ଯୌତୁକ ନିର୍ଯାତନା ଦେବା ପଡ଼ିଲା ମହଙ୍ଗା: ସ୍ବାମୀ, ଯା’ଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍ଏଫସି) ରାଜଶ୍ରୀ ଆରିୟବାଳା ତ୍ରିପାଠୀ ଗୁରୁବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ ନିର୍ଯାତିତା ମହିଳାଙ୍କ ସ୍ବାମୀ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି…
ପାକିସ୍ତାନରେ ପହଞ୍ଚିଲେ ଚାଇନା ବୈଦେଶିକ ମନ୍ତ୍ରୀ, ହେଲେ ଭାରତ କାହିଁକି ଟେନସନରେ? ଜାଣନ୍ତୁ…
ଇସଲାମାବାଦ/ନୂଆଦିଲ୍ଲୀ,୨୧।୮: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତରୁ ସିଧାସଳଖ ପାକିସ୍ତାନ ପହଞ୍ଚିଥିଲେ। ଇସଲାମାବାଦରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦକ୍ଷିଣ ଏସିଆର ରାଜନୀତି…
ରୁଷିଆ-ୟୁକ୍ରେନ ମଧ୍ୟରେ ଫସିଗଲେ ଟ୍ରମ୍ପ, ଏବେ ଜେଲନସ୍କି କଲେଣି ଏମିତି ଡିମାଣ୍ଡ
ଓ୍ବାଶିଂଟନ,୨୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ଯାଇଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ପ୍ରସ୍ତୁତ ନୁହଁନ୍ତି, ତେବେ…
୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କର ହେବ ନାହିଁ ଆଧାର କାର୍ଡ, ଜାଣନ୍ତୁ କାହିଁକି ଏଭଳି ନିଷ୍ପିତ୍ତି ନେଲେ ସରକାର
ଗୁଆହାଟି,୨୧।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର (୨୧ ଅଗଷ୍ଟ, ୨୦୨୫) କହିଛନ୍ତି ଯେ ଅବୈଧ ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତା ହାସଲ କରିବାରୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ରାଜ୍ୟରେ ପ୍ରଥମ ଥର ପାଇଁ ୧୮ ବର୍ଷରୁ…
ପର୍ଯ୍ୟଟକଙ୍କ ସୁବିଧା ଲାଗି ତାରାତାରିଣୀଙ୍କ ପୀଠରେ ହେବ ତିନିମହଲା ବିଶିଷ୍ଟ ଧର୍ମଶାଳା, ସମୀକ୍ଷା କଲେ ଜିଲାପାଳ
ପୁରୁଷୋତ୍ତମପୁର,୨୧।୮(ସିମାଞ୍ଚଳ ମିଶ୍ର): ଗୁରବାର ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେୀବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି ମନ୍ଦିରପରିଷରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନବୁଲି ଦେଖିବାସହ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ଯାହାକି…
କିଏ ସେହି IPS ସତୀଶ ଗୋଲଚା? ଦିଲ୍ଲୀ ଦଙ୍ଗାଠାରୁ ତିହାଡ ଜେଲ ପର୍ଯ୍ୟନ୍ତ… ଗ୍ରହଣ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ,୨୧।୮: ସତୀଶ ଗୋଲଚାଙ୍କୁ ଦିଲ୍ଲୀ ପୋଲିସର ନୂଆ କମିଶନର ଭାବରେ ନିଯୁକ୍ତ କରାଯାଇଛି। ସେ ଏବେ ଏସବିକେ ସିଂହଙ୍କ ସ୍ଥାନ ନେବେ, ଯାହାକୁ ପୋଲିସ କମିଶନରର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏସବିକେ ସିଂହ ୩୧ ଜୁଲାଇରେ ପୂର୍ବତନ ପୋଲିସ କମିଶନର ସଞ୍ଜୟ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳର ମାଧବ ସ୍ବାଇଁ(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦…
ହାଇକୋର୍ଟଙ୍କ ତୋରଣ କଟକଣା
କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…
ବିଜୟ ଥାଲାପାଥିଙ୍କ ବଡ଼ ଘୋଷଣା: ୨୦୨୬ ନିର୍ବାଚନରେ…
ନୂଆଦିଲ୍ଲୀ,୨୧।୮: ଅଭିନେତା ବିଜୟଙ୍କ ଟିଭିକେ ଦଳ ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ରାଜନୈତିକ ପଦାର୍ପଣ କରିବ। ମାଦୁରାଇରେ ଅନୁଷ୍ଠିତ ଦଳର ଦ୍ୱିତୀୟ ରାଜ୍ୟ ସମ୍ମିଳନୀ ସମୟରେ, ବିଜୟ ସୂଚିତ କରିଥିଲେ ଯେ ତାଙ୍କ ଦଳ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।…
ମା’ତାରିଣୀ ରାଇସ ମିଲର ୨ଟି ଗୋଦାମରେ ଷ୍ଟକ ନାହିଁ ଧାନ, ଚାଉଳ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗାଣ ବିଭାଗର ବିଳମ୍ବକୁ ନେଇ ପ୍ରଶ୍ନ
ଛତ୍ରପୁର,୨୧/୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଲିଆ ଗ୍ରାମର ମା’ ତାରିଣୀ ରାଇସ ମିଲରେ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରିଛି । ହେଲେ ତ୍ୱରିତ୍ୱ ପଦକ୍ଷେପ ନେବାକୁ କାହିଁକି ବିଳମ୍ବ ଦେଖାଉଛି ଯୋଗାଣ ବିଭାଗ…
ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ…
ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ଓ୍ବାର୍କର ଆସୋସିଏଶନ
ବଲାଙ୍ଗୀର,୨୧ା୮(ସୁନୀଲ ମହାନ୍ତି): ଭାରତୀୟ ମଜଦୂର ସଂଘ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏଶନ ରାଜ୍ୟ ସଂଘ ବଲାଙ୍ଗୀର ଶାଖା ତରଫରୁ ୧୨ ଦଫା ଦାବି ନେଇ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଷଣ ଟ୍ରାକର ତଥା ଏଫ୍ଆର୍ଏସ୍ରେ ହେଉଥିବା…

