Home Left

ଏହି ଅଷ୍ଟ୍ରେଲିୟ ବ୍ୟକ୍ତିଙ୍କ ହିନ୍ଦୀ ଶୁଣି ଚମକି ଯାଉଛନ୍ତି ଭାରତୀୟ, Video ଦେଖିଲେ କହିବେ ଅବିଶ୍ୱସନୀୟ…

ଆଜିକାଲି ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। କାରଣ ସେ ଜଣେ ବିଦେଶୀ ହୋଇଥିଲେ ହେଁ ଅନର୍ଗଳ ହିନ୍ଦୀ କହିପାରୁଛନ୍ତି। ଅନ୍ୟ କୌଣସି ଦେଶର ଭାଷା ଶିଖିବା ଏବଂ ଏତେ ସରଳ ଭାବେ କହିବା ସାଧାରଣ କଥା ନୁହେଁ।…

କିଏ ସେହି ଶକ୍ତିକାନ୍ତ ଦାସ, ଯିଏ ହେଲେ PM ମୋଦିଙ୍କ ପ୍ରଧାନ ସଚିବ-୨, PMOରେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗଭର୍ଣ୍ଣର ପଦରୁ ଗତ ବର୍ଷ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ-୨ ଭାବରେ ନିଯୁକ୍ତ କରାଯାଇଛି। ଶନିବାର କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏହି ପଦବୀରେ ତାଙ୍କର…

PF balance: UAN ନ ଥାଇ ବି ଏଭଳି ଯାଞ୍ଚ କରିପାରିବେ ନିଜର PF ଆକାଉଣ୍ଟ ବାଲାନ୍ସ, ଜାଣନ୍ତୁ ସହଜ ଉପାୟ!

ନୂଆଦିଲ୍ଲୀ,୨୨।୨: ଯଦି ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ନାହିଁ ଏବଂ ଆପଣ ଆପଣଙ୍କର EPF ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। EPFO ଏହାର ସଦସ୍ୟମାନଙ୍କୁ SMS ଏବଂ ମିସ୍ଡ କଲ ମାଧ୍ୟମରେ ବାଲାନ୍ସ…

ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର

ଛତ୍ରପୁର,୨୨ା୨(ସନ୍ତୋଷ ପାଢୀ/ ଦିଲ୍ଲୀପ ସାମଲ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ଛତ୍ରପୁର ସର୍କିଟ ହାଉସ୍‌ରେ ସମୀକ୍ଷା ବୈଠକ କରିଛନ୍ତି। ଧାନକିଣା ଓ ରାଶନକାର୍ଡ ପାଇଁ ଇ-କେୱାଇସିର ଅଗ୍ରଗତି,…

ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ…

ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ…

ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି/ଚିକିଟି,୨୨ା୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଜଗବନ୍ଧୁ ବାର୍ଲା ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଚିକୁ ଓରଫ ଇ.କାଳିଆଙ୍କୁ ଶନିବାର ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍‌ କୋର୍ଟକୁ ଚାଲାଣ କରିଛନ୍ତି।…

ମୋଦି କୁହନ୍ତୁ ଆମେରିକାଠାରୁ ୨୧ ମିଲିୟନ ଡଲାର ନେଇଛନ୍ତି ନା ନାହିଁ? ରାଜନୀତି ହେଉଛି ସରଗରମ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା USAID ସମ୍ପର୍କରେ କରାଯାଇଥିବା ଦାବି ପରେ ଭାରତୀୟ ରାଜନୀତିରେ ଏକ ହଇଚଇ ସୃଷ୍ଟି ହୋଇଛି। ସଦ୍ୟତମ ଘଟଣାକ୍ରମରେ, କଂଗ୍ରେସ ନେତା ପବନ ଖେରା ଶନିବାର (୨୨ ଫେବୃଆରୀ, ୨୦୨୫) ଶାସକ ଦଳ ଭାରତୀୟ…

କେରଳରେ ପରିବାରର ୨ ସଦସ୍ୟଙ୍କ ସହ ଆତ୍ମହତ୍ୟା କଲେ ପ୍ରଥମ JPSC ଟପ୍ପର ତଥା ସିବିଆଇ ଅଭିଯୁକ୍ତ

କୋଚି,୨୨।୨: ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନ (JPSC) ପରୀକ୍ଷାର ପୂର୍ବତନ ଟପ୍ପର ଶାଲିନୀ ବିଜୟ, ତାଙ୍କ ଭାଇ ମନୀଷ ବିଜୟ ଯେ କି ଜଣେ IRS ଅଧିକାରୀ ଏବଂ ମାଆ ଶକୁନ୍ତଳାଙ୍କ ସହ କେରଳରେ ମୃତ ଅବସ୍ଥାରେ ମିଳିଛନ୍ତି। ପ୍ରଥମ ଜେପିଏସସି…

ପୁଣି ଟ୍ରେନ୍‌ ଦୁର୍ଘଟଣା: ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନରୁ ଖସିପଡ଼ିଲା ବ୍ୟାଟେରି

ସୋର,୨୨।୨(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଷ୍ଟେଶନ ନିକଟ ସର୍ବରା ଷ୍ଟେଶନର କିଛି ଦୂରରେ ଶନିବାର ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ପଶ୍ଚିମବଙ୍ଗର ନ୍ୟୁଜଲପାଇଗୁଡିରୁ ଚେନ୍ନାଇ ସେଣ୍ଟ୍ରାଲ ଅଭିମୁଖେ ଯାଉଥିବା ବେଳେ ବ୍ୟାଟେରି ସହିତ ଅନ୍ୟ…

BMW ଭଳି ବାଇକ୍‌ ନିର୍ମାଣ କରିଥିବା TVSର ଫୁଲ୍‌ ଫର୍ମ ଜାଣନ୍ତି କି?

ନୂଆଦିଲ୍ଲୀ,୨୨।୨: ଟିଭିଏସ୍‌ର ଫୁଲ୍‌ ଫର୍ମ ହେଉଛି ଥିରୁକ୍କୁରୁଗୁଡ଼ି ଭେଙ୍ଗାରାମ ସୁନ୍ଦରମ୍‌। ଏହା ଟିିଭିଏସ୍‌ ସମୂହର ସଂସ୍ଥାପକଙ୍କ ନାମ। ୧୯୧୧ରେ ଏହି କମ୍ପାନୀର ଶୁଭାରମ୍ଭ କରାଯାଇଥିଲା। ପ୍ରଥମେ ଏହା ବସ୍‌ ସେବା ପ୍ରଦାନ କରୁଥିଲା। ଆରମ୍ଭରୁ TVS ସୁଜୁକି ସହ ଚୁକ୍ତି କରିଥିଲା।…

IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ…

ନୂଆଦିଲ୍ଲୀ,୨୨।୨: ୨୩ ଫେବୃଆରୀ ରବିବାର ଦୁବାଇରେ ସବୁଠାରୁ ବଡ଼ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପର ସହିତ ମୁକାବିଲା କରିବେ। ଏହି ମ୍ୟାଚ୍‌ ପାଇଁ ଉଭୟ…

ରାଗରେ କ’ଣ କୁହେ ମଣିଷ ଜାଣେ ନାହିଁ, ପାଟିରେ ଭରି ରହିଛି…

ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ କଥାକୁ ଅମୃତ ବୋଲି ବର୍ଣ୍ଣନା କରିଛନ୍ତି। ସେଠାରେ ଏହାକୁ ବିଷ ବୋଲି ମଧ୍ୟ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri