Home Left

ଚାଲିଗଲେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା, ଝୁରୁଛନ୍ତି ଲୋକେ

କଟକ,୧୬ା୮: ଚାଲିଗଲେ ରଘୁ ମଉସା। କଟକ ଦହିବରା ଆଳୁଦମ୍‌କୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ୍‌ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବିଡ଼ାନାସୀ ଗୋପାଳସାହି ବାସଗୃହରେ ତାଙ୍କର ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ…

ସ୍ବାମୀଙ୍କୁ ବିଲରେ କାମୁଡ଼ିଲା ସାପ, ମୃତ୍ୟୁ ଖବର ଶୁଣି ବିଷ ପିଇଦେଲେ ସ୍ତ୍ରୀ

ନିଆଳି,୧୬ା୮: ସ୍ବାମୀଙ୍କୁ ସର୍ପାଘାତ ପରେ ବିଷ ପିଇଦେଇଛନ୍ତି ସ୍ତ୍ରୀ। ବିଲକୁ କାମ କରିବାକୁ ଯାଇଥିବାବେଳେ ସ୍ବାମୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଜଗତସିଂହପୁର ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ…

୧୮, ୧୯ରେ ଏହି ସବୁ ଜିଲାରେ ଅତିପ୍ରବଳ ବର୍ଷା! ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଭୁବନେଶ୍ୱର,୧୬।୮: ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା। ୧୮ ଓ ୧୯ ତାରିଖ ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ୧୮ରେ ମାଲକାନଗିରି, କୋରାପୁଟ ଏବଂ ୧୯ରେ କୋରାପୁଟ ଓ କଳାହାଣ୍ଡିକୁ ୱାର୍ଣ୍ଣିଂ…

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ: ୧୨ ଗିରଫ ଓ କୋର୍ଟ ଚାଲାଣ

ରାୟଗଡ଼ା,୧୬।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବୁରୁସୁବାଡି ଗାଁରେ ଗୁଣିଗାରେଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ହେଲେ ରାମାରାଓ ଜିଲାକାରା। ରାମାରାଓ ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ବ୍ୟକ୍ତି ତାଙ୍କୁ ଗତ…

ତ୍ରିକୋଣୀୟ ପ୍ରେମରୁ ହତ୍ୟା: ସୋସିଆଲ ମିଡିଆରେ ଦେଇଥିଲେ ଧମକ, ଘରୁ ଡାକି ନେଇ…

ଖୋର୍ଦ୍ଧା,୧୬।୮: ଜଟଣୀ ସ୍ମୃତିରଞ୍ଜନ ନାୟକ ହତ୍ୟା ଘଟଣାରେ ୩ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସହ ୨ ସହଯୋଗୀଙ୍କୁ ଗିରଫ କଲା ଜଟଣୀ ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ପୋଲିସର ସୂଚନା ଦେଇଛି। ଘରୁ ଡାକି ଯୋଜନାବଦ୍ଧ ଭାବେ ଧାରୁଆ…

ଅବସର ପରେ ବି ଗାଡ଼ି ଚଲାଇପାରିବେନି ଆମେରିକା ରାଷ୍ଟ୍ରପତି: ପଛରେ ରହିଛି ଏମିତି କାରଣ

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ରାଷ୍ଟ୍ରପତି ପଦବୀ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଦାୟିତ୍ୱପୂର୍ଣ୍ଣ ପଦବୀ ମଧ୍ୟରୁ ଗୋଟିଏ। ଏହି ପଦବୀର ମର୍ଯ୍ୟାଦା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଅନେକ କଠୋର ନିୟମ ଏବଂ ପ୍ରୋଟୋକଲ ଲାଗୁ କରାଯାଇଛି। ଏହି ନିୟମଗୁଡ଼ିକ ମଧ୍ୟରୁ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ଏଥର ପାସ୍‌ ହାର…

କଟକ,୮।୧୬: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏ ବର୍ଷ ପାସ୍‌ ହାର ୫୬.୨୩% ରହଛି। ଏ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି। ମୋଟ ୩୪୫୭ ଜଣ ଫର୍ମ ପୂରଣ କରିଥିଲେ,…

ପୁରୀରେ ଚାଞ୍ଚଲ୍ୟ: ଶ୍ରୀମନ୍ଦିର ୫ ଫୁଟ ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ…

ପୁରୀ,୮।୧୬: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ ଫୁଟ ଉପରକୁ ଚଢ଼ି ଯାଇଥିଲେ। ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିଲେ ଜେଟିପି ଓ ସେବାୟତ। ସଂପୃକ୍ତ…

ଚାଷୀଙ୍କୁ ଭଲ ରୋଜଗାର ଦେଉଛି ବିନ୍‌, ଏବେ ଦର ଖସୁଥିବାରୁ ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): ରାଜଧାନୀ ଭୁବନେଶ୍ୱର ହେଉ କି ରାଜ୍ୟର ଅନ୍ୟ ସହର ହେଉ ସବୁଠି ପନିପରିବା ମଧ୍ୟରେ ରାଇକିଆ ବିନ୍‌ର ଚାହିଦା ଅନ୍ୟତମ । ଏବେ ରାଇକିଆ ବିନର ବିହନକୁ ନେଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଉଥିବା…

ଏହି ରୋଗରେ ପୀଡିତ ରୁଷିଆ ରାଷ୍ଟ୍ରପତି ପୁଟିନ! ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୧୬।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ରାଜନୈତିକ ନିଷ୍ପତ୍ତି ଏବଂ କଠୋର ଆଭିମୁଖ୍ୟ ଯୋଗୁଁ ସର୍ବଦା ଖବରରେ ରହିଥାନ୍ତି। କିନ୍ତୁ ଏହା ଦେଖାଯାଉଛି ଯେ ସେ ତାଙ୍କ ସ୍ବାସ୍ଥ୍ୟ…

ବିଧାୟକ ତାରାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଯୁବକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୬।୮: କୋରାପୁଟ ବସଷ୍ଟାଣ୍ଡରେ ଗତ ୧୪ ତାରିଖ ରାତିରେ କଂଗ୍ରେସର ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ବୈଠକ ପରେ କୃଷ୍ଣ କୁଲଦୀପ ନାମକ ଯୁବକ ହଠାତ ପହଞ୍ଚି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।ଏହାପରେ ଯୁବକକୁ କାବୁ…

ଜନ୍ମାଷ୍ଟମୀରେ ୫ ରାଶି ଉପରେ ହେବ ଧନବର୍ଷା, ଆଜି ବଦଳିଯିବ ଭାଗ୍ୟ!

ଶନିବାର, ଅଗଷ୍ଟ ୧୬, ୨୦୨୫ ରେ, ଭାଦ୍ରପଦ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ସନ୍ଧ୍ୟା ୯:୩୪ ପର୍ଯ୍ୟନ୍ତ ରହିବ। ଏହି କାରଣରୁ, ଏହି ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପର୍ବ ପାଳନ କରାଯିବ। ଏହା ପରେ ନବମୀ ତିଥି ଆରମ୍ଭ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?