Home Left

ନବୀନଙ୍କ ପରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ହେବ କି ବଡ଼ ଡିଲ୍‌! ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୩: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ସିଏମ। ଏହାପୂର୍ବରୁ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ। ଚର୍ଚ୍ଚା ହେଉଥିଲା କି, ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ…

ୟୁକ୍ରେନ ପାଇଁ ପୁଟିନଙ୍କୁ ଅନୁରୋଧ କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଏବଂ ୟୁକ୍ରେନୀୟ ସୈନିକଙ୍କ ଜୀବନ ରକ୍ଷା କରିବା ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ ତାଙ୍କ…

‘ଯେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ମୋତେ ଭେଟିବାକୁ ଆସିଥିଲେ’ ଟ୍ରମ୍ପଙ୍କ ବୟାନକୁ ନେଇ…

ଓ୍ବାଶିଂଟନ୍‌,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଚାହୁଁ ନାହାଁନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱ ନେତାମାନେ ତାଙ୍କୁ ଭେଟି ୱାଶିଂଟନରେ ଫେଡେରାଲ କୋଠା ନିକଟରେ ନିର୍ମିତ ତମ୍ବୁ ଏବଂ କାନ୍ଥ ଦେଖନ୍ତୁ।…

Train Hijack: ୨୧୪ ଜଣଙ୍କୁ ହାଣିଦେଲେ ଆତଙ୍କବାଦୀ! ବଡ଼ ଖୁଲାସା

ଇସଲାମବାଦ,୧୫।୩: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍‌ ଘଟଣାକୁ ଚାରି ଦିନ ବିତିଗଲାଣି, କିନ୍ତୁ ଏହାର ଅସଲ ସତ ପ୍ରକାଶ କରାଯାଇ ନାହିଁ। ପାକିସ୍ତାନ ସେନା ଗୋଟିଏ ଦିନ ପୂର୍ବରୁ ଅପରେସନ ସମାପ୍ତ କରି ସମସ୍ତ ବନ୍ଧକଙ୍କୁ ମୁକ୍ତ କରିଥିବା ଦାବି କରୁଥିବା…

ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ

ବାରିପଦା,୧୫।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ନିତିଦିନ ନରହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି । ଶୁକ୍ରବାର ଦିନବେଳା ବାରିପଦା ସହରରେ ଘରେ ପଶି ନିର୍ମମ ହତ୍ୟା ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଅନ୍ୟ ଏକ ହତ୍ୟା ଘଟଣା ଜିଲାରେ…

ରଙ୍ଗର ପର୍ବ ହୋଲିରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର,…

Love Jihad Case: ମୁସଲମାନ ପ୍ରେମିକଙ୍କ ପ୍ରେମରେ ପଡ଼ିଲେ ହିନ୍ଦୁ ଯୁବତୀ, ହତ୍ୟା କରି ଫିଙ୍ଗିଦେଲେ, ସମ୍ପୂର୍ଣ୍ଣ ଖବର ପଢିଲେ ଛାତି ଥରିଉଠିବ

ବେଙ୍ଗାଲୁରୁ,୧୫।୩: କର୍ନାଟକର ହାଭେରୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପୁଣିଥରେ ରାଜ୍ୟରେ ଲଭ ଜିହାଦର ପ୍ରସଙ୍ଗ ଉଠାଇଛି। ମସୁର ଗାଁର ୨୩ ବର୍ଷୀୟା ସ୍ବାତୀ ରମେଶ ବ୍ୟାଡାଗୀଙ୍କୁ ତାଙ୍କ ମୁସଲମାନ ପ୍ରେମିକ ନୟାଜ ଏବଂ ତାଙ୍କ ଦୁଇ…

ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ: ବୁଝାସୁଝା ପରେ ହଟିଲା ରାଜପଥ ଅବରୋଧ

ଢେଙ୍କାନାଳ,୧୫।୩(ରତନ ନାୟାର): ଢେଙ୍କାନାଳ ସହର ମହିଷାପାଟ ଛକ ନିକଟସ୍ଥ ଇଡକୋ ଟାୱାର ସମ୍ମୁଖସ୍ଥିତ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ସ୍ଥାନୀୟ ଅଞ୍ଚଳର ମୁରଲୀ ନାୟକ (୫୭)ଙ୍କର ମୃତ୍ୟୁଘଟିଛି। ରାତିରେ ମୁରଲୀ…

ଜେଲରେ ରହିବେ ରାନ୍ୟା ରାଓ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ମୁମ୍ବାଇ,୧୫।୩: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ପ୍ରକୃତରେ, ୩ ମାର୍ଚ୍ଚ, ୨୦୨୫ରେ, ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ…

୧୮ରୁ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା: ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲାପାଳ, ମନ୍ଦିରକୁ ଯିବା ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌

ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରସିଦ୍ଧ ଇଷ୍ଚଦେବୀ ମା’ ତାରାତାରିଣୀଙ୍କ ହେବାକୁ ଥିବା ଚୈତ୍ର ଯାତ୍ରାର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଏଥିସହ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ପ୍ରସ୍ତୁତିର ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ…

ପୁଣି ଭାରତ ଉପରେ ଗମ୍ଭୀର ଅଭିଯୋଗ ଆଣିଲା ପାକିସ୍ତାନ, କହିଲା ସବୁ ପ୍ଲାନ୍‌ ଦିଲ୍ଲୀରେ…

ଇସଲାମାବାଦ,୧୫।୩: ପାକିସ୍ତାନର ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସେନା ଭାରତ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ଡିଜି ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧରୀ କହିଛନ୍ତି ଯେ ବେଲୁଚିସ୍ତାନରେ ଆତଙ୍କବାଦ ପାଇଁ ସମସ୍ତ ପାଣ୍ଠି…

ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ…

ବୈଶିଙ୍ଗା,୧୫।୩:(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ହାତୀଝୁରି ଛକରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି। ଏହି ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ସ୍ତ୍ରୀ-ସାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନାମୁତାବକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri