କାମ ଦେଲାନି ଟ୍ରମ୍ପଙ୍କ ଧମକ: ରୁଷିଆ ସହ ଭାରତ କରିଦେଲା ବଡ଼ ଡିଲ୍
ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ରୁଷିଆ ସେମାନଙ୍କର ଦ୍ୱିପାକ୍ଷିକ ବାଣିଜ୍ୟକୁ ସନ୍ତୁଳିତ ଭାବରେ ବୃଦ୍ଧି କରିବା ଏବଂ ଶକ୍ତି ସହଯୋଗ ବଜାୟ ରଖିବା ପାଇଁ ସଂକଳ୍ପ ନେଇଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନନ୍-ଟାରିଫ୍ ପ୍ରତିବନ୍ଧକ ଏବଂ ନିୟାମକ ପ୍ରତିବନ୍ଧକଗୁଡ଼ିକୁ ଦ୍ରୁତ ଗତିରେ…
କଟକ CDMO ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗ
କଟକ,୨୨।୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ କରିଛି।…
ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷକ: ରାଗରେ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ
ଡେରାଡୁନ୍, ୨୨ା୮:ଉତ୍ତରାଖଣ୍ଡର ଉଧାମ ସିଂ ନଗର ଜିଲା କାଶୀପୁରସ୍ଥିତ ଗୁରୁ ନାନକ ପ୍ରାଇଭେଟ ସ୍କୁଲରୁ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପଢ଼ାଉଥିବା ଗଗନଦୀପ ସିଂ କୋହଲୀ କିଛିଦିନ ତଳେ ନବମ ଶ୍ରେଣୀ ଛାତ୍ର ସମର୍ଥ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ବଢୁଛି ସେଲ୍ଫି ପଏଣ୍ଟର ଚାହିଦା
ଦାରିଙ୍ଗବାଡି,୨୨।୮(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ସେପ୍ଟେମ୍ବର ଠାରୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ବିଶେଷ କରି ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ତଥା ପିଇବା ପାଣି,…
ଭାରତକୁ ରୁଷିଆର ତେଲ ଆବଶ୍ୟକତା ନାହିଁ, ଏଥିରୁ କେବେଳ ଲାଭ ଅର୍ଜନ କରୁଛି: ଟ୍ରମ୍ପଙ୍କ ଉପଦେଷ୍ଟା ନାଭାରୋ
ନୂଆଦିଲ୍ଲୀ,୨୨।୮: ହ୍ୱାଇଟ ହାଉସ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ଭାରତକୁ ରୁଷିଆର ତେଲ କିଣୁଥିବା ନେଇ ତୀବ୍ର ସମାଲୋଚନା କରିଛନ୍ତି। ସେ ଭାରତକୁ କ୍ରେମଲିନର “ଲଣ୍ଡ୍ରୋମାଟ୍” (ସ୍ୱୟଂସେବୀ ଲଣ୍ଡ୍ରୀ) ବୋଲି ଅଭିଯୋଗ କରି କହିଛନ୍ତି ଯେ, ଭାରତର ରୁଷିଆ ତେଲ ଆବଶ୍ୟକତା…
ନୂଆଖାଇ ଛୁଟି ୩ ଦିନ କରିବାକୁ ଦାବି
ବରଗଡ଼, ୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ କୋଶଲ ଛାତ୍ର ସଂଗଠନ ନେତୃତ୍ୱରେ ଗୁରୁବାର ବିଭିନ୍ନ କଲେଜର ଛାତ୍ରୀଛାତ୍ର ଏବଂ ସଂଗଠନର ସଦସ୍ୟମାନେ ୩ଦଫା ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ସ୍ବାମୀଙ୍କ ଅନ୍ୟ ମହିଳାଙ୍କ ସହ ଥିଲା ସମ୍ପର୍କ: ବିରୋଧ କରିବାରୁ…
ଯାଜପୁର ରୋଡ୍,୨୧ା୮(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁରରୋଡ୍ ଥାନା ବ୍ୟାସନଗର ପୌର ପରିଷଦ ୯ନଂ.ୱାର୍ଡର କୋର୍ଟ ପଛପଟ ବିନାୟକ ବିହାର ମହରମ ଛଇ ବସ୍ତିରେ ଗୁରୁବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପଥର ଚଟାଣରେ କଚାଡ଼ି ହତ୍ୟା କରିଛନ୍ତି।…
ସାର କଳାବଜାର, ବଢୁଛି ଚାଷୀ ଅସନ୍ତୋଷ
ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର କଳାବଜାର ବର୍ତ୍ତମାନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲାରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା କୃଷି ବିଭାଗ ସୂଚନା ଦେଉଛି। ଅନ୍ୟପକ୍ଷରେ ଚାଷୀମାନେ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ଗଲେ ସେମାନେ ସାର…
ବାରିପଦା ମାଟି ସହ ବହୁ ପରିଚିତ: ତଥାଗତ
ବାରିପଦା,୨୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାର ବରିଷ୍ଠ ନାଗରିକମାନେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀଙ୍କୁ ଗୁୁରୁବାର ଅପରାହ୍ନରେ ବାରିପଦାସ୍ଥିତ ସର୍କିଟ ହାଉସ୍ଠାରେ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ
ଭୁବନେଶ୍ୱର,୨୧।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୫ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତନ୍ମଧ୍ୟରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି…
ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ନେଇଗଲେ ଟଙ୍କା
ହିଞ୍ଜିଳିକାଟୁ,୨୧।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଏସ୍ବିଆଇ ଶାଖା ପରିଚାଳକ ବୋଲି ନିଜକୁ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ୨୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ବ୍ରହ୍ମପୁର ନିମଖଣ୍ଡି…
ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଦେବାକୁ ପଡ଼ିବ ବ୍ରୋନକୋ ଟେଷ୍ଟ: ବ୍ରୋନକୋ ଟେଷ୍ଟ କ’ଣ ଜାଣନ୍ତୁ…
ମୁମ୍ବାଇ,୨୧ା୮: ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶୀର୍ଷସ୍ତରର ଫିଟ୍ନେସକୁ ବଜାୟ ରଖିବା ପାଇଁ ବିସିସିଆଇ ରଗବୀ କେନ୍ଦ୍ରୀୟ ବ୍ରୋନକୋ ଟେଷ୍ଟ ଆଣିବାକୁ ଯାଉଛି। ଏ ନେଇ ଏକ ଜାତୀୟ ଇଂରାଜୀ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ବ୍ରୋନକୋ ଟେଷ୍ଟରେ ୨୦,…

