Home Left

ଠିକାଦାରଙ୍କୁ ଗୁଳିମାଡ଼

ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ ବିଜୟ ଲାକ୍ରା। ବିଜୟଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ…

ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା। ସେହି ସମୟରେ ବସ୍‌ର ସେନ୍ସର ଗେଟ୍‌ ଲକ୍‌ ପଡି ଆଉ ଖୋଲି…

କାହିଁକି ବଢୁଛି Breakup, ଜାଣନ୍ତୁ ଏହାର ମୁଖ୍ୟ କାରଣ

ନୂଆଦିଲ୍ଲୀ: ପ୍ରେମରେ ସବୁକିଛି ମିଳିବା କଷ୍ଟକର, କିନ୍ତୁ ଆପଣ ଜାଣନ୍ତି କି କିଛି ଛୋଟ ଭୁଲ ଆପଣଙ୍କ ସୁନ୍ଦର ସମ୍ପର୍କକୁ ନଷ୍ଟ କରିପାରେ। ଆରମ୍ଭରେ ଏହି କଥାଗୁଡ଼ିକ ଆପଣଙ୍କୁ ସାମାନ୍ୟ ମନେହୁଏ, କିନ୍ତୁ ଧୀରେ ଧୀରେ ଏଗୁଡ଼ିକ Breakupର କାରଣ ପାଲଟିଯାଏ।…

Ind Vs Pak ମହାମୁକାବିଲା ପୂର୍ବରୁ IIT ବାବାଙ୍କ ବଡ଼ ଭବିଷ୍ୟବାଣୀ, କିଏ ଜିତିବ ଶୁଣି ପ୍ରଶଂସକଙ୍କୁ ଲାଗିଲା ଝଟ୍‌କା,Video

ନୂଆଦିଲ୍ଲୀ,୨୨।୨: ମହାକୁମ୍ଭରୁ ପ୍ରସିଦ୍ଧ ହୋଇଥିବା ଆଇଆଇଟି ବାବା ଏବେ ଇଣ୍ଟରନେଟ ସେନସେଶନ ପାଲଟିଛନ୍ତି। ତାଙ୍କର ସାକ୍ଷାତକାର ଏବଂ ପଡ୍‌କାଷ୍ଟର ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେଉଛି। ହେଲେ ଏବେ ତାଙ୍କର ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଭାରତୀୟ…

ସରପଞ୍ଚ, ସମିତି ସଭ୍ୟ ଆଣିଲେ ସାଂଘାତିକ ଅଭିଯୋଗ

କେସିଙ୍ଗା,୨୨ା୨(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପୂର୍ବତନ ବିଡିଓ ମିଥ୍ୟା ବିଲ୍‌ କରି ଟଙ୍କା ଆତ୍ମସାତ୍‌ କରିଥିବା ନେଇ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରରେ ଦର୍ଶାଯାଇଛି, ଏହି ବ୍ଲକରେ ଆମ ଓଡ଼ିଶା…

କେନ୍ଦ୍ର ୧୦ କୋଟି ଦେଲେ ବି ଲାଗୁ କରିବୁ ନାହିଁ NEP, ଜାଣନ୍ତୁ ଶିକ୍ଷା ନୀତିକୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

କୁଡ୍ଡାଲୋରା,୨୨।୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ଦେଲେ ମଧ୍ୟ ସେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ କରିବାକୁ ରାଜି ହେବେ ନାହିଁ। ଷ୍ଟାଲିନ କହିଥିଲେ, କେନ୍ଦ୍ର କହୁଛି…

Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍‌ଲାଇନ୍‌ ଜାରି କଲେ ସରକାର, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି ସରକାରୀ…

ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ

ହାଇଦ୍ରାବାଦ,୨୨।୨; ତେଲଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୮ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି। ନଗରକୁର୍ନୁଲ ଜିଲାର ଶ୍ରୀଶୈଲମ ଡ୍ୟାମ୍‌ ପଛ ପାର୍ଶ୍ୱରେ ଥିବା ଉକ୍ତ ଟନେଲ୍‌ର ଲିକ୍‌ ମରାମତି କରିବା…

ନଷ୍ଟ ହେଉଛି ଚାରା, ଦାୟିତ୍ୱ ତୁଲାଉନି ଜଙ୍ଗଲ ପରିବେଶ ବିଭାଗ

ରାଇକିଆ,୨୨ା୨(ପ୍ରଦୀପ ବେହେରା): ଚାରାରୋପଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏହାର ସୁରକ୍ଷା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଯାଉଛି।…

ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ ଦରକାର

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗଠନର ଜାତୀୟ ଉପାଧ୍ୟକ୍ଷ ସଚିନ ନାୟକ ଜାତୀୟ କଂଗ୍ରେସର ପତାକାକୁ ଉତ୍ତୋଳନ ସହିତ କାର୍ଯ୍ୟକ୍ରମର…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଆଁ

ବ୍ରହ୍ମପୁର,୨୨।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ଲାଠି ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ୫ଟି ଦୋକାନ ଜଳିଯାଇଛି। ଜଳଖିଆ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ପ୍ରାଥମିକ…

ଐତିହାସିକ ବିଜୟ ଦେବା ହେଲମେଟକୁ କରାଯିବ ଫ୍ରେମ

ନୂଆଦିଲ୍ଲୀ,୨୨।୨: ୭୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, କେରଳ ଦଳ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଲା। ଫାଇନାଲରେ କେରଳ ବିଦର୍ଭ ସହିତ ମୁକାବିଲା କରିବ। କେରଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହେଲମେଟକୁ କେରଳ କ୍ରିକେଟ ଆସୋସିଏସନ ଭବିଷ୍ୟତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri