ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ ଏକ କାର୍ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ…
Land Registration: ଖାଲି ରେଜେଷ୍ଟ୍ରି କରିଦେଲେ ହୋଇପାରିବେନି ଜମି ମାଲିକ, ଏହି ଡକ୍ୟୁମେଣ୍ଟ ଦେଇ ନ ଥିଲେ…
ଅନେକ ସମ୍ପତ୍ତି କ୍ରେତା ଭାବନ୍ତି ଯେ ପଞ୍ଜୀକରଣ ସମାପ୍ତ ହେବା ପରେ, ସମସ୍ତ ଆଇନଗତ ଦାୟିତ୍ୱ ଶେଷ ହୋଇଯାଏ। କିନ୍ତୁ, ଯଦି ଏକ ଗୁରୁତ୍ୱପୂର୍ଣ୍ଣ ଅତିରିକ୍ତ ପଦକ୍ଷେପ ସମାପ୍ତ ନ ହୁଏ, ତେବେ ଭବିଷ୍ୟତରେ ଆଇନଗତ ଅସୁବିଧା ଏବଂ ଆର୍ଥିକ କ୍ଷତି…
ଟାଇମ୍ ପାସର ମାଧ୍ୟମ ନୁହେଁ Gossips,ଏହାର ଲାଭ ଜାଣିଲେ ଗପିବେ ଘଣ୍ଟା ଘଣ୍ଟା
ବହୁତ କମ ଲୋକ ଅଛନ୍ତି ଯିଏ କେବେ ଗସିପ କରିନାହାଁନ୍ତି। ଜାଣତରେ ହେଉ ବା ଅଜାଣତରେ ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି ଜିନିଷ କିମ୍ବା ବ୍ୟକ୍ତି ବିଷୟରେ ଗପସପ କରିଚାଲିଛୁ। ବିଭିନ୍ନ ବିଷୟରେ ଗପ କରୁଥିବା ଏହି ଲୋକମାନଙ୍କୁ…
ଘର ଭିତରେ ଓଦା ଲୁଗାପଟା ଶୁଖାଉଛନ୍ତି କି? ହୋଇପାରେ କ୍ଷତିକାରକ
ପାଗ ଖରାପ ହେଲେ, ଲୋକମାନେ ପ୍ରାୟତଃ ଘର ଭିତରେ Dry Clothes ଶୁଖାଇଥାନ୍ତି। ବିଶେଷକରି ବର୍ଷା କିମ୍ବା ଥଣ୍ଡା ପାଗରେ, ଲୋକମାନେ ପ୍ରାୟତଃ ଘରେ ପୋଷାକ ଶୁଖାଇଥାନ୍ତି। ତଥାପି, ପୋଷାକ ଶୁଖାଇବା ସମୟରେ, ବିଶେଷ ଧ୍ୟାନ ଦିଅନ୍ତୁ ଯେ ପୋଷାକରେ ଅଧିକ…
OMG! ୪୩ ବର୍ଷ ବୟସରେ ଯୁବରାଜ ସିଂଙ୍କ ଫିଟନେସ ଦେଖି ପ୍ରଶଂସା କଲେ ସଚିନ
ନୂଆଦିଲ୍ଲୀ,୨୩।୨: ୨୨ ଫେବୃଆରୀ, ୨୦୨୫ରେ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ ଟି-୨୦ ୨୦୨୫ର ଉଦଘାଟନୀ ମ୍ୟାଚରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏକ ଚମତ୍କାର କ୍ୟାଚ ନେଇଥିଲେ। ଶ୍ରୀଲଙ୍କା ମାଷ୍ଟର୍ସ ଇନିଂସର ଅଷ୍ଟମ ଓଭରରେ, ଲାହିରୁ ଥିରିମାନେ ଇରଫାନ ପଠାନଙ୍କ ବଲରେ…
ବାରବାଟୀରେ ମ୍ୟାଚ୍ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA
ଭୁବନେଶ୍ୱର,୨୩।୨: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ତାରିଖରେ ଭାରତ -ଇଂଲଣ୍ଡ ମ୍ୟାଚ୍ ବେଳେ ଫ୍ଲଡ ଲାଇଟ ଲିଭିଯାଇଥିଲା। ଫଳରେ ଖେଳ ଅଧାରୁ ବାଧାପ୍ରାପ୍ତ ହୋଇଥିଲା। ଏନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ OCAକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।…
ବଜାରକୁ ଆସିଲା Jawa 350ର ଲିଗାସୀ ଏଡିସନ୍, ୧.୯୯ ଲକ୍ଷ ଟଙ୍କାରେ ମିଳିବ…
ନୂଆଦିଲ୍ଲୀ,୨୩।୨: ଭାରତ ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ବଜାର। ବର୍ତ୍ତମାନ ଭାରତୀୟ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ କ୍ରୁଜର ଏବଂ ଆଡଭେଞ୍ଚର ବାଇକ୍ ଆଡକୁ ଗତି କରୁଛି। ଜାୱା ୩୫୦ ଭାରତର ସବୁଠାରୁ ଲୋକପ୍ରିୟ କ୍ରୁଜର ବାଇକ ମଧ୍ୟରୁ ଗୋଟିଏ।…
ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ…
ଏହି ସବୁ ଜିଲାରେ ହେବ ଘଡଘଡି ସହ ବର୍ଷା ପବନ, ଜିଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍ଆରସି
ଭୁବନେଶ୍ୱର,୨୩।୨: ରାଜ୍ୟରେ ଅଦିନିଆ ଝଡ଼ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୧୨ ଜିଲାକୁ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।…
ଭାରତୀୟ ଟିମକୁ ମିଳିଲା କ୍ୟାପଟେନ କୁଲଙ୍କ ସପୋର୍ଟ, ଦାରା ସିଂଙ୍କୁ ଦେଖି ପାକିସ୍ତାନ ଛାନିଆ! ଦେଖନ୍ତୁ ଭିଡିଓ
ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଟିମ୍ ଏବଂ ପାକିସ୍ତାନ କ୍ରିକେଟ ଟିମ୍ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଦୁବାଇରେ ଖେଳାଯାଉଛି। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏକ୍ସାଇଟମେଣ୍ଟ ଅଧିକ ରହିଛି। ଏବେ ଭାରତୀୟ ଦଳକୁ କ୍ୟାପଟେନ…
IND vs PAK: ଭାରତ ଜିତୁ କି ପାକିସ୍ତାନ, ଫଳାଫଳ ପୂର୍ବରୁ ବଡ଼ ରେକର୍ଡ କଲେ Mukesh Ambani
ନୂଆଦିଲ୍ଲୀ,୨୩।୨: ଭାରତରେ କ୍ରିକେଟ ପ୍ରତି ଲୋକଙ୍କ କ୍ରେଜ୍ ବହୁତ ଅଧିକ। ହେଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କଥା ଆସେ, ଏହା ଦ୍ୱିଗୁଣିତ ହୋଇଯାଏ। ରବିବାର ଉଭୟ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମୁକାବିଲା ଖେଳାଯାଉଛି। ଦୁଇ…
ପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ, ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟ
ଇସଲାମାବାଦ,୨୩।୨: ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ, ସରକାରୀ ସାମଗ୍ରୀ ବୋଝେଇ ଏକ ପାକିସ୍ତାନୀ ଜାହାଜ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛି। ଏହି ସରକାରୀ ସାମଗ୍ରୀ…
Archives


