IND vs PAK: ଭାବି ଆସିଥିଲେ ଦୁବାଇ…ପାଣ୍ଡ୍ୟାଙ୍କ ମ୍ୟାଚ୍ ଦେଖିବାକୁ ଆସିଥିଲେ ଗାର୍ଲପ୍ରେଣ୍ଡ, ଫଟୋ ଭାଇରାଲ
ଦୁବାଇ,୨୩।୨: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ବିଗ ଫାଇଟ ଖେଳାଯାଉଛି । ଏହି ହାଇଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ ଲୋକପ୍ରିୟ କଳାକାର, ରାଜନେତାମାନେ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଏହାରି ଭିତରେ ଦୁବାଇ ପଡିଆରେ ହିଁ ଭାରତୀୟ ଷ୍ଟାର ଅଲରାଉଣ୍ଡର ତଥା ଦୁର୍ଦ୍ଦଶ ଖେଳାଳି…
ବାଇକ୍ ଧକ୍କାରେ ଚାଲିଗଲା ଜୀବନ
ଗୋଲାମୁଣ୍ଡା,୨୩ା୨(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି ଅନ୍ତର୍ଗତ ଘୋଟିଆ ବ୍ରିଜ ନିକଟରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକହେଲେ ଭବାନୀପାଟଣା ଥାନା ଅନ୍ତର୍ଗତ ଦେପୁର ଗ୍ରାମର ସୁରେନ୍ଦ୍ର କୁମାର ଜାନି(୩୦)।…
IND vs PAK: ବଡ଼ ଅଫର୍ ଦେଲା ପାକ୍, ଭାରତକୁ ହରାଇଲେ ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା
କରାଚୀ,୨୩।୨: ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆ ଏବଂ ଆୟୋଜକ ପାକିସ୍ତାନ IND vs PAK: ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ ଚାଲିଛି। ଏହାରି ମଧ୍ୟରେ ସିନ୍ଧ ପ୍ରଦେଶର ରାଜ୍ୟପାଳ ମହମ୍ମଦ କାମରାନ ଖାନ ଟେସୋରି ପାକିସ୍ତାନୀ କ୍ରିକେଟରଙ୍କ…
ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା,୨୩ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ମଦନ ବନଗୋଳା(୧୯) ହାଇଦ୍ରାବାଦରେ ନିର୍ଯାତିତ ହେଉଥିବା ନେଇ ଜିଲା ଶ୍ରମ ଅଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକଙ୍କ ହସ୍ତକ୍ଷେପ ପରେ…
ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ମାସକୁ ୮ ରୁ ୧୨ ଦିନ ସ୍କୁଲ ଆସୁଛନ୍ତି ଶିକ୍ଷକ
ଥୁଆମୂଳ ରାମପୁର,୨୨।୦୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଉନ୍ନତି ହୋଇନାହିଁ, କେଉଁଠି ଶିକ୍ଷକ ନାହାନ୍ତି ତ…
ଡଙ୍ଗରିଆ କନ୍ଧଙ୍କ ନିୟମରାଜା ପର୍ବ ସମ୍ପନ୍ନ, ନିୟମଗିରି ପାହାଡ଼ ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ରଶପଥ
ଲାଞ୍ଜିଗଡ, ୨୩/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଓ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୀମାନ୍ତରେ ଥିବା ଡଙ୍ଗରିଆ କନ୍ଧମାନଙ୍କ ଦ୍ବାରା ନିୟମରାଜା ପର୍ବ ପାଳନ ରବିବାର ସମ୍ପନ୍ନ ହୋଇଯାଇଛି। ନିୟମରାଜାଙ୍କ ନିୟମଗିରି ପାହାଡ଼ ଶିଖରରେ ଥିବା ଧଙ୍ଗଡ଼Iବସା…
ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ
କୋରାପୁଟ,୨୩।୨(ଅମିତାଭ ବେହେରା ): ରବିବାର ଅପରାହ୍ନରେ କୋରାପୁଟ ଜିଲାର ଲମତାପୁଟ ବ୍ଲକର ଆଉଡି ପଡା ଗାଁରେ ଏକ ବଡ଼ ଅଘଟଣ ଘଟିଛି। ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ଜୀବନ ଚାଲିଯାଇଛି l ମୃତକ ଦୁଇ ଜଣ ହେଲେ ଲମତାପୁଟ…
ଗାଁ ମୁଣ୍ଡରେ ଘୁରିବୁଲୁଛି ମଣିଷମରା ଦନ୍ତାହାତୀ, ନିଆଁଜାଳି ରାତିରେ ଜଗି ବସୁଛନ୍ତି ଗାଁଲୋକେ
ଲାଞ୍ଜିଗଡ଼, ୨୩।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜୀ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ତୁର୍କା ଗାଁ ମୁଣ୍ଡରେ ଦନ୍ତାହାତୀ ବୁଲୁଛି। ସେଥିପାଇଁ ରାତିହେଲେ ଗାଁ ମୁଣ୍ଡରେ ନିଆଁଜାଳି ଜଗି ବସୁଛନ୍ତି ତୂର୍କା ଗ୍ରାମବାସୀ I…
ସେପଟେ ପ୍ରେମିକର ବାହାଘର, ଏପଟେ ପିଣ୍ଡଦାନ କଲେ Rani Panda
ଭୁବନେଶ୍ୱର,୨୩।୨: କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାoହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ବୟଫ୍ରେଣ୍ଡ ଜିଇ ଥାଉ ଥାଉ ଶୁଦ୍ଧି କ୍ରିୟା କରିଛନ୍ତି ପ୍ରେମିକା ।…
ପାକିସ୍ତାନରେ ଭାରତ ନ ଖେଳିବାରୁ ଦୁଃଖ ପ୍ରକାଶ କଲା Pakistan
କରାଚୀ,୨୩ା୨: ଭାରତୀୟ ଦଳ ତା’ର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ପାକିସ୍ତାନରେ ନ ଖେଳି ନିରପେକ୍ଷ ଭେନ୍ୟୁରେ ଖେଳିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭି ନୈରାଶ୍ୟ ବ୍ୟକ୍ତ କରିଛନ୍ତି। ୨୯ ବର୍ଷର ବ୍ୟବଧାନ ପରେ ପାକିସ୍ତାନରେ…
ଏଣିକି ହ୍ବାଟସଆପ୍ ମାଧ୍ୟମରେ ପଠାପାରିବେ FIR, ଦେଶରେ ଏହି ରାଜ୍ୟରେ ରୁଜୁ ହେଲା ପ୍ରଥମ ମାମଲା
ନୂଆଦିଲ୍ଲୀ,୨୩।୨: ଦେଶରେ ପ୍ରଥମ ଥର ଇ-ଏଫଆଇଆର ପଞ୍ଚିକୃତ ହୋଇଛି। ଜମ୍ମୁ ଏବଂ କ୍ଶ୍ମିର ପୋଲିସ ହୱାଟସଆପ ମାଧ୍ୟମରେ ଦେଶର ପ୍ରଥମ ଇ-ଏଫଆଇଆର ପଞ୍ଜିକରଣ କରିଛି। ଏପର୍ଯ୍ୟନ୍ତ ଆପଣଙ୍କୁ FIR ପଞ୍ଜିକରଣ କରିବା ପାଇଁ ପୋଲିସ ଷ୍ଟେଶନ ଯିବାକୁ ପଡୁଥିଲା କିମ୍ବା ପୋଲିସ…
ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ ଏକ କାର୍ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ…
Archives


