Home Left

ବିଜାଘାଟି ରାସ୍ତାରେ ଖସିଲା ପଡିଲା ମାଟି ଅତଡ଼ା : ଯାତାୟତ…

କୋରାପୁଟ,୧୬।୮(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଶନିବାର ସକାଳେ ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସି ଦାମନଯୋଡି ନାରାୟଣପାଟଣା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି। ଶନିବାର ସକାଳେ ବିଜାଘାଟି…

8th Pay Commission କୁ ନେଇ ଆସିଲା ବଡ଼ ଖବର, ଏହିଦିନ ସରକାରୀ କର୍ମଚାରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୬।୮: ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବାର ପ୍ରାୟ ସାତ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀ ଏହି କମିଶନ କେବେ…

ଶୁଭାଂଶୁଙ୍କ ଘର ବାହୁଡା, ଭାରତ ପହଞ୍ଚି ଭେଟିବେ ମୋଦିଙ୍କୁ!

ନୂଆଦିଲ୍ଲୀ,୧୬।୮: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ବଦେଶ ଆସୁଛନ୍ତି। ସେ ଦେଶକୁ ଆସିବାକୁ ଏକ ବିମାନରେ ଚଢ଼ିଛନ୍ତି। ଶୁଭାଂଶୁ ଖୁବ ଶୀଘ୍ର ଭାରତରେ ପାଦ ଦେବାକୁ ଯାଉଛନ୍ତି। ଆମେରିକା ଛାଡିବା ପୂର୍ବରୁ, ସେ ଫ୍ଲାଇଟରେ ବସି ସୋସିଆଲ ମିଡିଆରେ ଏକ ପୋଷ୍ଟ…

୧୨ ମିନିଟ ପର୍ଯ୍ୟନ୍ତ ପ୍ରେସ କନଫରେନ୍ସରେ ବସିଲେ ଦୁଇ ଶକ୍ତିଶାଳୀ ଦେଶର ନେତା, ହେଲେ ଏମିତି କାମ କଲେ ସମସ୍ତେ ଚକିତ

ଓ୍ବାଶିଂଟନ,୧୬।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ଫଳାଫଳ ଶୂନ୍ୟ ଥିଲା। ଆଲାସ୍କାରେ, ଦୁଇ ନେତା ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ।…

ଜନ୍ମାଷ୍ଟମୀରେ ISKCON କିପରି ରୋଜଗାର କରେ? କେଉଁଠୁ ଆସେ ଏତେଟଙ୍କା…

ଆଜି କୃଷ୍ଣ ଜନ୍ମାଷ୍ଟମୀ। ହିନ୍ଦୁ ଧାର୍ମିକ ଗ୍ରନ୍ଥର ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଦେଶର ବଡ଼ ବଡ଼ କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଇସ୍କନ ମନ୍ଦିରଗୁଡ଼ିକରେ ଭଜନକୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ…

ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ, ସାମ୍ନାକୁ ଆସିଲା ବଡ଼ ସତ, ଚାର୍ଜଶିଟ୍‌ ଦାଖଲ

ଚଣ୍ଡିଗଡ଼,୧୬ା୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ହିସାର ପୋଲିସ କୋର୍ଟରେ ଏହି ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ ହୋଇଛି।…

ପୁଟିନଙ୍କ ସହ ସାକ୍ଷାତ ପରେ ୟୁଟର୍ନ ନେଲେ ଟ୍ରମ୍ପ

ଓ୍ବାଶିଂଟନ,୧୬।୮: ଆଲାସ୍କା ଶିଖର ସମ୍ମିଳନୀ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ହଠାତ ବଦଳି ଯାଇଛି। ଶିଖର ସମ୍ମିଳନୀ ପୂର୍ବରୁ ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲେ ଯେ ଯଦି ଭ୍ଲାଦିମିର ପୁଟିନ ଯୁଦ୍ଧବିରତି ପାଇଁ ରାଜି ନ ହୁଅନ୍ତି,…

ଚାଲିଥିଲା ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ମହାବୈଠକ, ସେପଟେ ରୁଷିଆ କଲା ଏମିତି କାଣ୍ଡ, ଦୋହଲିଗଲା…

ମସ୍କୋ,୧୬।୮: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରୁଥିଲେ, ମସ୍କୋ ୟୁକ୍ରେନରେ ଆଟାକ୍‌ ପାଇଁ ଏକ ବଡ଼ ପ୍ଲାନ କରୁଥିଲା। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସେନା ୟୁକ୍ରେନର ଦୁଇଟି…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି କରିଦେଲେ ଅଲଗା

ଭବାନୀପାଟଣା,୧୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟାକଟିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ତଲଜାରିଙ୍ଗ ଗ୍ରାମର ରଥ କନ୍ଦପାନ…

ଡେଟ ଫାଇନାଲ, ପୁଟିନଙ୍କ ପରେ ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି, ଏହା ପଛରେ ରହିଛି ବଡ଼ କାରଣ

ଓ୍ବାଶିଂଟନ,୧୬।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ସେ ରୁଷିଆ ସହିତ ଚାଲିଥିବା ଯୁଦ୍ଧ ଶେଷ କରିବା ପାଇଁ ‘ରଚନାତ୍ମକ ସହଯୋଗ’ କରିବାକୁ ପ୍ରସ୍ତୁତ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ଏହି…

ଏହି ରାଶିର ଲୋକଙ୍କୁ ମିଳିବ ଚାକିରିରେ ପଦୋନ୍ନତି, କଠୋର ପରିଶ୍ରମର ପୁରସ୍କାର, ଜାଣନ୍ତୁ କାହା ଭାଗ୍ୟରେ ଅଛି…

୧୨ ରାଶି ମଧ୍ୟରୁ ଆଜି ଏକ ରାଶି ବହୁତ ଭାଗ୍ୟଶାଳୀ ହେବେ। ନିଜ କ୍ୟାରିୟରରେ ଭଲ ପ୍ରଦର୍ଶନ କରିବେ। ଶୁଭ ସୁବିଧା ବୃଦ୍ଧି ପାଇବ। ଚାକିରି ଖୋଜା ଶେଷ ହେବ। ହଠାତ୍‌ କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟ, ଧର୍ମ କିମ୍ବା ଆଧ୍ୟାତ୍ମିକତାରେ…

ନାବାଳକ ବୟଫ୍ରେଣ୍ଡଙ୍କୁ ଧରି ଫେରାର ହୋଇଯାଇଥିଲେ ୨୮ ବର୍ଷୀୟା ମହିଳା, ଘରକୁ ଫେରିଲା ପରେ ଯାହା ଘଟିଲା….

ଭୋପାଳ,୧୬।୮: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ନାବାଳକ ଏବଂ ଜଣେ ମହିଳାଙ୍କର ଏକ ଅନନ୍ୟ ପ୍ରେମ କାହାଣୀ ଚର୍ଚ୍ଚାରେ ଅଛି। ଏଠାରେ ଜଣେ ୨୮ ବର୍ଷୀୟ ମହିଳା ତାଙ୍କଠାରୁ ୧୧ ବର୍ଷ ସାନ ଜଣେ ନାବାଳକଙ୍କ ପ୍ରେମରେ ପଡ଼ିଗଲେ। ତା’ପରେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?