ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ଏହା ଏକ ଷଡଯନ୍ତ୍ର ବୋଲି କହିଲେ IAS
ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ୍ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ୍ କରିଛନ୍ତି। ସକାଳ ୮ଟାରୁ ଦିଲ୍ଲୀର ସିବିଆଇ ଟିମ…
ଚାମ୍ପିଅନ୍ସ ଟ୍ରଫିରେ କେବେ ହୋଇନାହିଁ ଏହି ଚମତ୍କାର: ପ୍ରଥମଥର ଲେଖାଯାଇପାରେ ଇତିହାସ
ନୂଆଦିଲ୍ଲୀ,୧୮।୨: ପ୍ରାୟ ଆଠ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ୨୦୧୭ ବର୍ଷ ପରେ, ICC ଦ୍ୱାରା ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଉଛି। ଏହି ଆଠ ବର୍ଷ ମଧ୍ୟରେ କ୍ରିକେଟ ଖେଳିବାର ଶୈଳୀ ବହୁତ ବଦଳି ଯାଇଛି। ଏବେ…
ବିବେକ ଯୋଶୀ ନୂଆ ନିର୍ବାଚନ କମିଶନର ନିଯୁକ୍ତ
ନୂଆଦିଲ୍ଲୀ,୧୮।୨: ହରିୟାଣାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିବା ଡକ୍ଟର ବିବେକ ଯୋଶୀଙ୍କୁ ଏବେ ଭାରତୀୟ ନିବାଚନ କମିଶନରେ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି। ବିବେକ ଯୋଶୀଙ୍କୁ ସୋମବାର (୧୭ ଫେବୃଆରୀ, ୨୦୨୫) ରେ ନିଯୁକ୍ତ କରାଯାଇଥିଲା। ବିବେକ ହରିୟାଣା…
ଭାରତକୁ ଧମକ ଦେଲା ବାଂଲାଦେଶ, କହିଲା ବଡ଼ ଭାଇ ହେବାକୁ ଚେଷ୍ଟା କରନାହିିଁ, ନହେଲେ…
ଢାକା,୧୮।୨: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କ୍ଷମତାର ପତନ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ବହୁତ ଉତ୍ତେଜନା ଦେଖାଦେଇଛି ଏବଂ ପରିସ୍ଥିତି ନିରନ୍ତର ଖରାପ ହେବାରେ ଲାଗିଛି। ବର୍ତ୍ତମାନ, ବାଂଲାଦେଶ ଗଠନ ହେବା ପରଠାରୁ ଭାରତର ଯେଉଁ ଦେଶ…
ମୋଦି-ମସ୍କ ବୈଠକର ବଡ଼ ଇମ୍ପାକ୍ଟ: ଭାରତରେ ନିଯୁକ୍ତି ଆରମ୍ଭ କଲା Tesla
ନୂଆଦିଲ୍ଲୀ,୧୮।୨: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କୁ ଭେଟିଥିଲେ। ଏହି ବୈଠକ ପରେ, ଏଲନ ମସ୍କଙ୍କ ଇଭି କମ୍ପାନୀ ଟେସଲା ଭାରତରେ ନିଯୁକ୍ତି ଆରମ୍ଭ କରିଛି।…
ଦୁଇ ଦଶନ୍ଧିରେ ଓଡ଼ିଶାରେ ବୃଦ୍ଧି ପାଇଛି ଜଙ୍ଗଲ ଜମି: ମନ୍ତ୍ରୀ
ଭୁବନେଶ୍ୱର,୧୮।୨: ଭାରତୀୟ ବନ ସର୍ଭେ ରିପୋର୍ଟ ଅନୁଯାୟୀ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଜଙ୍ଗଲ ଜମି ୪,୦୦୦ ବର୍ଗ କିଲୋମିଟରରୁ ଅଧିକ ବୃଦ୍ଧି ପାଇଛି ବୋଲି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଆଜି…
୫ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଲେ ମନୁ ଭାକର
ନୂଆଦିଲ୍ଲୀ, ୧୮ା୨: ଭାରତର ଷ୍ଟାର ପିସ୍ତଲ ଶୁଟର ମନୁ ଭାକର ବିବିସି ଇଣ୍ଡିଆନ ସ୍ପୋଟର୍ସମ୍ୟାନ ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି। ମନୁଙ୍କ ସମେତ ଏହି ପୁରସ୍କାର ପାଇଁ ୫ଜଣ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଅନ୍ୟମାନେ ହେଲେ ଗଲ୍ଫର ଅଦିତି ଅଶୋକ, ପାରା…
ଡ୍ରାଗନ ଆଙ୍କି ମା’ହତ୍ୟାର କାହାଣୀ କହିଲା ୫ ବର୍ଷର ଶିଶୁ, ଶୁଣିଲେ…
ଝାନ୍ସି,୧୮।୨: ମଧ୍ୟ ପ୍ରଦେଶରେ ଗୁରୁତର ଅବସ୍ଥାରେ ମେଡିକାଲ କଲେଜକୁ ଅଣାଯାଇଥିବା ଜଣେ ବିବାହିତ ମହିଳାଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଥିଲା। ତାଙ୍କ ବାପାମାଆଙ୍କୁ ସୂଚନା ଦିଆଯାଇଥିଲା ଯେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଯେତେବେଳେ ମହିଳାଙ୍କ ବାପାମାଆ ପହଞ୍ଚିଲେ,…
ଭାରତୀୟ ଖେଳାଳିଙ୍କ ଜର୍ସିରେ ପାକିସ୍ତାନ ନାଁ: ଜାଣନ୍ତୁ କାହିଁକି
ଦୁବାଇ,୧୮।୨: ଆସନ୍ତାକାଲିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୧୯ରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ ସହିତ…
ବଦଳିବ ପାଗ: ଆସନ୍ତାକାଲିଠାରୁ ଏହି ସବୁ ଜିଲାରେ ବର୍ଷା! ପାଣିପାଗ ବିଭାଗର ସୂଚନା…
ଭୁବନେଶ୍ୱର,୧୮।୨: ବଦଳିବ ପାଣିପାଗ। ଆସନ୍ତାକାଲି ଠାରୁ ରାଜ୍ୟର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ଅନୁଯାୟୀ, ୧୯ ତାରିଖରେ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପ…
ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ ବିସିସିଆଇ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ କରିବାକୁ ଯୋଜନା, ଯୋଗଦେବେ ୫୦ରୁ ଅଧିକ ସେଲିବ୍ରିଟି
ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ମଙ୍ଗଳବାର ସକାଳେ ଭାଜପା ନେତା ବିନୋଦ ତାୱଡେ, ତରୁଣ ଚୁଗ, ବୀରେନ୍ଦ୍ର ସଚଦେବ ରାମଲୀଳା ମଇଦାନ ଯିବେ। ନୂଆଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଫେବୃଆରୀ ୨୦ରେ…
Archives


