ଅଧ୍ୟକ୍ଷଙ୍କ ସହ ଶାରୀରୀକ ସମ୍ପର୍କ ନ ରଖିଲେ ପରୀକ୍ଷାରେ କରିଦେବେ ଫେଲ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲା ପରେ…
ସୋର,୮ା୨(ଜନ୍ମେଜୟ ମିଶ୍ର): ସୋର ଥାନା ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ(ସିଟି ସ୍କୁଲ)ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ଅଧ୍ୟକ୍ଷ ସେଠୀ ଉକ୍ତ ଛାତ୍ରୀଙ୍କୁ ବିଭିନ୍ନ…
କିଏ ସେହି ଭାଜପା ନେତା, ଯିଏ କେଜ୍ରିୱାଲଙ୍କୁ ହରାଇ କଲେ ରେକର୍ଡ, ଏମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା
ନୂଆଦିଲ୍ଲୀ, ୮।୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)କୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରବେଶ ବର୍ମା ତାଙ୍କୁ ୩,୧୮୬ ଭୋଟ…
ନୂଆ ବାଣିଜ୍ୟ ଯୁ୍ଦ୍ଧ ଆରମ୍ଭ କରିବାକୁ ଯାଉଛନ୍ତି ଟ୍ରମ୍ପ, ଏହି ଦେଶ ଉପରେ ପଡିବ ବଡ଼ ପ୍ରଭାବ, ଲିଷ୍ଟରେ ଅଛି…
ଓ୍ବାଶିଂଟନ,୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ଟାରିଫ୍ ଯୋଜନା ସହିତ ଆଗକୁ ବଢ଼ିବାକୁ ଯାଉଛନ୍ତି। ଟ୍ରମ୍ପ ଅନେକ ଦେଶ ଉପରେ ପ୍ରତିଶୋଧମୂଳକ ଟାରିଫ୍ ଲାଗୁ କରିବାର ଯୋଜନା ପ୍ରକାଶ କରିଛନ୍ତି। ପ୍ରକୃତରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଫେବୃଆରୀ…
Anna Hazare: ଚାଲିଥିଲା ଭୋଟ ଗଣନା, କେଜରିଓ୍ବାଲଙ୍କୁ ନେଇ ଆନ୍ନା ଦେଲେ ବଡ଼ ବୟାନ, ଦିଲ୍ଲୀରେ ହଇଚଇ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଚିତ୍ର ଅନେକ ପରିମାଣରେ ସ୍ପଷ୍ଟ ହୋଇଯାଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ଟ୍ରେଣ୍ଡରେ ଏକ ର୍ନିଣ୍ଣାୟକ ନେତୃତ୍ୱ ନେଇଛି। ୨୦୧୫ ମସିହାରୁ ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ…
ଭାଜପା ପୁଣିଥରେ ଜିତିବାକୁ ଯାଇଥିବାରୁ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ KTR, କହିଲେ ରାହୁଲ ଥିବା ପର୍ଯ୍ୟନ୍ତ ମୋଦିଙ୍କୁ ଭୟ ନାହିଁ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ କଟାକ୍ଷ କରି, ତେଲଙ୍ଗାନା ରାଷ୍ଟ୍ର ସମିତି (BRS)ର ବରିଷ୍ଠ ନେତା ଏବଂ ରାଜ୍ୟ ମନ୍ତ୍ରୀ କେ. ଟି. ରାମା ରାଓ (କେଟିଆର) କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ…
ପାର୍କରେ ତାଲା: ନଷ୍ଟ ହେଲାଣି ଓପନ ଜିମ୍ ସରଞ୍ଜାମ
ରାଇକିଆ,୮।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ତହସିଲ ଅଫିସ ନିକଟରେ ଥିବା ଚିଲ୍ଡଡ୍ରେନ୍ସ ପାର୍କରେ ତାଲା ଝୁଲୁଛି। ନିୟମିତ ଖୋଲା ଯାଉ ନ ଥିବା ଯୋଗୁ ଏହା ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ୨୦୨୩ରେ ଏହି ପାର୍କକୁ ଉଦଘାଟନ…
Delhi Election Result 2025: ଭାଜପା-ଏଏପିର ଖେଳ ବିଗାଡିଲା କଂଗ୍ରେସ, ଚମକାଇଲା…
ନୂଆଦିଲ୍ଲୀ,୮।୨: ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ର୍ନିବାଚନମଣ୍ଡଳୀର ଏକ ଅଂଶ ଦିଲ୍ଲୀର ବାଦଲି ବିଧାନସଭା ଆସନରେ ଏଥର ଆକର୍ଷଣୀୟ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଦିଲ୍ଲୀର ମୋଟ ୭୦ ବିଧାନସଭା ଆସନର ଫଳାଫଳ ସହିତ ଶନିବାର ବାଦଲି ଆସନର ର୍ନିବାଚନ ଫଳାଫଳ ମଧ୍ୟ…
ଅଭିନେତା ଉତ୍ତମ ମହାନ୍ତି ଗୁରୁତର: ହସ୍ପିଟାଲ୍ରେ ଭର୍ତ୍ତି
ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେ ଆଇସିୟୁ ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି। ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ୧୯୭୭ରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତୋଦୟ ଯୋଜନାରେ ମିଳିବ ପକ୍କା ଘର
ଭୁବନେଶ୍ୱର,୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ହିତାଧୀକାରୀଙ୍କୁ ଅନ୍ତୋଦୟ ଯୋଜନାରେ ପକ୍କା ଘର ମିଳିବ। ଏହାକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଏହି ଯୋଜନାରେ…
ଅଧରାତିରେ ଏମିତି ପୋଷ୍ଟ କଲେ ଅମିତାଭ ବଚ୍ଚନ: ପ୍ରଶଂସକ ଚିନ୍ତିତ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଯେଉଁ ବୟସରେ ଲୋକମାନେ ଅବସର ନେଇ ଘରେ ଆରାମ କରନ୍ତି, ସେହି ବୟସରେ ଅମିତାଭ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ନିକଟରେ ସେ ‘କଳକି ୨୮୯୮ ଏଡି’ରେ ତାଙ୍କର…
ଏଏପିକୁ ବଡ଼ ଝଟକା! କାମ ଦେଲା ମୋଦି ମ୍ୟାଜିକ୍, କେଜ୍ରିୱାଲଙ୍କ ବାଜିକୁ ଏମିତି ପଲଟାଇଦେଲେ…
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଚାଲିଛି ଏବଂ ପ୍ରାରମ୍ଭିକ ଟ୍ରେଣ୍ଡରେ ଏଏପିକୁ ଏକ ବଡ଼ ଝଟକାର ସମ୍ମୁଖୀନ ହେଉଥଥିବା ଦେଖାଯାଉଛି। ବରିଷ୍ଠ ନେତା ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଡିଆ, ଆତିଶୀ ଏବଂ ଅବଧ ଓଝାଙ୍କ ସମେତ…
‘ନିଜ ଭିତରେ ଆହୁରି ଲଢ…’, ଦିଲ୍ଲୀ ଫଳାଫଳକୁ ନେଇ କଂଗ୍ରେସ-ଆପକୁ ଶୁଣାଇଲେ ଓମାର ଓବଦୁଲ୍ଲା
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଆଜି ଅର୍ଥାତ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଚାଲିଛି। ଏହି ଖବର ଲେଖାଯିବା ପର୍ଯ୍ୟନ୍ତ, ଭାଜପା ୪୫ ରୁ ଅଧିକ ଆସନରେ ଆଗୁଆ ଅଛି। ଯେତେବେଳେ ଆମ ଆଦମୀ ପାର୍ଟି ୨୦ରୁ ଅଧିକ…
Archives


