ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେ ରଚନା ବାନାର୍ଜୀ, ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ/କୋଲକାତା,୬ା୮: ବହୁ ଚର୍ଚ୍ଚିତ ବିବାହ ପରେ ଦିଲ୍ଲୀରେ ଏମ୍‌ପି ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜେଡି ଏମ୍‌ପି ପିନାକୀ ମିଶ୍ର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ।

सोनिया गांधी छत्तीसगढ़ से राज्यसभा सांसद रंजीत रंजन के साथ डिनर टेबल पर बैठीं और अन्य नेताओं से मिलती हुई नजर आईं.

ଏହି ପାର୍ଟିରେ ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଭଗଓ୍ବନ୍ତ ମାନ, ଡିମ୍ପଲ ଯାଦବ ଏବଂ ଇକ୍‌ରା ହାସନଙ୍କ ସମେତ ଅନେକ ନେତା ଏହି ରିସେପ୍ସନରେ ଯୋଗ ଦେଇଥିଲେ। ଏଥିସହିତ ତୃଣମୂଳ ଏମ୍‌ପି ତଥା ଅଭିନେତ୍ରୀ ରଚନା ବାନାର୍ଜୀ ମଧ୍ୟ ଏହି ରିସେପ୍ସନ ପାର୍ଟିରେ ଯୋଗ ଦେଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

कई राजनीतिक नेताओं ने जोड़े को हार्दिक बधाई और शुभकामनाएं दी.

ରଚନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ରିସେପ୍ସନର କିଛି ଫଟୋ ଶେୟାର କରିଛନ୍ତି। ଶିବସେନା ୟୁବିଟି ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ଏବଂ ତୃଣମୂଳର ସାୟୋନି ଘୋଷ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

समाजवादी पार्टी से लेकर कांग्रेस पार्टी के कई नेता भी इवेंट में शामिल हुए. दीपेंद्र हुड्डा, प्रियंका चतुर्वेदी भी नजर आए.

ପ୍ରଥମେ ଜର୍ମାନୀରେ ମୋହୁଆ-ପିନାକୀଙ୍କ ବିବାହ ସାର୍ବଜନୀନ ହୋଇଥିଲା, ତା’ପରେ ଉଭୟ ରାଜନୈତିକ ଏବଂ ସାଧାରଣ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସସ୍ପେନ୍ସ ଶେଷ, ଗ୍ରୀନ୍‌ ସିଗ୍‌ନାଲ୍‌ ଦେଲେ ରାଜ୍ୟପାଳ: ଏହି ଦିନ ଶପଥ ନେବେ ଥଲାପତି ବିଜୟ!

ଚେନ୍ନାଇ,୭।୫: ତାମିଲନାଡୁରେ ନୂତନ ସରକାର ଗଠନ ନେଇ ସସ୍ପେନ୍ସ ଶେଷ ହୋଇଥିବା ପରି ମନେ ହେଉଛି। ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ…

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

ପୁଣି ଏକ ନୂଆ ମାମଲାରେ ଫସିଲେ ରାହୁଲ ଗାନ୍ଧୀ, ଏଥର…

ନୂଆଦିଲ୍ଲୀ,୭ା୫: ଲୋକ ସଭାର ବିରୋଧୀ ଦଳ ନେତା ତଥା ରାୟବରେଲିର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲା ପରେ ଆଉ ଏକ ନୂଆ ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri