Home Left

ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ

ବାଂଲାଦେଶରେ ସେନା ସମର୍ଥନରେ ହୋଇଥିବା ହିଂସାତ୍ମକ ବିଦ୍ରୋହ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ କ୍ଷମତାଚ୍ୟୁତ କରାଗଲା। ଏହା ପରେ ସେଠାରେ ଅରାଜକତା ଲାଗି ରହିଛି। ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି। ଇସଲାମ୍‌ ମୌଳବାଦୀଙ୍କ ଶକ୍ତି ବଢ଼ିଚାଲିଛି। ଯୁବକମାନେ ଅଧିକ କଠୋରପନ୍ଥୀ…

ରେଳ ଟ୍ରାକ୍‌ ଉପରେ ପଥର, ଦୀର୍ଘ ସମୟ ଅଟକିଲା ବିଶାଖାପାଟଣା- କୋର୍ବା ଟ୍ରେନ୍‌

ରାୟଗଡ଼ା,୮ା୮(ଆଶିଷ ରଞ୍ଜନ ପଣ୍ଡା): ଗୁରୁବାର ବିଳମ୍ବିତ ରାତିରେ ରେଳ ଟ୍ରାକ୍‌ ଉପରେ ପଥର ପଡିଯିବାରୁ ବିଶାଖାପାଟଣାରୁ କୋର୍ବା ଯାଉଥିବା ଟ୍ରେନ୍‌ ଦୀର୍ଘ ସମୟ ଧରି ଅଟକି ରହିଥିଲା। ବିଭାଗୀୟ ଅଧିକାରୀ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପଥର ବାହାର…

ପାର୍କିଂ ବିବାଦକୁ ନେଇ ବିବାଦ: ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ,୮।୮: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଆଘାତଜନକ ଘଟଣାରେ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ ଆସିଫ କୁରେଶୀଙ୍କୁ ପାର୍କିଂ ସ୍ଥାନକୁ ନେଇ ରାତି ଅଧରେ ହୋଇଥିବା ବଚସାରୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ…

ମୁଥ ମରାମରି ହେଲେ ଖେଳାଳି

ମାଡ୍ରିଡ୍‌, ୭ା୮: ସିଜନ ଆରମ୍ଭ ହେବା ପୂର୍ବରୁ ରିଅଲ ବେଟିସ ଓ ଇଟାଲିଆନ୍‌ କ୍ଲବ କୋମୋ ମଧ୍ୟରେ ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳାଳିଙ୍କ ମଧ୍ୟରେ ମୁଥ ମରାମରି ଭଳି ଘଟଣା ଘଟିଛି। ସଦର୍ନ ସ୍ପେନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମାର୍ଦ୍ଧ…

୨୯୭ ବର୍ଷ ପରେ ରାଖୀପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ: ଏସବୁ ରାଶିର ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, କ୍ୟାରିୟର ସହ ଚାକିରିରେ…

ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପର୍ବପର୍ବାଣୀମାନଙ୍କରେ ଗ୍ରହମାନଙ୍କର ସ୍ବତନ୍ତ୍ର ସଂଯୋଗ ସୃଷ୍ଟି ହୂଏ। ଏହାର ପ୍ରଭାବ ମନୁଷ୍ୟ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ରାଖୀପୂର୍ଣ୍ଣିମାରେ ୨୯୭ ବର୍ଷ ପରେ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି। ଚଳିତ ବର୍ଷ ସୂର୍ଯ୍ୟ…

ବରଗଡ଼ରେ ବଢି ଚାଲିଛି ନିଶା କାରବାର

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢି ଚାଲିଛି ନିଶା କାରବାର। ବେଆଇନ ନିଶା କାରବାର ରୋକିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପୋଲିସ ଏବଂ ଅବକାରୀ ମଧ୍ୟ ଚିରାଚରିତ ଢଙ୍ଗରେ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି। କିନ୍ତୁ ଜିଲାରେ ନିଶା…

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା: ମାଟିତଳୁ ମିଳିଲା ମୃତଦେହ

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ମୋହନା ବ୍ଲକରେ ଗୁଣି ସନ୍ଦେହରେ ହତ୍ୟା l ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦)ଙ୍କୁ କୁସୁମପୁର ଗାଁର କେତେଜଣ ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ପରିବାର ଲୋକେ ମୋହନା ଥାନାରେ…

ଆତଙ୍କବାଦୀଙ୍କ ଟାର୍ଗେଟରେ କପିଲ ଶର୍ମା! ପୁଣିଥରେ କାଫେ ଉପରେ ଗୁଳିମାଡ଼କୁ ନେଇ ହଇଚଇ, ଧମକରେ… 

ମୁମ୍ବାଇ: ପୁଣି ଅଡ଼ୁଆରେ କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା। କାନାଡ଼ାର ସରେରେ ଥିବା ତାଙ୍କ ‘କାପ୍ସ’ କାଫେ ଉପରେ ଗୁଳିମାଡ଼ କରାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି କାଣ୍ଡ ପଛରେ ଗୋଲ୍ଡି ଢ଼ିଲ୍ଲୋ ଏବଂ…

ଘରେ ନାହିଁ ବିଦ୍ୟୁତ୍‌ ସଂଯୋଗ, ବିଲ୍‌ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା

ମୋହନା,୭।୮(ମନ୍ମଥ ମିଶ୍ର): ଘରେ ହୋଇ ନାହିଁ ବିଦ୍ୟୁତ୍‌ ସଂଯୋଗ। ହେଲେ ବିଲ୍‌ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା। ଏଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ବ୍ଲକ ଢେପାଗୁଡ଼ା ପଞ୍ଚାୟତ ଗୋଠକେଳି ଗାଁରୁ। ଗାଁର ସୁରେନ୍ଦ୍ର…

ବଜ୍ରପାତରେ ମା’-ଝିଅ ଗୁରୁତର

ନିରାକାରପୁର,୭।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ କପିଳେଶ୍ୱରରେ ଗୁରୁବାର ବଜ୍ରପାତ ଘଟିଛି। ବଜ୍ରପାତରେ ମା’ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଅଞ୍ଚଳରେ ଘଡଘଡି ସହ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଡେଲିଭରି ବୟ, ଜାଣନ୍ତୁ କ’ଣ ପାଇଁ…

ଭୁବନେଶ୍ବର: ଭରତପୁର ଥାନା ଶାମପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଫୁଡ ଡେଲିଭରି ବୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ…

ହାମଲେଟକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ହାମଲେଟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଘୋଷଣା କରିବା ପରେ ଅନେକ ହାମଲେଟ ଏବେ ରାଜସ୍ବ ଗାଁ ହେବା ଅପେକ୍ଷାରେ ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୬ଟି ହାମଲେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?