ପୂରଣ ହେଲା ଫିରିଙ୍ଗିଆ ଅଞ୍ଚଳ ବାସୀଙ୍କ ଦାବି, ଶେଷରେ ଫିରିଙ୍ଗିଆରେ ଉଦଘାଟିତ ହେଲା ନୂଆ ପେଟ୍ରୋଲ ପମ୍ପ
ଫିରିଙ୍ଗିଆ,୧୫।୩(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ଦିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ଅଞ୍ଚଳରେ ଅନେକ ଗାଡିମଟର ରହିଥିବା ବେଳେ ପେଟ୍ରୋଲ ପାଇଁ ଲୋକେ ନାହିଁନଥିବା ଅସୁବିଧା ର…
ପାଟଣା ବିଧାୟକ ଅଖିଳ ନାଏକ ଖେଳିଲେ ହୋଲି: କାମନା କଲେ ଅଞ୍ଚଳ ବାସୀଙ୍କ ସୁଖ ଶାନ୍ତି ସମୃଦ୍ଧି
ପାଟଣା ୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ହୋଲି ପର୍ବ ପାଇଁ ଶନିବାର ଉତ୍ସବମୁଖର ହୋଇଉଠିଛି। ଦିନ ୧୨ଟା ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଇଁ ସର୍ବତ୍ର ଉତ୍ସବ ମୁଖହୋଇପଡ଼ିଛି। ପରସ୍ପର ମଧ୍ୟରେ ଶୁଭେଛା ଆଦାନ…
ରଙ୍ଗର ପର୍ବ ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ…
ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ
ରାଇକିଆ,୧୫।୩(ପ୍ରଦୀପ ବେହେରା): ହୋଲି ଅବସରରେ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ରଙ୍ଗର ଆସର ଦେଖିବାକୁ ମିଳିଛି। ଲୋକେ ପରସ୍ପରକୁ ରଙ୍ଗ ଲଗାଇ ମିଠା, ପଣା ବାଣ୍ଟି ଅଭିନନ୍ଦନ ଜଣାଇଛନ୍ତି। ପିଲାଠାରୁ ଯୁବକ, ଯୁବତୀ ସବୁ ପରସ୍ପରକୁ ରଙ୍ଗ ଲଗାଇ…
କଞ୍ଚା ଲଙ୍କା ଠାରୁ ଆରମ୍ଭ କରି ଶୁଖିଲା ଲଙ୍କା, କାହିଁକି ଏତେ ରାଗ ହୋଇଥାଏ?
ରୋଷେଇ ପାଇଁ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଏକ ଅତ୍ୟାବଶ୍ୟକ ମସଲା। ଏହା ବିନା ଖାଦ୍ୟ ସ୍ବାଦହୀନ ଲାଗେ। ଅତି କମରେ ଭାରତୀୟମାନେ ସେମାନଙ୍କ ଦୈନନ୍ଦିନ ଖାଦ୍ୟରେ ଲଙ୍କା ବହୁଳ ଭାବରେ ବ୍ୟବହାର କରନ୍ତି। ଦକ୍ଷିଣ ଭାରତରେ ଲାଲ ଲଙ୍କା ବହୁତ…
ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ଭଦ୍ରକ, ୧୫।୩(ସନାତନ ରାଉତ): ଭଦ୍ରକ ଜିଲାର ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳି ଯାଇଛି l ରାତି ୮ ଟାରେ ଚରମ୍ପା ବରାଳପୋଖରୀ ଗ୍ରାମର ବୁଦ୍ଧିରାମ ମୁଣ୍ଡାଙ୍କର ୨ବଖରା ଘର ସହ ଆସବାବ…
ଶିକାର କରିବାକୁ ଯାଇଥିଲେ ନିଜ ବନ୍ଧୁକରେ ଗଲା ଜୀବନ
ଗଜପତି,୧୫।୩(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ। ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର…
ଦୁର୍ଗମ ଅଞ୍ଚଳରେ ବିଡିଓ: ସମସ୍ୟା ବୁଝିଲେ, ସମାଧାନର ପ୍ରତିଶୃତି ଦେଲେ
ରାଇକିଆ,୧୫।୩(ପ୍ରଦୀପ ବେହେରା): ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟର ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ – ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ…
Googleର ବଡ଼ ଘୋଷଣା, ବନ୍ଦ ହୋଇଯିବ Google Assistant
ନୂଆଦିଲ୍ଲୀ,୧୫।୩: Google ନେଲା ବଡ଼ ନିଷ୍ପତ୍ତି। ବନ୍ଦ ହୋଇଯିବ ଗୁଗଲ ଆସିଷ୍ଟାଣ୍ଟ। ଏହି ବର୍ଷ ଶେଷ ସୁଦ୍ଧା ଗୁଗୁଲ ଆସିଷ୍ଟାଣ୍ଟ ବନ୍ଦ ହୋଇଯିବ। କମ୍ପାନୀ କହିଛି ଯେ ବର୍ଷର ଶେଷ ସୁଦ୍ଧା ଅଧିକାଂଶ ମୋବାଇଲ ଡିଭାଇସ ଜେମିନିକୁ ଅପଗ୍ରେଡ ହେବ ଏବଂ…
୪୧ଦେଶ ଉପରେ ପ୍ରତିବନ୍ଧକ ଲଗେଇଲେ ଟ୍ରମ୍ପ, ଲିଷ୍ଟରେ ଅଛି କି ଭାରତ ନାଁ?
ଓ୍ବାଶିଂଟନ୍,୧୫।୩: ଆମେରିକାର ଟ୍ରମ୍ପ ପ୍ରଶାସନ ଖୁବ ଶୀଘ୍ର 41ଟି ଦେଶ ବିରୋଧରେ କଠୋର କଟକଣା ଲାଗୁ କରିବାକୁ ବିଚାର କରୁଛି। ନ୍ୟୁଜ ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏକ ଆଭ୍ୟନ୍ତରୀଣ ମେମୋ ଡଜନ ଡଜନ ଦେଶର ନାଗରିକଙ୍କ ଉପରେ ଯାତ୍ରା…
ଶୁଦ୍ଧିକ୍ରିୟା ପାଇଁ ଯାଉଥିବାବେଳେ ଆଖିବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ : ମା’,ବାପା ପୁଅ ମୃତ
କେନ୍ଦୁଝର,୧୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ହୋଲି ଧୁମଧାମରେ ପାଳନ ହୋଇଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣାଘଟିଛି। ଶନିବାର ସକାଳେ ଚମ୍ପୁଆ ଥାନା ରଜିଆ ଛକ ନିକଟରେ ଏକ ଟ୍ରକଧକ୍କାରେ ବାଇକ୍ରେ ଯାଉଥିବା ଗୋଟିଏ ପରିବାରର ତିନି…
ତେଜରାତି ଦୋକାନରେ ବିଦେଶୀ ମଦ ରଖି ବିକୁଥିଲେ, ଧରିଲା ପୋଲିସ
ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଢିପସାହିର ଦୟାନିଧି ମୁଦୁଲିଙ୍କ ପୁଅ ସଞ୍ଜୟ ମୁଦୁଲି ଏକ ତେଜରାତି ଦୋକାନ…
Archives


