Home Left

ବନ୍ଧ ବାନ୍ଧି ଅଟକାଯାଉଛି  ରୁଷିକଲ୍ୟା ଜଳ:  ତଳ ମୁଣ୍ଡରେ ପାଣି ପାଇଁ ଡହଳବିକଳ ଲୋକେ 

ପୁରୁଷୋତ୍ତମପୁର,୨୨।୨ (ସିମାଞ୍ଚଳ ମିଶ୍ର): ଫେବୃଆରୀ ନ ସରୁଣୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଲୋକେ ପାଣି ପାଇଁ  ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ  ହେଉଛନ୍ତି। ରୁଷିକଲ୍ୟା ନଦୀର ଭୀମପୁର ଓ କନକା  ଅଞ୍ଚଳରୁ ଖୋଳା ଚାଲିଛି ବାଲି। ବର୍ତ୍ତମାନ ନଦୀରେ ପାଣି…

କର୍ନାଟକ ଦେବାଳିଆ ହୋଇ ନାହିଁ, ଭାଜପାର ଦାବିକୁ ଖଣ୍ଡନ କଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୨।୨: ବିରୋଧୀଙ୍କ ଦ୍ୱାରା ଲଗାଯାଇଥିବା ଆର୍ଥିକ ସଙ୍କଟର ଅଭିଯୋଗକୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାଜପା ପକ୍ଷରୁ ଦାବି କରାଯାଇଥିଲା ଯେ ରାଜ୍ୟର ଆର୍ଥିକ ଅବସ୍ଥା ଭୁଶୁଡ଼ି ପଡ଼ିବା ଦ୍ୱାରରେ ପହଞ୍ଚିଛି ଏବଂ ସରକାରଙ୍କ ଅର୍ଥନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଏହି ମହିଳା ସାଜିବେ କି ଭାରତୀୟ ବୋହୂ, ଜାଣନ୍ତୁ Kash Patelଙ୍କ ଲେଡି ଲଭ୍‌ଙ୍କ ବିଷୟରେ…

ଓ୍ବାଶିଂଟନ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ଏବଂ ଭାରତୀୟ ବଂଶୋଦ୍ଭବ Kash Patel ଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI)ର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିକୁ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନେତୃତ୍ୱ ଗଠନରେ…

ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…

ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ…

Husband-Wife Age Difference: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେତେ ବୟସ ଗ୍ୟାପ୍‌ ରହିବା ଉଚିତ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

Husband-Wife Age Difference: ବିବାହ ସମୟରେ, ସୱାମୀ-ସ୍ତ୍ରୀ ମଧ୍ୟରେ ୧୦-୧୫ ବର୍ଷର ପାର୍ଥକ୍ୟ ସାଧାରଣ ଭାବରେ ବିବେଚନା କରାଯାଏ ଏବଂ ସ୍ବାମୀ ସ୍ତ୍ରୀଠୁ ବଡ ହେବା ଜରୁରୀ। କିନ୍ତୁ ଯଦି ଆମେ ବାସ୍ତବରେ ଦେଖିବା ଆମ ସମାଜରେ ଅନେକ ସଫଳ ଦମ୍ପତି…

ବିନା ଖର୍ଚ୍ଚରେ ରୁହନ୍ତୁ ସମ୍ପୂର୍ଣ୍ଣ ଫିଟ

ଓ୍ବାଶିଂଟନ: ଲୋକମାନେ ଫିଟ ରହିବା ପାଇଁ କେତେ କ’ଣ ଉପାୟ ଆଣାଇଥାଆନ୍ତି। ଜିମରେ ଘଣ୍ଟା ଘଣ୍ଟା ବିତାନ୍ତି। ସକାଳ ଏବଂ ସାରେ ଚାଲିଥାଆନ୍ତି। ତଥାପି ଚେହେରାରେ ଆସିଯାଇଥିବା କୁଞ୍ଚନ କମି ନ ଥାଏ। କିନ୍ତୁ ଜଣେ ଡାକ୍ତର ଏକ ଚମତ୍କାର ସମାଧାନ…

ଏଣିକି ମୁସ୍‌ଲିମ୍‌ ବିଧାୟକଙ୍କୁ ମିଳିବ ନାହିଁ ‘Namaz Break’…୯୦ ବର୍ଷର ପରମ୍ପରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ  

ଦିସ୍‌ପୁର,୨୨।୨: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ବିଧାନସଭାରେ ଦଶନ୍ଧି ଧରି ଚାଲିଆସୁଥିବା ‘Namaz Break’ ଅର୍ଥାତ ‘ନମାଜ୍‌ ପାଇଁ ବିରତି’ ପରମ୍ପରାକୁ ସରକାର ସମାପ୍ତ କରିଛନ୍ତି। ଯଦିଓ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟ ମାସରେ ନିଆଯାଇଥିଲା, ହେଲେ ବଜେଟ ଅଧିବେଶନ…

‘ନୀତୀଶଙ୍କ ପୁଅଙ୍କୁ ରାଜନୀତିରେ ସ୍ବାଗତ’, ମାଂଝି କହିଲେ ନେତାଙ୍କ ପୁଅ ନେତା ହେଲେ କାହିଁକି ଉଠୁଛି ପ୍ରଶ୍ନ

ପାଟନା,୨୨।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ ରାଜନୀତିରେ ପ୍ରବେଶ କରିପାରନ୍ତି। ଏହାକୁ ନେଇ କଳ୍ପନାଜଳ୍ପନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ରାଜନୀତିରେ ପ୍ରବେଶ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝି ତାଙ୍କୁ ସମର୍ଥନ କରିଛନ୍ତି। ମାଂଝି…

ଆରପାରିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ: ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୨।୨: ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ସେ ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏ ନେଇ…

କଂଗ୍ରେସ କ୍ୟାମ୍ପରେ ହଲଚଲ୍‌ : ଯୋଗଦେଲେ ସମସ୍ତ ବିଧାୟକ, ଚାଲିଛିକି….

ଭୁବନେଶ୍ୱର,୨୨।୨: ପିସିସି ସଭାପତି ନିୁଯୁକ୍ତ ପରେ ରାଜ୍ୟରେ କଂଗ୍ରେସ ଆକ୍ସନ ମୋଡକୁ ଆସିଛି। କଂଗ୍ରେସ କ୍ୟାମ୍ପରେ ହଲଚଲ୍‌ ମିଶନ ଘର ସଜଡା। ପ୍ରଥମେ ଦଳରୁ ବହିଷ୍କୃତ ଏବଂ ଦଳ ଛାଡିଥିବା ନେତାଙ୍କୁ ଘରବାହୁଡ଼ା ପାଇଁ ଅନୁରୋଧ କରାଗଲା । ପରେ ଭୁବନେଶ୍ୱରୁ…

ଭାରତର ରାସ୍ତାରେ ଚାଲିଲାଣି ଆମେରିକା! ଜାଣନ୍ତୁ କେମିତି ମୋଦିଙ୍କୁ କପି କରୁଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୨୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ୩ବର୍ଷ ଧରି ଚାଲିଛି। ଯୁଦ୍ଧ ଏବେ ବି ଜାରି ରହିଛି। ଏହାକୁ ନେଇ ଶାନ୍ତିର ପଥ ମଧ୍ୟ ଅନୁସନ୍ଧାନ କରାଯାଉଛି। ଏବେ ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶେଷ କରିବାର କମାଣ ନିଜ ହାତକୁ ନେଇଛନ୍ତି। ୟୁକ୍ରେନ ଯୁଦ୍ଧ…

Champions Trophy 2025: ଲାହୋରରେ ଶୁଭିଲା ଭାରତର ଜାତୀୟ ସଙ୍ଗୀତ, ତାଜୁବ ହୋଇଗଲେ ଦର୍ଶକ, ଭିଡିଓ ଭାଇରାଲ

ଲାହୋର,୨୨।୨: ଶନିବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ Champions Trophy 2025 ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆରମ୍ଭରେ, ଯେତେବେଳେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳିମାନେ ଜାତୀୟ ସଙ୍ଗୀତ ପାଇଁ ମଇଦାନରେ ଠିଆ ହୋଇଥିଲେ, ସେତେବେଳେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri