ରାଗିଗଲେ ପାକିସ୍ତାନର ଦ୍ରୁତ ବୋଲର, କହିଲେ ଲୋକ ଆମ ପରାଜୟକୁ ଅପେକ୍ଷା କରିଛନ୍ତି
ଇସଲାମାବାଦ,୧୯।୩: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ହାରିବା ପରେ ହାରିସ ରୌଫ ସମାଲୋଚକମାନଙ୍କୁ ସମାଲୋଚନା କରିଥିଲେ। କ୍ରମାଗତ ଖରାପ ପ୍ରଦର୍ଶନ ପରେ ଦଳକୁ ପାକିସ୍ତାନୀ ପ୍ରଶଂସକମାନେ ସମାଲୋଚନା କରିଥିଲେ। ଏହା ଉପରେ ହରିସ ରୌଫ କହିଥିଲେ ଯେ ଯୁବପିଢ଼ିଙ୍କୁ ସମର୍ଥନ କରାଯିବା…
ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ପ୍ରଭାତୀ, ଯେଉଁମାନଙ୍କର ରାଶନ କାର୍ଡ ଓ ଗାଡି ଅଛି…
ଭୁବନେଶ୍ୱର,୧୯।୩: ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ଦ୍ବିତୀୟ କିସ୍ତିରୁ ୧ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ରାଶନ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। କିଛିଜଣ…
ବସ୍ କାର ମୁଁହାମୁହିଁ ଧକ୍କା, ଭୟଙ୍କର ଦୂର୍ଘଟଣାରେ ଦୁଇ ମୃତ
ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହି ବସ ସହ କାର ମୁଁହାମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।…
ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ
ଭୁବନେଶ୍ୱର,୧୯।୩: ବିଜେଡି ନେତା ରାଜା ଚକ୍ରଙ୍କୁ ୩ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର । ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର ହେଇଛନ୍ତି ରାଜା । ୫ ଦିନ ରିମାଣ୍ଡରେ…
ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ୍: କାର୍ଯ୍ୟାଳୟ ଘେରାଉ କଲେ ଲୋକେ
କେସିଙ୍ଗା,୧୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଦ୍ୟୁତ କାଟ୍କୁ ବିରୋଧ କରି ପୂର୍ବତନ କାଉନସିଲର ବିଜୟ ଦୀପ ଏବଂ ତ୍ରିନାଥ ନାଏକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଛି। ବିଦ୍ୟୁତ ବିଭାଗ ମାର୍ଚ୍ଚରେ ଆକାଉଣ୍ଟ କ୍ଲୋଜ…
ମହାକୁମ୍ଭର ଫଟୋ ମାଗିଥିଲେ ସୁନୀତା, କେଉଁ ଭଗବାନଙ୍କ ମୂର୍ତ୍ତି ନେଇ ସ୍ପେସ ଷ୍ଟେଶନ ଯାଇଥିଲେ ଜାଣନ୍ତୁ…
ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ୯ମାସ ପରେ ଶେଷରେ ପୃଥିବୀକୁ ଫେରି ଆସିଛନ୍ତି। ଦୀର୍ଘ ସମୟ ଧରି ମହାକାଶ ଷ୍ଟେଶନରେ ରହିବା ପରେ ମଧ୍ୟ, ସୁନୀତା ୱିଲିୟମ୍ସ ଭାରତକୁ ମନେ ପକାଇ ଚାଲିଥିଲେ। ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବା…
ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ସମୟ ନେଲେ ସରକାର
ଭୁବନେଶ୍ୱର,୧୯।୩: ବର୍ଷ ବର୍ଷ ଧରି ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। ବର୍ତ୍ତମାନ ମାମଲା ହାଇକୋର୍ଟରେ ପହଞ୍ଚିଛି। ତେବେ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ ସରକାର। ଏନେଇ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ସୂଚନାଥାଉ କି, ଫେବୃଆରୀ ୧୭…
ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ
ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି ଉନ୍ମୋଚିତ ହୋଇଛି। ଏହାକୁ ଭାରପ୍ରାପ୍ତ ଅଧ୍ୟକ୍ଷ ବିଭାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରଛନ୍ତି।…
ମଣିପୁର ହିଂସାରେ ପୀଡିତଙ୍କୁ ଭେଟିବେ ସୁପ୍ରିମକୋର୍ଟର ୫ ବିଚାରପତି, କଂଗ୍ରେସ କହିଲା…
ନୂଆଦିଲ୍ଲୀ,୧୯।୩: ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟର ଛଅ ଜଣ ବିଚାରପତିଙ୍କ ମଣିପୁର ଗସ୍ତ ନିଷ୍ପତ୍ତିକୁ ସ୍ବାଗତ କରିଛି। ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) କହିଛି ଯେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରାମକୃଷ୍ଣ ଗଭାଇ ଏବଂ ଅନ୍ୟ ପାଞ୍ଚ ଜଣ ବିଚାରପତି ମାର୍ଚ୍ଚ…
ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍, ସରକାର କହିଲେ…
ଭୁବନେଶ୍ୱର,୧୯।୩: ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଆଗ୍ରହ ବଢୁଛି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର…
ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ
ବରଗଡ଼, ୧୯।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ, ଉକ୍ତ ଗ୍ରାମର ସୁଧାଂଶୁ ପ୍ରଧାନ (୨୫) । ଖବର ପାଇ ବୁଧବାର…
କେମିତି ତିଆରି ହୁଏ ଆଧାର କାର୍ଡ, କେଉଁମାନେ କରିପାରିବେନି ଆପ୍ଲାଏ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…
ନୂଆଦିଲ୍ଲୀ,୧୯।୩: ଆଧାର କାର୍ଡ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଅନନ୍ୟ ପରିଚୟ ପତ୍ର, ଯାହାର 12 ଅଙ୍କ ଏବଂ ବାର କୋଡରେ ଆପଣଙ୍କ ସହ ଜଡିତ ଅନେକ ସୂଚନା ରହିଛି। ଆଧାର କାର୍ଡ ଜାରି କରୁଥିବା ସଂଗଠନର ନାମ…
Archives


