଦରମା ନ ପାଇ ମୂଲ ଲାଗିବାକୁ ଛୁଟି ମାଗିଥିଲେ ଶିକ୍ଷକ, ଖବର ପ୍ରସାରଣ ପରେ ମିଳିଲା ଦରମା

ବଲାଙ୍ଗୀର,୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର): ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ…

Air India ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଭଙ୍ଗା ସିଟ୍‌: ଟୁଇଟ୍‌ କରି ବଖାଣିଲେ ଯନ୍ତ୍ରଣା

ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏୟାର ଇଣ୍ଡିଆର ଏକ ବିମାନରେ ଭଙ୍ଗା ସିଟରେ ଯାତ୍ରା କରିବାକୁ ପଡିଲା। ଏ ସମ୍ପର୍କରେ ସେ ତାଙ୍କ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବରାଜ କହିଛନ୍ତି ଯେ ଏୟାର ଇଣ୍ଡିଆ…

Fake Notes: ମାର୍କେଟରେ ନେଣଦେଣ କରୁଛନ୍ତି କି ନକଲି ନୋଟ୍‌, ୭ବର୍ଷ ଜେଲଦଣ୍ଡ ସହ ଭରିବାକୁ ପଡିବ ଏତେ ଟଙ୍କା

ୟୁପିର ଜାଲୌନର ଅତିରିକ୍ତ ଜିଲା କୋର୍ଟ ୧୩ ବର୍ଷ ପୁରୁଣା ନକଲି ନୋଟ ରଖିବା ମାମଲାରେ ଦୁଇ ଜଣଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡ ସୱରୂପ, ଉଭୟଙ୍କୁ ୧୦-୧୦ ବର୍ଷ ଜେଲଦଣ୍ଡ ଏବଂ ୨୦,୦୦୦ ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଯଦି ଜରିମାନା…

ପ୍ରତି ମିନିଟ୍‌ରେ ୮ କୋଟି ଟଙ୍କା କ୍ଷତି ସହୁଛନ୍ତି ଏଲନ ମସ୍କ, ତଥାପି ନମ୍ବର-୧: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨୨।୨: ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ ଗତ ୭୫ ଦିନରେ ଅନେକ କ୍ଷତି ସହିଛନ୍ତି। ଡିସେମ୍ବର ୧୮ ତାରିଖ ପରଠାରୁ ଟେସଲା ମାଲିକଙ୍କ ମୋଟ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ଏସିଆର ସବୁଠାରୁ ଧନୀ…

ଡାଇବେଟିସ୍‌ ରୋଗୀ ଭୁଲ୍‌ରେ ବି ଛୁଅନ୍ତୁ ନାହିଁ ଏହି ଫଳ, ବଢ଼ିଯାଏ ସୁଗାର ଲେବଲ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସ୍‌ ବା ମଧୁମେହ ରୋଗରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ।ଡାଇବେଟିସ୍‌ ଏମିତି ଏକ ରୋଗ…

Mahashivratri 2025: ୧୪୯ ବର୍ଷ ପରେ ଶିବରାତ୍ରୀରେ ପଡୁଛି ମହାସଂଯୋଗ, ଶନିଙ୍କ ପୀଡାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି କାମ

ଚଳିତ ବର୍ଷ Mahashivratri କୁ ବହୁତ ସ୍ବତନ୍ତ୍ର ବୋଲି ବିବେଚନା କରାଯାଉଛି। କାରଣ ଏହି ଶିବରାତ୍ରି ଦିନ ସୂର୍ଯ୍ୟ, ବୁଧ ଏବଂ ଶନି କୁମ୍ଭ ରାଶିରେ ଏକତ୍ର ଅବସ୍ଥାନ କରିବାକୁ ଯାଉଛନ୍ତି। ପ୍ରାୟ ୧୪୯ ବର୍ଷ ପରେ, ଏହି ତିନୋଟି ଗ୍ରହର…

Sim Card Scam:ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଇପାରେ ଆପଣଙ୍କ ସିମ କାର୍ଡ: ଜାଣନ୍ତୁ କେମିତି ରହିବେ ସତର୍କ

ପ୍ରଯୁକ୍ତିବିଦ୍ୟା ଆଗକୁ ବଢ଼ିବା ସହିତ ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି। ଆଜିକାଲି ବହୁତ କମ୍‌ ଲୋକ ଅଛନ୍ତି, ଯାହାଙ୍କ ପାଖରେ ମୋବାଇଲ ନାହିଁ। ମୋବାଇଲ ବ୍ୟବହାର କରିବାକୁ ହେଲେ, ସିମ୍‌ କାର୍ଡ ମଧ୍ୟ ରହିବା ଆବଶ୍ୟକ।…

ପାଓ୍ବାରଙ୍କୁ ପାଣି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨ା୨: ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ୯୮ତମ ଅଖିଳ ଭାରତୀୟ ମରାଠୀ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେଇଥିଲେ। ଦୁଇଜଣ ବ୍ୟକ୍ତି କାର୍ଯ୍ୟକ୍ରମ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପାଓ୍ବାରଙ୍କୁ ଧରି ମଞ୍ଚକୁ ଆସିଲେ। ଉଦ୍‌ଘାଟନ ପାଇଁ…

କାନାଡ଼ାରୁ ଆସିଲେ କନ୍ୟାଯାତ୍ରୀ,ଗହମ କିଆରିରେ ହେଲା ବିବାହ: ଉପହାରରେ ବର-କନ୍ୟା ଦେଲେ ଏମିତି ଜିନିଷ…

ଫିରୋଜପୁର,୨୨।୨: ପଞ୍ଜାବର ଫିରୋଜପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ସାଧାରଣତଃ ବର ବିବାହ ଶୋଭାଯାତ୍ରା ସହିତ କନ୍ୟା ଘରକୁ ଯାଏ। କିନ୍ତୁ ଏହି ବିବାହରେ, କନ୍ୟା ସାତ ସମୁଦ୍ର ପାରି ହୋଇ ବିବାହ ଶୋଭାଯାତ୍ରା ସହିତ ବର ଘରେ ପହଞ୍ଚିଥିଲେ।…

ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ୧ ହଜାର ୬୩୨…

କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୨।୨:ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାଇପ୍‌ ଏର୍ଡୋଗାନ୍‌ କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହଓ୍ବାଜ ଶରିଫ୍‌ଙ୍କ ସହ ଆଲୋଚନା ପରେ ଏର୍ଡୋଗାନ୍‌ କଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଜାତିସଂଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri