ଛତ୍ରପୁର ଓକିଲ ସଂଘ ନିର୍ବାଚନ: ସଭାପତି, ସମ୍ପାଦକ ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା
ଛତ୍ରପୁର,୧୩।୩(ସନ୍ତୋଷ ପାଢୀ): ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଚୂଡାନ୍ତ ପ୍ରାର୍ଥି ତାଲିକା ଗୁରୁବାର ପ୍ରକାଶ ପାଇଛି । ଉଭୟ ସଭାପତି ଓ ସମ୍ପାଦକ ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ଉପସଭାପତି ପଦବୀ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା…
ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଗତ ଏକ ବର୍ଷରେ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର
ଭୁବନେଶ୍ୱର,୧୩।୩: ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗତ ଏକ ବର୍ଷ ( ଜାନୁୟାରୀ ୨୦୨୪ ରୁ ଜାନୁୟାରୀ ୨୦୨୫ ) ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ…
ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର
କଟକ,୧୩।୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ଜଣ ଛାତ୍ରୀ ଥିବା ଜଣାପଡିଛି।…
ସାରା ବିଶ୍ୱରେ ରାଜ୍ କରିବ ଚାଇନା, ଭାରତ-ଆମେରିକାକୁ ଲାଗିବ ବଡ଼ ଝଟକା
ବେଜିଂ,୧୩।୩: ଆଗାମୀ କିଛି ବର୍ଷ ମଧ୍ୟରେ ଚାଇନା ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ରାଜ କରିବାକୁ ଯାଉଛି। ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଦାବି କରାଯାଇଛି ଯେ ମେଡ ଇନ ଚାଇନା ୨୦୨୫ ଚାଇନା ସ୍ମାର୍ଟ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଅନ୍ୟ…
ହଠାତ୍ ବେଲୁଚିସ୍ତାନ କାହିଁକି ପହଞ୍ଚିଲେ ପାକ୍ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର (୧୩ ମାର୍ଚ୍ଚ, ୨୦୨୫) ବେଲୁଚିସ୍ତାନ ଗସ୍ତ କରିଥିଲେ। ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୀଡିତଙ୍କୁ ଭେଟଛନ୍ତି ଶେହବାଜ ସରିଫ। ଏହା ବ୍ୟତୀତ, ସେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କମାଣ୍ଡୋମାନଙ୍କୁ ମଧ୍ୟ ଭେଟିଥିଲେ,…
Rishabh Pantଙ୍କ ଟିମ ପାଇଁ ଖୁସି ଖବର, ସୁସ୍ଥ ହେଲେ ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ,୧୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରଥମ ମ୍ୟାଚ କେକେଆର ଏବଂ ଆରସିବି ଦଳ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଏକ ବଡ଼ ଖବର ମିଳିଛି। ESPNcricinfo ରିପୋର୍ଟ ଅନୁସାରେ, ଆଘାତ…
ଅନ୍ଲାଇନ ଗେମ୍ରୁ ଜୀବନ ହାରିଲେ ଛାତ୍ରୀ
ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ଲାଇନ ଗେମ୍ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ହୀରାକୁଦ ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ VSSUT ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର
ସମ୍ବଲପୁରର,୧୩।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ସମୟରେ ବୁଡ଼ିଯାଇଛନ୍ତି। ମୃତକଙ୍କ ନାମ ପ୍ରିୟାଂଶୁ ପ୍ରକାଶ ବେହେରା (୧୯), ଢେଙ୍କାନାଳର ସଞ୍ଜୟ ବେହେରାଙ୍କ ପୁଅ।…
ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ
ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ ତିନି ଜଣ ଆହତ ହୋଇଥିବା ବେଳେ ଅନ୍ୟ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ…
ଶାହିଦ ଆଫ୍ରିଦି ମୋତେ ଅନେକଥର ଧର୍ମ ପରିବର୍ତ୍ତନ ପାଇଁ କହିଛନ୍ତି, ପାକିସ୍ତାନରେ ମିଳିଲା ନାହିଁ ଇଜ୍ଜତ, ଦୁଃଖ ବଖାଣିଲେ…
ନୂଆଦିଲ୍ଲୀ,୧୩।୩: ପାକିସ୍ତାନୀ ବଂଶୋଦ୍ଭବ ହିନ୍ଦୁ କ୍ରିକେଟର ଦାନିଶ କାନେରିଆ କହିଛନ୍ତି ଯେ ତାଙ୍କ କ୍ୟାରିୟର ଠିକ ଉତ୍ଥାନ ସମୟରେ ଶାହିଦ ଆଫ୍ରିଦି ତାଙ୍କୁ ଅନେକ ଥର ଧର୍ମ ପରିବର୍ତ୍ତନ କରିବାକୁ କହିଥିଲେ। ୱାଶିଂଟନ ଡିସିରେ ଅନୁଷ୍ଠିତ ଏକ କଂଗ୍ରେସନାଲ ବ୍ରିଫିଙ୍ଗରେ ପୂର୍ବତନ…
ସନ୍ୟାସ ନେବେ ରୋହିତ ଶର୍ମା, ଏହି ଆଲୋଚନାକୁ ଶୁଣି ଗର୍ଜି ଉଠିଲେ ଏବି ଡିଭିଲିୟର୍ସ, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୧୩।୩: ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ରୋହିତ ଶର୍ମା ଏକଦିବସୀୟ କ୍ରିକେଟରୁ ଅବସର ନେବାର କଳ୍ପନାଜଳ୍ପନାକୁ ଖଣ୍ଡନ କରିଦେଇଥିଲେ। ଏହା ପରେ, ବିଶ୍ୱ କ୍ରିକେଟରେ ଏକ ନୂତନ ବିତର୍କ ଆରମ୍ଭ ହୋଇଗଲା ଯେ ରୋହିତ ଶର୍ମା ଠିକ କରିଥିଲେ କି ଭୁଲ।…
ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ
ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍ କରିବା ପରେ ବ୍ରେକ୍ଅପ୍ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା ନୁହେଁ ବୋଲି କୁହାଯାଉଥିଲା। ଏବେ କିନ୍ତୁ ଏବେ ତାଙ୍କ ମା’ ପରିବାରର ବୋହୂ କିଏ…
Archives


