ଉତ୍ତର-ପୂର୍ବ ଭାରତରେ କାମ୍ପା ପୋର୍ଟଫୋଲିଓର ବିସ୍ତାର
ମୁମ୍ବାଇ,୨୪।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଆର୍ସିପିଏଲ୍)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ନୂତନ କାମ୍ପା ଏବଂ ପାନୀୟଜଳ ବଟଲିଂ ପ୍ଲାଣ୍ଟ ଆସାମର ଗୁଆହାଟୀଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଉତ୍ତର-ପୂର୍ବ ଭାରତରେ କାମ୍ପାର ପୋର୍ଟଫୋଲିଓର ଉପସ୍ଥିତିକୁ ବ୍ରାଣ୍ଡ୍ ସୁଦୃଢ଼ କରିଛି। ସେହିଭଳି ଆସାମର…
ଯନ୍ତ୍ରଣା ଉପଶମ ଔଷଧ ଉତ୍ପାଦନ, ରପ୍ତାନି ବନ୍ଦ ପାଇଁ ଡିସିଜିଆଇ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୪।୨(ପି.ଟି.): ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧରେ ଅଣଅନୁମୋଦିତ କମ୍ବିିନେଶନ (ମିଶ୍ରଣ) ଯୋଗୁ ସେଠାରେ ଓପିଓଇଡ୍ ସଙ୍କଟ ବଢ଼ାଉଥିବା ଖବର ପ୍ରକାଶ ପାଇଥିଲା। ଫଳରେ ଟାପେଣ୍ଟାଡୋଲ୍ ଏବଂ କାରିସୋପ୍ରୋଡୋଲ୍ ଔଷଧର ସମସ୍ତ କମ୍ବିନେଶନର ଉତ୍ପାଦନ ଓ ରପ୍ତାନିକୁ ଭାରତର…
୭ ପ୍ରକଳ୍ପରେ ୭୫୦ ନିୟୁତ ଡଲାର ବିନିଯୋଗ ହୋଇଛି
ନୂଆଦିଲ୍ଲୀ,୨୪।୨: ୟୁଏସ୍ଏଆଇଡି (ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ) ପାଣ୍ଠିକୁ ନେଇ ରାଜନୈତିକ ବିବାଦ ଜୋର୍ ଧରିଛି। ଏହି ପାଣ୍ଠି ଭାରତର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବ୍ୟୟ ହେଉଥିଲା ବୋଲି ଅଭିଯୋଗ ଉଠିଛି। ତେବେ ମତଦାନ ହାର ବଢ଼ାଇବାକୁ ୟୁଏସ୍ଏଆଇଡି…
୪ର୍ଥ ପର୍ଯ୍ୟାୟରେ ୧୨ ବେଆଇନ ପ୍ରବାସୀ ଫେରିଲେ
ନୂଆଦିଲ୍ଲୀ,୨୪।୨: ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ। ଆମେରିକା…
କଟକରୁ ହେଉଥିଲା କଫ୍ ସିରପ୍ ଚାଲାଣ
ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ କଫ୍ ସିରପ ଜବତ କରାଯାଇଛି। ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, କେନ୍ଦ୍ରାପଡ଼ା ଜିଲା ଜୟପୁରା ୱାର୍ଡ଼ ନଂ-୧୨ର ଖଲିବ୍ ଖାନ୍(୨୮), କଟକ ଜିଲା ବାଦାମବାଡ଼ି…
ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି
ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି। ଅନ୍ୟପଟେ…
ଟ୍ରକ୍ରୁ ମିଳିଲା ୧୪୪୮ କଇଁଛ: ବିଶାଖାପାଟଣାରୁ ପଶ୍ଚିମବଙ୍ଗ ହେଉଥିଲା ଚାଲାଣ
ଟାଙ୍ଗୀ/ନିରାକାରପୁର,୨୩ା୨(ରଘୁନାଥ ସାହୁ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲଗେଟ୍ ନିକଟରେ ରବିବାର ଡାଇରେକ୍ଟର ଅଫ୍ ଇଣ୍ଟେଲିଜେନ୍ସ ବିଭାଗ ଚଢ଼ାଉ କରି କଇଁଛ ବୋଝେଇ ଏକ ମିନିଟ୍ରକ୍ ଜବତ କରିଛି। ଏଥିରୁ ୭୧ଟି…
ବଦଳୁଥିବା ପାଗରେ ଜର-ଥଣ୍ଡାକୁ ନେଇ ଟେନଶନରେ ଅଛନ୍ତି କି? ଆପଣନ୍ତୁ ଏହି ଚମତ୍କାର ଘରୋଇ ଉପାୟ
ଫେବୃଆରୀ ମାସ ପ୍ରାୟ ଶେଷ ହେବାକୁ ଯାଉଛି। ଫେବୃଆରୀରେ ଥଣ୍ଡା ଲାଗିବା ସମୟରେ ଏବେ ଖରା ଅସ୍ୟହ ହୋଇପଡିଛି। ଦିନବେଳେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି। ତେଣୁ ଏହି ବଦଳୁଥିବା ପାଗରେ ଜର-ଥଣ୍ଡା, ଗଳା ଯନ୍ତ୍ରଣା ଏବଂ କାଶ ହେବା…
୨୦୦ ଉଇକେଟ କ୍ଲବରେ ହାର୍ଦ୍ଦିକ
ଦୁବାଇ,୨୩ା୨: ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ଅନ୍ତର୍ଜାତୀୟ କ୍ୟାରିୟରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ସେ ୨ ଉଇକେଟ ନେବା ସହ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୦୦ ଉଇକେଟ ପୂରଣ କରିଛନ୍ତି। ବିସ୍ଫୋରକ ବ୍ୟାଟିଂ…
ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା
ମୋରଡ଼ା,୨୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମଲା କୁକୁଡ଼ା ରବିବାର ପଡିଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ବାର୍ଡ…
Dating Appରେ କିଛି ଏମିତି ଆରମ୍ଭ କରନ୍ତୁ ଚାଟ୍, ମ୍ୟାରେଜ୍ ଯାଏ ଫିକ୍ସ ହୋଇଯିବ କଥା
ଆଜିକାଲି ଯୁବପିଢି ଡେଟିଂ ଆପ ମାଧ୍ୟମରେ ନୂଆ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଏବଂ ଭେଟୁଛନ୍ତି। ପ୍ରଥମତଃ, ଲୋକମାନେ ଡେଟିଂ ଆପ ମାଧ୍ୟମରେ ପରସ୍ପର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କର ପ୍ରଥମ ଚାଟ…
ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର
ଜଳେଶ୍ୱର,୨୩ା୨(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ନାବାଳିକା ଜଣକ ଘରକୁ ଫେରୁଥିବା ବେଳେ ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ଚକହରି ଗଁାର ଜଣେ ଯୁବକ ତାଙ୍କୁ ଟେକିନେଇ…
Archives


