Home Left

ସୁନୀତାଙ୍କ ପରି କ୍ରୁ ମେମ୍ବରଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ NASA, ଖାଇବା ପିଇବା ଖର୍ଚ୍ଚ ଜାଣିଲେ…

ନୂଆଦିଲ୍ଲୀ,୧୯।୩: ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ 314 ଦିନ ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ଭୋର 3.26 ସମୟରେ, ତାଙ୍କର ଡ୍ରାଗନ କ୍ୟାପସୁଲ ଆମେରିକାର ଫ୍ଲୋରିଡା ନିକଟରେ ସମୁଦ୍ରରେ ଲ୍ୟାଣ୍ଡ କରିଥିଲା। ଯଦିଓ ସୁନିତା ୱିଲିୟମ୍ସ…

୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ କ’ଣ କରୁଥିଲେ ସୁନିତା? ନାସା କହିଲା…

ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଶେଷରେ ୯ମାସ ପରେ ପୃଥିବୀକୁ ଫେରି ଆସିଛନ୍ତି। ଉଭୟ ମହାକାଶଚାରୀ ବୁଧବାର (୧୯ ମାର୍ଚ୍ଚ) ସକାଳ ୩.୨୭ ମିନିଟରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲରେ ଫେରି ଆସିଥିଲେ। ତାଙ୍କ ସହିତ ନିକ…

ନିର୍ବାଚନ ପ୍ରକ୍ରିୟା ସୁଦୃଢ଼ କରିବାକୁ ଗୁରୁତ୍ୱ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ବୁଥ୍‌ସ୍ତରୀୟ ପ୍ରତିନିଧିଙ୍କ ନିଯୁକ୍ତି ବିଷୟରେ ଏକ ବୈଠକ…

ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ ଏବେ ସମାନ୍ୟ ହେବାକୁ କେତେ ସମୟ ଲାଗିବ ସୁନିତାଙ୍କୁ, ଜାଣନ୍ତୁ…

ଓ୍ବାଶିଂଟନ,୧୯।୩: ସୁନିତା ୱିଲିୟମ୍ସ ୯ମାସ ପରେ ପୃଥିବୀକୁ ଫେରିଛନ୍ତି। ଫ୍ଲୋରିଡା ଉପକୂଳରେ ଅବତରଣ କରିବା ପରେ ସୁରକ୍ଷା ଯାଞ୍ଚ ଶେଷ ହୋଇଛି। ଡ୍ରାଗନଟିକୁ ସମୁଦ୍ରରୁ ଉଠାଇ ଏକ ପୁନରୁଦ୍ଧାର ଜାହାଜରେ ଲୋଡ କରାଯାଇଥିଲା। ମହାକାଶରେ ୯ମାସ ବିତାଇବା ପରେ, ଶରୀରର ହାଡ଼…

Sunita Williams : ହସି ହସି ପୃଥିବୀ ପୃଷ୍ଠରେ ପହଞ୍ଚିଲେ ସୁନିତା, ହେଲେ କେବେ ଭେଟିବେ ପରିବାର ସଦସ୍ୟଙ୍କୁ ଜାଣନ୍ତୁ

ଓ୍ବାଶିଂଟନ,୧୯।୩: ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ ଆରମ୍ଭ କରିଥିଲା। ସୁନିତା ୱିଲିୟମ୍ସ ବୁଧବାର ସକାଳେ ଭାରତୀୟ ସମୟ ପ୍ରାୟ ସାଢ଼େ ୩ଟାରେ…

ଟେକଅପ ପରେ ସମୁଦ୍ର ନିକଟରେ ଖସି ପଡ଼ିଲା ବିମାନ ୧୨ ମୃତ

ଟେଗୁସିଗଲ୍ପା,୧୯।୩: ସୋମବାର ରାତିରେ ରୋଆଟାନ ଦ୍ୱୀପରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ ବିମାନ ହଣ୍ଡୁରାସ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି, ୫ ଜଣ ବଞ୍ଚି ଯାଇଛନ୍ତି ଏବଂ…

