ସରପଞ୍ଚ, ସମିତି ସଭ୍ୟ ଆଣିଲେ ସାଂଘାତିକ ଅଭିଯୋଗ
କେସିଙ୍ଗା,୨୨ା୨(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପୂର୍ବତନ ବିଡିଓ ମିଥ୍ୟା ବିଲ୍ କରି ଟଙ୍କା ଆତ୍ମସାତ୍ କରିଥିବା ନେଇ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରରେ ଦର୍ଶାଯାଇଛି, ଏହି ବ୍ଲକରେ ଆମ ଓଡ଼ିଶା…
କେନ୍ଦ୍ର ୧୦ କୋଟି ଦେଲେ ବି ଲାଗୁ କରିବୁ ନାହିଁ NEP, ଜାଣନ୍ତୁ ଶିକ୍ଷା ନୀତିକୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ
କୁଡ୍ଡାଲୋରା,୨୨।୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ଦେଲେ ମଧ୍ୟ ସେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ କରିବାକୁ ରାଜି ହେବେ ନାହିଁ। ଷ୍ଟାଲିନ କହିଥିଲେ, କେନ୍ଦ୍ର କହୁଛି…
Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍ଲାଇନ୍ ଜାରି କଲେ ସରକାର, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି ସରକାରୀ…
ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ
ହାଇଦ୍ରାବାଦ,୨୨।୨; ତେଲଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୮ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି। ନଗରକୁର୍ନୁଲ ଜିଲାର ଶ୍ରୀଶୈଲମ ଡ୍ୟାମ୍ ପଛ ପାର୍ଶ୍ୱରେ ଥିବା ଉକ୍ତ ଟନେଲ୍ର ଲିକ୍ ମରାମତି କରିବା…
ନଷ୍ଟ ହେଉଛି ଚାରା, ଦାୟିତ୍ୱ ତୁଲାଉନି ଜଙ୍ଗଲ ପରିବେଶ ବିଭାଗ
ରାଇକିଆ,୨୨ା୨(ପ୍ରଦୀପ ବେହେରା): ଚାରାରୋପଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏହାର ସୁରକ୍ଷା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଯାଉଛି।…
ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ ଦରକାର
ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗଠନର ଜାତୀୟ ଉପାଧ୍ୟକ୍ଷ ସଚିନ ନାୟକ ଜାତୀୟ କଂଗ୍ରେସର ପତାକାକୁ ଉତ୍ତୋଳନ ସହିତ କାର୍ଯ୍ୟକ୍ରମର…
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଆଁ
ବ୍ରହ୍ମପୁର,୨୨।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ଲାଠି ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ୫ଟି ଦୋକାନ ଜଳିଯାଇଛି। ଜଳଖିଆ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ପ୍ରାଥମିକ…
ଐତିହାସିକ ବିଜୟ ଦେବା ହେଲମେଟକୁ କରାଯିବ ଫ୍ରେମ
ନୂଆଦିଲ୍ଲୀ,୨୨।୨: ୭୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, କେରଳ ଦଳ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଲା। ଫାଇନାଲରେ କେରଳ ବିଦର୍ଭ ସହିତ ମୁକାବିଲା କରିବ। କେରଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହେଲମେଟକୁ କେରଳ କ୍ରିକେଟ ଆସୋସିଏସନ ଭବିଷ୍ୟତ…
ଡ୍ରାଭିଡ ଖେଳୁଛନ୍ତି ପୁଅଙ୍କ ସହ
ବେଙ୍ଗାଲୁରୁ,୨୨ା୨: ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍ ରାହୁଲ ଡ୍ରାଭିଡ ଶନିବାର ତାଙ୍କ ପୁଅ ଅନଭୟଙ୍କ ସହିତ ବିଜୟା କ୍ରିକେଟ କ୍ଲବ (ମାଲୁର) ପାଇଁ ତୃତୀୟସ୍ତରର ଟୁର୍ନାମେଣ୍ଟ ନାସୁର ମେମୋରିଆଲ ଶିଲ୍ଡର ଏକ ମ୍ୟାଚରେ ଖେଳିବାକୁ ଓହ୍ଲାଇଥିଲେ। ୟଙ୍ଗ୍ ଲାୟନ୍ସ କ୍ଲବ…
Champions Trophy 2025: ପାକିସ୍ତାନର ସ୍ବପ୍ନ ଭାଙ୍ଗିଦେବେ ୫ ଭାରତୀୟ ଖେଳାଳି!
ନୂଆଦିଲ୍ଲୀ,୨୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟ ଦଳକ୬୦ ରନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନ ଦଳ ରବିବାର ଭାରତୀୟ କ୍ରିକେଟ ଦଳ ସହିତ ମୁକାବିଲା କରିବ। ଏହି ମୁକାବିଲା ୨୩ ଫେବୃଆରୀରେ ଦୁବାଇ ଅନ୍ତର୍ଜାତୀୟ…
ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି
ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବରଗଡ଼ ଟ୍ରଷ୍ଟଫଣ୍ଡ୍ କଲେଜରେ ଯୁକ୍ତତିନି ବିଜ୍ଞାନର ଦ୍ୱିତୀୟବର୍ଷ ଛାତ୍ରଭାବେ ରହିଛନ୍ତି।…
ସ୍ପିନ୍ ଉପରେ କୋହଲିଙ୍କ ଫୋକସ
ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ ହୋଇଥିବା ସମୟର ଏକ ଘଣ୍ଟା ପୂର୍ବରୁ କୋହଲି ନେଟ୍ସରେ ପହଞ୍ଚିଥିଲେ। ତାଙ୍କ ସହିତ ବ୍ୟାଟିଂ…
Archives