ବ୍ୟବସାୟରେ ସ୍ବଚ୍ଛତା, ଉତ୍ପାଦରେ ଶୁଦ୍ଧତା ଜରୁରୀ

ମାତ୍ର ୩୫ବର୍ଷ ବୟସରେ ଜଣେ ସଫଳ ଯୁବ ଉଦ୍ୟୋଗୀର ପରିଚୟ ପାଇଛନ୍ତି ଜାଭେରୀ ଜେମ୍ସ ଆଣ୍ଡ ଜୁଏଲର୍ସର ମ୍ୟାନେଜିଂ ପାର୍ଟନର୍‌ ସଞ୍ଜିବ କୁମାର ସାହୁ। ସଞ୍ଜିବ ରେଭେନ୍‌ଶା କଲେଜରେ ଗ୍ରାଜୁଏଶନ୍‌ କରିବା ପରେ ଭୁବନେଶ୍ୱରରେ ଏମ୍‌ବିଏ ପଢ଼ିଥିଲେ। ପାଠପଢ଼ା ପରେ ପାରିବାରିକ…

ସୁନୀତା ୱିଲିୟମ୍ସ ଅବତରଣବେଳେ ସମୁଦ୍ରରେ ଦେଖାଗଲା ଅଜବ ଦୃଶ୍ୟ: ଭାଇରାଲ ହେଉଛି ଭିଡିଓ

ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପ୍‌ସୁଲରେ ସୁନୀତା ଓ ବୁଚ୍‌ଙ୍କ ସହ ‘କ୍ରିଉ ୯’…

କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ

ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ ହୋଇଯାଇଛି। ସୃଷ୍ଟି ଫାଉଣ୍ଡେଶନର ଅଧ୍ୟକ୍ଷା ଜିତାରାଣୀ ଦାଶ ସ୍ବାଗତ ଭାଷଣ…

ପୃଥ୍ବୀରାଜଙ୍କୁ ବଦ୍ରିଙ୍କ ଜବାବ: ଏତେଦିନ କେଉଁଠି ଶୋଇଥିଲ

ହାଟଡିହୀ,୧୯ା୩(ଶୁଭକାନ୍ତ ନାୟକ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତିର ବହୁ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଗିରଫ ହୋଇଛନ୍ତି। ସେ ଗିରଫ ହେବା ପରେ ଘସିପୁରା ବିଜେଡି ବିଧାୟକ ତଥା…

ସାଂସ୍କୃତିକ ଚାପରେ ବିବାହ ଉତ୍ସବ

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ବିବାହ ଭିଡିଓ ଦେଖିଲି। ବର ଓ କନ୍ୟା ଦୁଇଟି ବରଣମାଳା ଧରି ଏକ ସୁଦୃଶ୍ୟ ମଣ୍ଡପରେ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଓ ଶେଷରେ ଉଭୟ ଉଭୟଙ୍କ ବେକରେ ବରଣମାଳା ପକାଉଛନ୍ତି। ଭିଡିଓର…

ମିଛ କହୁଥିଲେ ଶରୀରର ଏହି ଅଂଶ ହୋଇଯାଏ ଗରମ: ରଖନ୍ତୁ ଧ୍ୟାନ

ଦୈନନ୍ଦିନ ଜୀବନରେ ମଣିଷକୁ ଟିକେ ମିଛ କହିବାକୁ ପଡ଼ିଥାଏ। ଯିଏ ଯେତେ ସଚ୍ଚୋଟ ହୁଅନ୍ତୁ ନା କାହିଁକି, ସେମାନେ ନିଶ୍ଚିତ ଭାବରେ ତାଙ୍କ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ ମିଛ କହିଥିବେ। କିନ୍ତୁ ମିଛ କହିବା ପରେ ଶରୀରର ଏମିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri